ବଲୀଉଡରେ କହିବାକୁ ଗଲେ ଏମିତି ବହୁତ କଳକାର ଅଛନ୍ତି, ଯାହା ସହିତ ସେ ଜୀବନ ସାରା ସମ୍ବନ୍ଧ ରଖିବାକୁ ଚାହାନ୍ତି । ସେଥିପାଇଁ ସେମାନେ ଚାହାନ୍ତି କି ଯାହାଙ୍କୁ ସେ ପସନ୍ଦ କରନ୍ତି, ସେମାନେ ତାଙ୍କ ସହିତ କୌଣସି ନା କୌଣସି ରୂପରେ ସବୁବେଳେ ଯୋଡି ହୋଇ ରହିବେ । ଏମିତି ହିଁ ଚାହୁଁଥିଲେ କରିନା କପୁର, ଯାହାକି ବର୍ତ୍ତମାନ ଆଉ ପୁରା ହୋଇ ପାରିବ ନାହିଁ । କରିନା କପୁର ନିଜ ଭାଇ ରଣବୀର କପୁରଙ୍କ ପାଇଁ ଏକ ଏମିତି ପାର୍ଟନର ଚାହୁଁଥିଲେ, ଯାହାକୁ ସେ ପସନ୍ଦ କରନ୍ତି । ଚାଲନ୍ତୁ ଜାଣିବା ସେହି କଳାକର ବିଷୟରେ ।
କହିବାକୁ ଗଲେ କରିନା ଯେଉଁ ଏକ୍ଟ୍ରେସକୁ ନିଜର ଭାଉଜ କରିବାକୁ ଚାହୁଁଥିଲେ, ତାଙ୍କର ବିବାହ ହୋଇଯାଇଛି । ସେ ଏହି କଥାରେ ବହୁତ ଦୁଖିତ ବି ଅଛନ୍ତି । ଏତିକି ନୁହେଁ କରିନା କପୁରଙ୍କର ସେ ବହୁତ ଭଲ ସାଙ୍ଗ ବି ଅଟନ୍ତି । କହିଦେଛୁ ଯେ କରିନା ଚାହୁଁଥିଲେ କି ତାଙ୍କର ହେବାକୁ ଥିବା ଭାଉଜ ଏମିତି ଜଣେ ହେବ, ଯିଏକି ତାଙ୍କୁ ବହୁତ ପସନ୍ଦ କରୁଥିବ ।
ଯାହାଙ୍କ ସହିତ ତାଙ୍କର ବନ୍ଧୁତା ବି ଥିବ ଓ ଗୋଟିଏ ସମୟ ଲୋକମାନଙ୍କୁ ଏମିତି ବି ଲାଗୁଥିଲା, କାରଣ ରଣବୀର କପୁର କରିନାଙ୍କର ପସନ୍ଦ ଝିଅକୁ ବି ଡେଟ କରୁଥିଲେ, କିନ୍ତୁ କିଛି ମତଭେଦ କାରଣରୁ ସେମାନଙ୍କର ବ୍ରେକ ଅପ ହୋଇଗଲା । ଯାହା ପରେ କରିନା ବହୁତ ଦୁଖିତ ବି ହୋଇଗଲେ । ଆପଣଙ୍କର ଜାଣିବା ନିମନ୍ତେ କହିଦେଛୁ ଯେ ବର୍ତମାନ ରଣବୀର କପୁର ଆଲିୟାଙ୍କୁ ଡେଟ କରୁଛନ୍ତି ।
ଏହି ଏକ୍ଟ୍ରେସକୁ କରିବା ପାଇଁ ଚାହୁଁଥିଲେ ଭାଉଜ
ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥାବାର୍ତ୍ତା କରୁଛୁ, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୋନାମ କପୁର । ସୋନାମ କପୁର ଓ କରିନା ଫିଲ୍ମ ‘ୱୀରେ ଦୀ ୱେଡିଂଗରେ’ ଦେଖା ଯାଇଥିଲେ । କରିନା ଓ ସୋନମଙ୍କୁ ଆଗରୁ ବି ଅନେକ ଥର ଏକା ସହିତ ଦେଖା ଯାଇଥିଲା । କରିନା ଏକ ଇଣ୍ଟରଭିୟୁରେ କହିଥିଲେ କି ସେ ସୋନମଙ୍କୁ ନିଜର ଭାଉଜ କରିବାକୁ ଚାହାନ୍ତି । ଏହି କଥା ସେହି ସମୟର ଅଟେ ଯେତେବେଳେ ରଣବୀର ସୋନମଙ୍କୁ ଡେଟ କରୁଥିଲେ, କିନ୍ତୁ ବର୍ତ୍ତମାନ ପୁରା ମାମଲା ବଦଳି ଯାଇଛି ।
କିନ୍ତୁ ବର୍ତ୍ତମାନ ସୋନମଙ୍କର ବିବାହ କରିସାରିଛନ୍ତି ଯାହା ଦ୍ଵାରା କରିନାଙ୍କର ଏହି ସ୍ଵପ୍ନ ଭାଙ୍ଗି ଗଲା । କିନ୍ତୁ ବର୍ତ୍ତମାନ ରଣବୀରଙ୍କ ଜୀବନରେ ଆଲିୟା ବି ଏଂଟ୍ରୀ ମାରି ସାରିଛନ୍ତି । କହିବାକୁ ଗଲେ କରିନା ବି ଆଲିୟାଙ୍କୁ ବହୁତ ପସନ୍ଦ କରନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।