ଯାହା ଉପରେ ଆମେ ସବୁଠୁ ଅଧିକ ବିଶ୍ଵାସ କରିଥାଉ ସେ ହିଁ ଆମକୁ ଧୋକା କାହିଁକି ଦେଇଥାଏ ? Krishna Vani

ଜୀବନରେ ଆପଣ ମାନଙ୍କୁ କେବେ ନା କେବେ ଧୋକା ତ ନିଶ୍ଚିତ ମିଳିଥିବ । ଏହା ଦ୍ଵାରା ଆପଣଙ୍କୁ ବହୁତ ଦୁଖ ବି ଲାଗିଥିବ । ଆପଣ ଭାବୁ ଥିବେ କି ଆପଣ ଯାହାକୁ ଏତେ ବିଶ୍ବାସ କରୁଥିଲେ ସେ ଆପଣ କୁ ଧୋକା କାହିଁକି ଦେଇଥାଏ । ସେ ଆପଣଙ୍କୁ ଏତେ କଷ୍ଟ କାହିଁକି ଦେଇଥାଏ । ଧୋକା ଆପଣଙ୍କୁ ନୁହେଁ ଆପଣଙ୍କ ଭରସା କୁ ମିଳିଥାଏ । ଆପଣଙ୍କ ଆସା କୁ ଧୋକା ମିଳିଥାଏ ।  ଯେଉଁଠାରେ ଆଶା ଥାଏ ସେଠାରେ ଧୋକା ଥାଏ ।

ଯେଉଁଠାରେ ଅତ୍ୟଧିକ ବିଶ୍ଵାସଥାଏ ସେଠାରେ ହିଁ ହୃଦୟ ଭାଙ୍ଗିଥାଏ । ଆପଣଙ୍କୁ ଭଲଭାବରେ ମନେଥିବ କି ଆପଣ ତାଙ୍କ ବିଷୟରେ କଣ କଣ ଭାବୁନଥିଲେ କି ସେ ଆପଣଙ୍କୁ କେବେ ବି ଛାଡିବ ନାହିଁ ।

ଆପଣଙ୍କୁ କେବେ ବି ଧୋକା ଦେବ ନା । ସବବେଳ ଆପଣଙ୍କୁ ଭଲ ପାଇବ । ସାରା ଜୀବନ ଆପଣଙ୍କ ସହ ରହିବ । ଆପଣବି ତାଙ୍କୁ ଭଗବାନ ବୋଲି ଭାବୁ ଥିଲେ । କିନ୍ତୁ ହେଳା କଣ ସେ ଆପଣଙ୍କୁ ଶେଷରେ ଧୋକା ଦେଲା । ଆପଣ ତାଙ୍କ ବିଷୟରେ କଣ ଭବି ଥିଲେ ଓ ସେ କଣ ବାହାରିଲେ । ସବୁ ବେଳେ ଆପଣଙ୍କ ଆଶା ହିଁ ଆପଣଙ୍କର  ଧୋକା ଖାଇବାର ମୁଖ୍ୟ କାରଣ ହୋଇଥାଏ ।

ଆପଣ କିନ୍ତୁ ବିନା ଭାବି ଚିନ୍ତି କୌଣସି ବିଚାର ନ କରି କାହାକୁ ନିଜର ଭଗବାନ ବୋଲି ଭାବି ନିଅନ୍ତି ଓ ତା ଉପରେ ନିଜର ସବୁ କିଛି ଅଜାଡି ଦିଅନ୍ତି । ସେ ଯେତେବେଳେ ଆପଣଙ୍କୁ ଆଶାକୁ ଭାଙ୍ଗି ଦେଇଥାଏ ସେତେବେଳେ ଆପଣ କହିବେ କି ଆପଣଙ୍କୁ ସେ ଧୋକା ଦେଇଦେଲା । ଯଦି ଆପଣ ଠିକ ସମୟରେ ଠିକ ନିସ୍ପତି ନେଇଥାନ୍ତେ କିମ୍ବା ସେ ବ୍ୟକ୍ତିକୁ ଠିକ ଭାବରେ ପରଖୀ ଦେଇଥାନ୍ତେ ତେବେ ଆପଣ ଜାଣିପାରିଥାନ୍ତେ କି ଲୋକମାନେ ପ୍ରେମ ନାମରେ କେତେ ମିଛ କୁହନ୍ତି ।

ବେଳେ ବେଳେ ତ ଆପଣ ସାମନା ବାଲାକୁ ପଚାରିଥାନ୍ତି କି ଆପଣଙ୍କୁ ସେ ଧୋକା ଦେବନି ତ କିନ୍ତୁ ସେ ଜବାବ ଦିଏ କି ସେ ଆପଣଙ୍କୁ କେବେ କେବେ ଧୋକା ଦେବା ନାହିଁ । ସେ ଆପଣଙ୍କୁ ବହୁତ ଭଲ ପାଉଛି ବଅଲି କହିବ ଆପଣ ଏହି କଥା ସୂନୀ ବହୁତ ଖୁସି ହୋଇଯାନ୍ତି । ସେ କଥାରେ ଆପଣ ବିଶ୍ଵାସ କରି ବହୁତ ଆଶା ରଖିଥାନ୍ତି । ଆପଣ ଠାରେ ବି ସତ ମିଛର ପରୀକ୍ଷା କରନ୍ତି ନାହିଁ । ଆପଣ ତାଙ୍କୁ ସୁଯୋଗ ଦିଅନ୍ତି କି ସେ ଆପଣଙ୍କୁ ଧୋକା ଦେଉ ।

ଆଜିକାର ଏହି ସମାଜରେ ସତ କହିବାର ଲୋକ ବହୁତ କମ ଅଛନ୍ତି । ପ୍ରକୃତ ପ୍ରେମ କରିବା ବାଲା ଲୋକ ବହୁତ କମ ଥାନ୍ତି । ଆଜି କାଲି ଲୋକ ଆପଣଙ୍କ ମନ ରଖିବା ପାଇଁ ବହୁତ ମିଛ କୁହନ୍ତି । ଯେଉଁ ଦିନ ଆପଣଙ୍କଠାରୁ ତାଙ୍କର ମତଲବ ସରିଯାଏ ସେ ଆପଣଙ୍କୁ ଛାଡି ଚାଲି ଯାଏ । ଜୀବନରେ କେବେ ବି କାହାକୁ ଅନ୍ଧ ଭଳି ବିଶ୍ଵାସ କରନ୍ତୁ  ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।