ରେଡ ଶାଢୀ ରେ ବହୁତ ହିଁ ହଟ ଅନ୍ଦାଜ ରେ ନଜର ଆସିଲେ Shilpa Shetty, ଡ୍ରେସିଂ ସେନ୍ସ ଦେଖି ଫ୍ୟାନ୍ସ ହେଲେ ଦିବାନା, ଭାଇରାଲ ହେଉଛି ଭିଡିଓ

ବଲିଉଡ ଚଳଚିତ୍ର ଜଗତରେ କାମ କରୁଥିବା ବହୁତ ନାମ କମାଇଥିବା ଅଭିନେତ୍ରୀ ହେଉଛନ୍ତି ଶିଲ୍ପା ଶେଠୀ । ସେ ତାଙ୍କର ଅଭିନୟ ଓ ବହୁତ ସୁନ୍ଦର ଥିବା ହେତୁ ତାଙ୍କୁ ବହୁତ ଲୋକେ ପସନ୍ଦ ମଧ୍ୟ କରନ୍ତି । କେବଳ ଏତିକି ନୁହେଁ ସେ ତାଙ୍କର ଷ୍ଟାଇଲ ପାଇଁ ମଧ୍ୟ ବହୁତ ପରିଚିତ ଅଟନ୍ତି । ସେ ପ୍ରାୟ ସମୟତଃ ତାଙ୍କର ନିଜ ଫୋଟୋକୁ ସୋସିଆଲ ମିଡିଆରେ ଛାଡିଥାନ୍ତି ଓ ତାଙ୍କ ଚାହିତାଙ୍କ ସହିତ ବହୁତ ମିଶିଥାନ୍ତି ।

ସେ ଏବେ କିଛି ଦିନ ଭିତରେ ଏକେ ଭିଡିଓ ଛାଡିଥିବାର ଦେଖା ଯାଉଛି ଓ ଏହା ମଧ୍ୟ ଖୁବ ଜୋରରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । ସେ ଏକ ଲାଲ ରଙ୍ଗର ଶାଢୀ ପିନ୍ଧି କାମେରା ଆଗରେ ବହୁତ ପ୍ରକାରର ଷ୍ଟାଇଲରେ ଫୋଟୋ ଉଠାଇବା ଦେଖା ଯାଉଛି । କେବଳ ଏତିକି ନୁହେଁ ତାଙ୍କର ଏହି ଷ୍ଟାଇଲ ଯୋଗୁଁ ଲୋକ ତାଙ୍କର ବହୁତ ପସନ୍ଦ କରିଥାନ୍ତି ।

ଯାହା ଦ୍ଵାରାକି ଲୋକେ ତାଙ୍କର ପ୍ରଶଂସା କରିବାକୁ ଥକୁ ନାହାନ୍ତି । ସେ ଏହିପରି କିଛି ଭିଡିଓ ଛାଡିବା ସମୟରେ ବହୁତ ଭଲ ଭାବରେ ଭିଡିଓ କରିବା ସହିତ ସେ ଭଲ ଢଙ୍ଗରେ ଫୋଟୋ ଉଠାଇ ଥିଲେ । ସେ ତାଙ୍କ ଅଣ୍ଟାରେ ଏକ ବେଲ୍ଟ ଲଗାଇ ଥିବାର ଦେଖା ଯାଉଛି ଯାହାକି ଲୋକଙ୍କୁ ବହୁତ ପସନ୍ଦ ଲାଗୁଛି ଓ ଏହା ବହୁତ ଭାଇରାଲ ହେବାରେ ଲାଗିଛି ।

ସେ ପିନ୍ଧିଥିବା ଆଉ କିଛି ଜିନିଷ ତାଙ୍କୁ ଆହୁରି ସୁନ୍ଦର ବନାଉଛି ଯାହା ଫଳରେ ଲୋକେ ତାଙ୍କୁ ଦେଖି ତାଙ୍କର ଦିବାନା ହୋଇ ଯାଉଛନ୍ତି । ଏହାପରେ ସେ ତାଙ୍କ ଓଢଣିକୁ ହଲାଇ ଭିଡିଓ କରିବାର ଦେଖା ଯାଉଛି ଓ ଏହିପରି ବହୁତ ଭଲ ଢଙ୍ଗରେ ସେ କିଛି ଫୋଟୋ ମଧ୍ୟ ଉଠାଇଛନ୍ତି । ସେ ସେଠାରେ ଭଲ ଭାବରେ ହସି ଫୋଟୋ ଉଠାଇ ଲୋକଙ୍କର ହୃଦୟ ଜିତିଛନ୍ତି ।

ସେ ସେଠାରେ ନିଜ ଅଣ୍ଟା ହଲାଇ ଭଲ ଢଙ୍ଗରେ ଫୋଟୋ ଉଠାଇ ଥିଲେ । ସେ ଏବେ କିଛି ଦିନ ହେବ ଆଉ ଚଳଚିତ୍ରକୁ ଆଉ ଆସି ନାହାନ୍ତି । କାରଣ ସେ ଏବେ କିଛି ଦିନ ଭିତରେ ମା ହୋଇଛନ୍ତି । ଯାହା ଦ୍ଵାରା ସେ ଆଉ କିଛି ଜାଗାରେ ସୋ କରିବା ପାଇଁ ମଧ୍ୟ ମନା କରିଥିଲେ । ଏବେ ସେ ଆଉ କିଛି ଦିନ ଭିତରେ ହଙ୍ଗାମା ୨ରେ ଅଭିନୟ କରି ସେଥିରେ ସେ ତାଙ୍କର କିଛି ଝଲକ ଦେଖାଇଛନ୍ତି ।

ଏହି ଚଳଚିତ୍ର ୨୦୦୩ ମସିହାରେ ଶୁଟିଙ୍ଗ ଆରମ୍ଭ ହୋଇଥିଲା । କିନ୍ତୁ ସେହି ସମୟରେ ହୋଇ ପାରିନଥିଲା । ଏହି ଚଳଚିତ୍ର ପୂର୍ବ ବର୍ଷରୁ ହିଁ ଆରମ୍ଭ ହୋଇଥିଲା କିନ୍ତୁ କୌଣସି କାରଣରୁ ଏହି ଚଳଚିତ୍ର ବନ୍ଦ ହୋଇଥିଲା । ଲକଡାଉନ ପରେ ଏବେ ଚଳଚିତ୍ରରେ ଅଭିନୟ କରୁଥିବା ସମସ୍ତ ବ୍ୟକ୍ତି ଏବେ ଅଭିନୟ କରିବା ପାଇଁ ଆସୁଛନ୍ତି ।

ତାଙ୍କର ବୟସ ଏବେ ହେଉଛି ୪୫ କିନ୍ତୁ ସେ ଯେଉଁ ସମୟରେ ଶାଢୀ ପିନ୍ଧି ଆସିବେ ସେହି ସମୟରେ ସମସ୍ତଙ୍କୁ ନିଜର ଦିବାନା କରିଦିଅନ୍ତି । ଆମେ ଆପଣଙ୍କୁ କହିରଖୁ କି ସେ ମଧ୍ୟ ସୋସିଆଲ ମିଡିଆରେ ବହୁତ ସମୟ ଧରି ଆସିବାର ଦେଖାଯାଏ ।

ସେ ତାଙ୍କର କିଛି ଫୋଟୋ ଓ ତାଙ୍କର କିଛି କଥା ଚାହିତା ଲୋକଙ୍କ ପାଖରେ କିଛି କଥା କହିଥାନ୍ତି । ସେ ଆଉ କିଛି ଦିନ ଭିତରେ ଦୁଇଟି ନୂଆ ଚଳଚିତ୍ରରେ ଦେଖିବାକୁ ମିଳିବେ । କହିବାକୁ ଗଲେ ସେ ୧୩ ବର୍ଷ ପରେ ସେ ଏହି ଦୁଇଟି ଚଳଚିତ୍ର କରିବାକୁ ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।