ସାଥ ନିଭାନା ସାଥୀୟାର ଗୋପୀ ବୋହୁଙ୍କ ଦିୱାନା tv ଇଣ୍ଡଷ୍ଟ୍ରିର ଏହି 4 ହିରୋ, ନଂ 2 କରିବାକୁ ଯାଉଛନ୍ତି ବିବାହ

ବଡ଼ ପରଦାରୁ ଛୋଟ ପରଦାରେ ନିଜର ଜଲ୍ଵା ଦେଖାଉଥିବା ଅଭିନେତ୍ରୀ ଜୀୟା ମାନିକ ଆଜି ଟିଭି ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଜିୟା ନିଜ କ୍ୟାରିୟର ରେ ନିଜ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ । ନିଜ ଅଭିନୟ ଦ୍ଵାରା ଜୀୟା ସମସ୍ତଙ୍କ ହୃଦୟ କିଣିଥାନ୍ତି । ଜିୟା ନିଜ ଅଭିନୟ ଦ୍ଵାରା ଟିଭି ଅଭିନେତା ମାନଙ୍କ ଉପରେ ମଧ୍ୟ ନିଜର ଯାଦୁ ଚଳାଇଛନ୍ତି । ଟିଭି ଇଣ୍ଡଷ୍ଟ୍ରି ର ଏମିତି ବହୁତ ଅଭିନେତା ଅଛନ୍ତି ଯିଏ ଜୀୟା ମାନିକ ଙ୍କ ସହିତ କାମ କରିବାକୁ ସୁଯୋଗ ଖୋଜୁଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ ।

ପ୍ରଭିଷ୍ଟ ମିଶ୍ର:- ବର୍ତମାନ କଲର୍ଷ ଟିଭି ରେ ପ୍ରସାରିତ ହେଉଥିବା ବାରିଷ୍ଟର ବାବୁରେ ନିଜର ଦମଦାର ଅଭିନୟ କରିଥିବା କଳାକାର ପ୍ରଭିଷ୍ଟ ମିଶ୍ର ମଧ୍ୟ ଜୀୟା ମାନିକ ଙ୍କ ବହୁତ ବଡ଼ ଫ୍ୟାନ ଅଟନ୍ତି । ଜୀୟା ଙ୍କ ଅଭିନୟ ଦେଖି ପ୍ରଭିଷ୍ଟ ତାଙ୍କର ଫ୍ୟାନ ହୋଇଯାଇଥିଲେ । ଏବଂ ସେ ସବୁବେଳେ ଅପେକ୍ଷା କରିଛନ୍ତି କି ସେ କେବେ ଜିୟା ଙ୍କ ସହ ଅଭିନୟ କରିବେ ।

ମହମ୍ମଦ ନାଜିମ:- ଜୀୟା ଙ୍କ ସହିତ କାମ କରିସାରିଥିବା ମହମ୍ମଦ ନାଜିମ ପୁଣି ଜୀୟା ଙ୍କ ସହ ଅଭିନୟ କରିବାକୁ ଚାହୁଁଛନ୍ତି । ଶୁଣିବାକୁ ମିଲୁଛି କି ଜୀୟା ଏବଂ ମହମ୍ମଦ ଦୁହେଁ ଦୁହିଁଙ୍କୁ ଡେଟ ମଧ୍ୟ କରୁଛନ୍ତି । ଦୁହିନ ଙ୍କ ଫଟୋ ସୋସିଆଲ ମିଡିଆରେ ସବୁ ସମୟରେ ଦେଖିବାକୁ ମିଳୁଛି । ସେମାନେ ଖୁବ ଶୀଘ୍ର ବିବାହ କରି ପାରନ୍ତି ।

ଜେନ ଇମାମ:- ନାମକରଣ, ଟସନ ଏ ଇସ୍କ ଭଳି ସୁପରହିଟ ସିରିଏଲ ରେ କାମ କରୁଥିବା ଜେନ ଇମାମ ମଧ୍ୟ ଜୀୟା ମାନିକ ଙ୍କ ସହ କାମ କରିବାକୁ ଚାହାନ୍ତି । ନିଜ ଗୋଟେ ଇଣ୍ଟରଭିଉ ରେ ସେ କହିଥିଲେ କି ସେ ଜୀୟା ଙ୍କ ସହିତ ଅଭିନୟ କରିବାକୁ ଚାହୁଁଛନ୍ତି ।

ନିଶାନ୍ତ ସିଂ ମଲକାନି:- ଆଜି ଘରେ ଘରେ ପ୍ରସିଦ୍ଧ ଅଟନ୍ତି ନିଶାନ୍ତ, ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣିଛନ୍ତି ସିରିଏଲ ଗୁଡ଼ନ ତୁମସେ ନା ହୋ ପାଏଗା । ନିଶାନ୍ତ ଜୀୟା ଙ୍କ ଫ୍ୟାନ ନୁହେଁ ବରଂ ତାଙ୍କ ଦିୱାନା ମଧ୍ୟ ଅଟନ୍ତି । ନିଶାନ୍ତ କହିଛନ୍ତି ଯଦି କେବେ ତାଙ୍କୁ ସୁଯୋଗ ମିଳେ ଜୀୟା ଙ୍କ ସହ କାମ କରିବାକୁ ତେବେ ସେ କେବେ ମଧ୍ୟ ଏହି ସୁଯୋଗ କୁ ଛାଡିବେ ନାହିଁ ।

ତେବେ ଆପଣଙ୍କୁ ଜୀୟା ମାନିକ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।