ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ କେତେ ରହୁଛି ଆପଣଙ୍କ ଲଭ ପରସେଣ୍ଟେଜ Love Quiz Game

ମନୁଷ୍ୟ ସମାଜରେ ବଞ୍ଚିବାକୁ ହେଲ ଭଲ ପାଇବା ଆବାସିକ ହୋଇଥାଏ । ଏହି ଭଲ ପାଇବା ବହୁତ ପ୍ରକାର ହୋଇଥାଏ । ମାତା ପିତାଙ୍କୁ ଭଲ ପାଇବା , ଆତ୍ମୀୟ ସ୍ଵଜନ ମାନଙ୍କୁ ଭଲ ପାଇବା ଆଉ ଗୋଟିଏ ପ୍ରେମିକ ପ୍ରେମିକାକୁ ଭଲ ପାଇବା ହୋଇଥାଏ । ଏହି ଭଲ ପାଇବାର ସଜ୍ଞା ଅନେକ ଅଛି କିନ୍ତୁ ଗୋଟିଏ ପ୍ରେମିକ ଓ ଗୋଟିଏ ପ୍ରେମିକା କୁ ଭଲ ପାଇବାର ସ୍ତର ବା ମାତ୍ରା ସବୁ ବେଳେ ସମାନ ନଥାଏ ।

କିଛି ଖୁସିରେ ପାଇଥାନ୍ତି ଆଉ କିଛି ମନ ଦେଇ ଭଲ ପାଇଥାନ୍ତି ଅର୍ଥାତ ନିଜ ପ୍ରାଣ ଠାରୁ ବି ଅଧିକ ଭଲ ପାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ନମ୍ବର ଦେଖାଇବୁ ସେହି ନମ୍ବରକୁ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଲାଭ ପରସେଣ୍ଟେଜ ବିଷୟରେ

୧ – ଆପଣ ଯଦି ୧ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜ ୮୫ ପ୍ରତିଶତ ଅଟେ ।

୨ – ଆପଣ ଯଦି ୨ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୯୦ ପ୍ରତିଶତ ଅଟେ ।

୩ – ଆପଣ ଯଦି ୩ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୮୭ ପ୍ରତିଶତ ଅଟେ ।

୪ – ଆପଣ ଯଦି ୪ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୯୨ ପ୍ରତିଶତ ଅଟେ ।

୫ – ଆପଣ ଯଦି ୫ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୯୪ ପ୍ରତିଶତ ଅଟେ ।

୬ – ଆପଣ ଯଦି ୬ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୯୯ ପ୍ରତିଶତ ଅଟେ ।

୭ – ଆପଣ ଯଦି ୭ ନମ୍ବର କୁ ପସନ୍ଦ କରୁକଜନତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୧୦୦ ପ୍ରତିଶତ ଅଟେ ।

୮ – ଆପଣ ଯଦି ୮ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୯୫ ପ୍ରତିଶତ ଅଟେ ।

୯ – ଆପଣ ଯଦି ୯ ନମ୍ବରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୯୬ ପ୍ରତିଶତ ଅଟେ ।

୧୦ – ଆପଣ ଯଦି ୧୦ ନମ୍ବର କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଲଭ ପରସେଣ୍ଟେଜର ମାତ୍ରା ୮୮ ପ୍ରତିଶତ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।