ସବୁବେଳେ ପ୍ରେମରେ ପାଗଳ ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ମନୁଷ୍ୟ ଜୀବନରେ ସବୁବେଳେ କୌଣସି ନା କୌଣସି ସୁଖ ଓ ଦୁଖର ସାମନା କରିବାକୁ ପଡିଥାଏ । ଏହାର ମୁଖ୍ୟ କାରଣ ହେଲା ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ପାଇଁ । ଜୋତିଶ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ମାନଙ୍କର କୌଣସି ନା କୌଣସି ଅକ୍ଷର ସହ ସମ୍ଭନ୍ଧ ଥାଏ ଯାହାର ସମ୍ପର୍କ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ଆରମ୍ଭ ହୋଇଥାଏ । ଜୀବନର ସବୁ ଶୁଖ ଦୁଖ ଏହି ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡିଥାଏ । ମନୁଷ୍ୟ ଜୀବନରେ ଏକସାଥି ରହିବାର ନିହାତି ଆବଶ୍ୟକ ହୋଇଥାଏ ।

କିନ୍ତୁ ଜୀବନରେ ଏହି ସମ୍ପର୍କ ବହୁତ ରହିନଥାଏ । କାହିଁକିନା କିଛି ବ୍ୟକ୍ତି ଜୀବନରେ ଅଧାରୁ ଛାଡି ଚାଲିଯାନ୍ତି । ଏବେ ଆସନ୍ତୁ ଜାଣିବା ଏହିପରି କିଛି ୪ ନାମବାଲା ମହିଳାଙ୍କ ବିଷୟରେ ଯେଉଁମାନେ କି ପ୍ରେମରେ ପାଗଳ ହୋଇଥାନ୍ତି ଓ ସବୁ ବେଳେ ପ୍ରେମରେ ଧୋକା ଖାଇଥାନ୍ତି ।

୧- K ନାମ ବାଲା ମହିଳା

ଯେଉଁ ମହିଳା ମାନଙ୍କର ନାମ K  ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସ୍ଵଭାବରେ ବହୁତ ଚଞ୍ଚଳ ମନା ହୋଇଥାନ୍ତି । ଏହି ସ୍ଵଭାବ ପାଇଁ ଏମାନେ କାହାର ମନରେ ବି ଜାଗା ସୃଷ୍ଟି କରିଦେଇଥାନ୍ତି । ଏହି ମହିଳା ମାନେ ଯାହାକୁ ପ୍ରେମ କରିଥାନ୍ତି ତ ପୁରା ହୃଦୟରୁ ପ୍ରେମ କରିଥାନ୍ତି । ଏମାନେ ପ୍ରେମ ମାମଲାରେ ବହୁତ ବିଶ୍ଵାସୀ ହୋଇଥାନ୍ତି । ଯେତେବେଳେ ଏମାଙ୍କର ପାର୍ଟନର ଏମାନଙ୍କୁ ଛାଡି ଚାଲିଯାଏ ତ ଏମାନେ ବହୁତ ଭାଙ୍ଗି ଯାଇଥାନ୍ତି । କୌଣସି କାମରେ ମନ ଲାଗେ ନାହିଁ ।

୨ – P  ନାମ ବାଲା ମହିଳା

ଏହି ମହିଳା ମାନେ ପ୍ରେମ ବିବାହ ରେ ବିଶ୍ଵାସ ରଖିଥାନ୍ତି । ଏହି ମହିଳା ମାନେ ସ୍ଵଭାବରେ ଶାନ୍ତ ହୋଇଥାନ୍ତି । ଏହି ମହିଳା ମାନେ ସମସ୍ତଙ୍କ ଆଗରେ ନିଜର ଭାବନାକୁ ପରିପ୍ରକାଶ କରନ୍ତି ନାହିଁ । ଏମାଙ୍କୁ ଯଦି କାହା ସହ ପ୍ରେମ ହୋଇଯାଏ ଏମାନେ ପୁରା ନିର୍ମଲ ହୃଦୟରେ ତାଙ୍କୁ ପ୍ରେମ କରିଥାନ୍ତି । ଆଖି ବନ୍ଦ କରି ତାଙ୍କ ପାର୍ଟନରଙ୍କୁ ବିଶ୍ଵାସ କରନ୍ତି । ଏମାନେ ସେତେବେଳେ ମନରୁ ପୁରା ଭାଙ୍ଗିଯାନ୍ତି ଯେତେବେଳେ ତାଙ୍କ ପାର୍ଟନର ତାଙ୍କୁ ଛାଡି ଚାଲିଯାନ୍ତି ।

୩ – R ନାମ ବାଲା ମହିଳା

ଏହି ମହିଳା ମାନେ ହୃଦୟରୁ ବହୁତ ନିର୍ମଳ ଭାବନାର ହୋଇଥାନ୍ତି । ଏମାନେ ନିଜ ସ୍ୱାମୀର ସେବା କରିବା ନିଜର ଧର୍ମ ବୋଲି ଭାବିଥାନ୍ତି । ଏମାନେ ନିଜ ପାର୍ଟନର ଖୁସି ପାଇଁ କିଛି ବି କରି ପାରନ୍ତି । ଏମାନେ ନିଜ ପାର୍ଟନରକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇଥାନ୍ତି । ଏହି ମହିଳା ମାନେ ନିଜ ପାର୍ଟନରଙ୍କ ଖିଲାପରେ କିଛି ବି ଶୁଣିବାକୁ ଚାହାନ୍ତି ନାହିଁ । ଯେତେବେଳେ ଏମାନଙ୍କର ପାର୍ଟନର ସେମାନଙ୍କୁ ଛାଡି ଚାଲିଯାନ୍ତି । ଏହି ମହିଳାମାନେ ନିଜ ଜୀବନ ହାରିବାକୁ ପସନ୍ଦ କରିଥାନ୍ତି ।

୪ – S ନାମ ବାଲା ମହିଳା

ଏହି ମହିଳା ମାନେ ନିଜ ଜୀବନ ସାଥୀକୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କ ସହ ଜୀବନ ଭରି ସମର୍ପଣ ଭାବ ରଖିଥାନ୍ତି । ଏମାନେ ବହୁତ ଭଲ ମିତ୍ର ହୋଇଥାନ୍ତି । ଏମାନେ ନିଜ ସ୍ୱାମୀଙ୍କର ଜୀବନ ସାରା ନିସ୍ଵାର୍ଥପର ସେବା କରିଥାନ୍ତି । ଏମାନେ ଜୀବନରେ କାହାକୁ ବି ଧୋକା ଦିଅନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।