ତ କଣ ଡିଭୋର୍ସ ପରେ ବର୍ବାଦ ହେଇ ସାରିଛନ୍ତି Karishma Kapoor, ବିକିବାକୁ ପଡିଲା ଘର

ଚଳଚିତ୍ର ଜଗତରେ ଏବେ ଆଉ କରିସ୍ମା କପୁରଙ୍କୁ ଦେଖିବାକୁ ମିଳୁନାହିଁ । ସେ ବହୁତ ବର୍ଷ ଧରି ହେବେ ଲୋକ ମାନଙ୍କ ହୃଦୟରେ ରାଣୀ ଭଳି ରହୁଥିଲେ । ସେ ଯେଉଁ ସମୟରେ ଚଳଚିତ୍ର କରୁଥିଲେ ତାଙ୍କ ଅଭିନୟ ଦେଖି ଲୋକେ ବହୁତ ପ୍ରଶଂସା କରୁଥିଲେ । କିନ୍ତୁ ସେ ଏବେ କିଛି ବଡ କଥାକୁ ନେଇ ଚର୍ଚାକୁ ଆସିଛନ୍ତି । ଆଉ ଏକ କଥା କହିବାକୁ ଗଲେ ତାଙ୍କ ସାନ ଭଉଣୀ କରିନା କପୁର ଏବେ ତାଙ୍କର ଥିବା ନୂଆ ଘରକୁ ଯାଇ ସାରିଥିବା ବେଳେ ଏବେ ସେ ମଧ୍ୟ ତାଙ୍କ ଘର ବିକ୍ରି କରିବାକୁ ନେଇ ବହୁତ ଚର୍ଚାକୁ ଆସିଛନ୍ତି ।

କରିନା କପୂର ଖାନଙ୍କ ପରେ ତାଙ୍କ ବଡ ଭଉଣୀ କରିସ୍ମା କପୂର ଏବେ ତାଙ୍କ ଘର ବିକ୍ରି କରିବା କଥା ସାମନାକୁ ଆସିଛି । କରିସ୍ମା କପୂରଙ୍କୁ ଏବେ ଟଙ୍କାର ବହୁତ ଜରୁରି ଥିବା ହେତୁ ସେ ଏବେ ତାଙ୍କ ଘର ବିକ୍ରି କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ସେ ଯେଉଁ ସମୟରୁ ଚଳଚିତ୍ର କରିବା ଛାଡିଲେଣି ସେହି ସମୟ ଠାରୁ ତାଙ୍କର ଟଙ୍କାରେ ବହୁତ ଅସବିଧା ଦେଖା ଦେବାରେ ଲାଗିଛି ।

ଏହାଛଡା ସେ ତାଙ୍କ ଘରକୁ ସେ ରେଜିଷ୍ଟାର୍ଡ ମଧ୍ୟ କରିସାରି ଥିଲେ ବିକ୍ରି କରିବା ପାଇଁ ସେ ୨୪ ଡିସେମ୍ବର ୨୦୨୦ ରେ କରାଯାଇ ଥିଲା । କରିସ୍ମାଙ୍କ ଘର ବିକ୍ରି କରିବା ଆଶ୍ଚର୍ଯ୍ୟ କଥା ହେଉଛି ଯେ ସେହି ଘରର ସେ କରିଥିବା ମୂଲ୍ୟ । ସୂଚନା ଅନୁଯାଇ କରିସ୍ମା ଓ ତାଙ୍କ ମା ବବିତା ମିଶି ଏକ ଘରକୁ ପାଖା ପାଖି ୧୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।

ଏହା ପରେ ସେ ସେହି ଘରକୁ ବିକି ବହୁତ ଫାଇଦା ଉଠାଉ ଥିଲେ । ଆମେ ଆପଣଙ୍କୁ କହିରଖୁ କି ତାଙ୍କର ମୁମ୍ବାଇରେ ୨୦୨୦ ରେ ସେ ସେହି ଆପାର୍ଟମେଣ୍ଟକୁ କିଣିଥିଲେ କିନ୍ତୁ ସେ ଏବେ ସେହି ଘରକୁ ବିକ୍ରି କରି ଦେଇଛନ୍ତି ।

ସେଥିପାଇଁ ସେ ୨୦ ଲକ୍ଷ ୨୨ ହଜାର ଟଙ୍କା  ଷ୍ଟାମ୍ପ ଡୁଟି ଦେଇଛନ୍ତି । ସେହି ଘରକୁ କିଣିଥିବା ମହିଳାଙ୍କର ନାମ ହେଉଛି ଆଭା ଦାମାନୀ । ସେ ଏବେ ନୂଆ ଆପାଟମେଣ୍ଟ ନେବାକୁ ଯାଉଛନ୍ତି ଓ ଆଉ ଥିବା କିଛି ପୁରୁଣା ଆପାଟମେଣ୍ଟ ବିକ୍ରି କରିବା ମଧ୍ୟ ଆରମ୍ଭ କରିଲେଣି । ମହାରାଷ୍ଟ୍ର ସରକାର ଷ୍ଟାମ୍ପ ଡୁଟି ରେ ବହୁତ ଅଧିକା କଟିଥିବା ଦେଖାଯାଉ ଥିଲା ।

ଏହାର ପୂର୍ବରୁ ସେ ୨୦୧୮ରେ ମଧ୍ୟ ଆଉ ଏକ ଘରକୁ ସେ ଏକ କୋଟି ଟଙ୍କା ରେ ବିକ୍ରି କରିଛନ୍ତି । ଏବେ କହିବାକୁ ଗଲେ ବହୁତ ଅଭିନେତ୍ରୀ ମାନେ ନୂଆ ନୂଆ ଜାଗା ଊପରେ ନିବେଶ କରିଥିବା ଦେଖା ଯାଉଛି । ଯାନବୀ କପୂର ଏକ ନୂଆ ଘର କିଣିଥିବାର ଜଣା ଯାଉଛି । ଆଲିଆ ମଧ୍ୟ ଏକ ଘର କିଣି ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

କରିସ୍ମା କପୂରଙ୍କର ଭଉଣୀ କରିନା କପୂର ଖାନ ତାଙ୍କ ସ୍ବାମୀଙ୍କ ସହ ନୂଆ ଘରକୁ ଯାଇ ସାରିଲେଣି । ତାଙ୍କର ନୂଆ ଘର ୪ ମହଲା ବିଶିଷ୍ଟର ଅଟେ ଓ ଏହା ସେଥିରେ ଲାଇବେରୀ ଓ ସୁମିଇଙ୍ଗ ପୁଲ ମଧ୍ୟ ଅଛି । କରିସ୍ମା କପୂର ଏବେ ତାଙ୍କ ପିଲା ମାଙ୍କ ସହିତ ରହୁଛନ୍ତି । ସେ ତାଙ୍କ ସ୍ଵାମୀ ସଞ୍ଜୟ କପୂରଙ୍କ ଠାରୁ ଅଲଗା ହୋଇଯାଇ ଥିଲେ ।

ଏହାପରେ ତାଙ୍କର ତଲାକ ପରେ ତାଙ୍କ ସ୍ଵାମୀ ପିଲା ମାନଙ୍କର ସବୁ ଖର୍ଚ ପାଇଁ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଦେଉଛନ୍ତି ଓ ସେ ତାଙ୍କ ପିଲା ମାନଙ୍କ ସହ ବାହାରେ ବହୁତ ମଜା କରିବା ଦେଖା ଯାଉଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।