ଆଜି ହିଁ କରଜ ରୁ ପାଇ ପାରିବେ ମୁକ୍ତି, କରନ୍ତୁ ଏହି ସହଜ ଉପାୟ – Vastu Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ ।ବନ୍ଧୁଗଣ ଅନେକ ମନୁଷ୍ୟ ଋଣ ଭାର ରେ ବୁଡି କରି ରହିଥାନ୍ତି।ସେମାନେ ଯେତେ ରୋଜଗାର କଲେ ମଧ୍ୟ ତାହାକୁ ସୁଝି ପାରିନଥାନ୍ତି।ଫଳ ରେ ସେମାନେ ସମାଜ ରେ ବହୁତ ନିନ୍ଦିତ ହୋଇଥାନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ଆପଣାଇବା ଦ୍ବାରା ଆପଣ କିଛି କ୍ଷଣ ମଧ୍ୟରେ ସମସ୍ତ ଋଣ ଭାର ରୁ ମୁକ୍ତି ପାଇପାରିବେ।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ବନ୍ଧୁଗଣ ପ୍ରଥମ ଉପାୟ ଟି ହେଉଛି ଯଦି ଆପଣ ଋଣ ଭାର ରେ ବୁଡି କରି ରହୁଛନ୍ତି ତେବେ ଆପଣ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ।ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ଦ୍ଵାରା ଆପଣଙ୍କ ର ସମସ୍ତ ପ୍ରକାର ମନସ୍କାମନା ପୂର୍ଣ୍ଣ ହୋଇଯିବ।ଆପଣ ପ୍ରତି ମଙ୍ଗଳବାର ଓ ଶନି ବାର ଦିନ ବିଭିନ୍ନ ପକ୍ଷୀ ମାନଙ୍କୁ ଖାଇବା ପାଇଁ ଦାନା ଦିଅନ୍ତୁ।

ଏହାପରେ ଆପଣ ଦୁଇ ତିନି ଦିନ ମଧ୍ୟରେ ଦେଖିବେ ଆପଣଙ୍କ ର ସମସ୍ତ ସମସ୍ୟା ଦୂର ହୋଇଯିବ।ଆପଣ ଯେଉଁ ଋଣ ଭାର ରେ ବୁଡି କରି ରହୁଛନ୍ତି ସେଥିରୁ ଖୁବ ଶୀଘ୍ର ମୁକ୍ତି ପାଇପାରିବେ।ତେଣୁ ଏହି ଉପାୟ କୁ ଆପଣ ନିଶ୍ଚିତ ପ୍ରୟୋଗ କରନ୍ତୁ।

ବନ୍ଧୁଗଣ ଦ୍ଵିତୀୟ ଉପାୟ ଟି ହେଉଛି ପିମ୍ପୁଡ଼ି ମାନଙ୍କୁ ତାଙ୍କର ମନ ପସନ୍ଦ ର ଖାଦ୍ୟ ଦେଲେ ଆପଣଙ୍କ ର ସମସ୍ତ ଋଣ ଭାର ଭଳି ସମସ୍ୟା ର ଅନ୍ତ ହୋଇଯାଇଥାଏ।ପିମ୍ପୁଡ଼ି ମାନଂକୁ ତାଙ୍କ ମନ ପସନ୍ଦ ର କିଛି ଖାଦ୍ୟ ଦେବା ଦ୍ଵାରା ଜୀବନ ର ସେହି ସବୁ ସୁଖ ମିଳିଥାଏ ଯାହାର ଆପଣଂକୁ ଅପେକ୍ଷା ରହିଥାଏ।ତେଣୁ ଏହି ଉପାୟ ମଧ୍ୟ କରନ୍ତୁ।ତୃତୀୟ ଉପାୟ ଟି ହେଉଛି ପ୍ରତି ମଙ୍ଗଳବାର ଦିନ ମାଙ୍କଡ଼ ଙ୍କୁ କିଛି ମିଠା ଖାଦ୍ୟ ଓ ଚଣା ଖାଇବାକୁ ଦିଅନ୍ତୁ।

ଏପରି କରିବା ଦ୍ୱାରା ମନୁଷ୍ୟ କୁ ସେହି ସବୁ ସୁଖ ପ୍ରାପ୍ତି ହୋଇଥାଏ ଯାହା ତାକୁ ଆବଶ୍ୟକ ହୋଇଥାଏ।ମାଙ୍କଡ଼ ଙ୍କୁ ଖାଦ୍ୟ ଦେବା ଦ୍ଵାରା ଭଗବାନ ହନୁମାନ ଖୁସି ହୋଇଥାନ୍ତି ଓ ଆପଣଙ୍କ ର ସମସ୍ତ କଷ୍ଟ କୁ ହରଣ କରିଥାନ୍ତି।

ବନ୍ଧୁଗଣ ଚତୁର୍ଥ ଉପାୟ ଟି ହେଉଛି କୁକୁର ଙ୍କୁ ଖାଇବାକୁ ଦେବା।କୁକୁର ଙ୍କୁ ଖାଇବାକୁ ଦେବା ଦ୍ଵାରା ଆପଣ ସମସ୍ତ ପ୍ରକାର ଋଣ ରୁ ମୁକ୍ତି ପାଇ ପାରନ୍ତି।ଏହା ସହିତ ଆପଣଙ୍କ ଘରେ ଲାଗି ରହିଥିବା ସମସ୍ତ ପ୍ରକାର କଳି ଝଗଡା ର ମଧ୍ୟ ଅନ୍ତ ହୋଇଥାଏ।ତେଣୁ ପ୍ରତ୍ୟେକ ଦିନ କୁକୁର କୁ କିଛି ନା କିଛି ଖାଇବାକୁ ଦିଅନ୍ତୁ।ଚତୁର୍ଥ ଉପାୟ ଟି ହେଉଛି ଗାଈ କୁ ଖାଇବାକୁ ଦିଅନ୍ତୁ।ଗାଈ ମାନଙ୍କ ଠାରେ ସମସ୍ତ ଦେବଦେବୀ ବାସ କରିଥାନ୍ତି।ତେଣୁ ଗାଈ କୁ ଆପଣ ରୁଟି ଖାଇବାକୁ ଦିଅନ୍ତୁ।

ଏପରି କରିବା ଦ୍ୱାରା ଆପଣଙ୍କ ର ବାକି ଥିବା ସମସ୍ତ ଋଣ ରୁ ମୁକ୍ତି ପାଇ ପାରିବେ।ତେଣୁ ଏହି ଉପାୟ ଟି କୁ ମଧ୍ୟ ପ୍ରୟୋଗ କରନ୍ତୁ। ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।