ବାଛନ୍ତୁ ନିଜର ରାଶି ଓ ଜାଣନ୍ତୁ ଏମିତି ଗୋଟିଏ କଥା ଯାହା ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇପାରେ – Astrology

ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷେତ୍ର ପ୍ରତ୍ୟେକ ମନୁଷ୍ୟର ଜୀବନ ସ୍ଵ ଜଡିତ ଥାଏ । ସନ୍ତାନ ଜନ୍ମ ହେଲା ମାଷ୍ଟ୍ରେ ହିଁ ତା ସହ ଏକ ରାଶି ଜଡିତ ହୋଇ ରହିଥାଏ । ଜନ୍ମ ବେଳେ ଚନ୍ଦ୍ର ଯେଉଁ ରାଶିରେ ଥାଏ ତସକୁ ସେହି ବ୍ୟକ୍ତିର ଜନ୍ମ ରାଶି ହୋଇଥାଏ । ରାଶି ଆମ ଜୀବନ ର ବ୍ୟକ୍ତିତ୍ୱ ଓ ଭବିଷ୍ୟ ବିଷୟା ରେ ଜଣାଇଥାଏ।ଏହା ରାଶି ଅନୁସାରେ ଭଲ ଓ ଖରାପ ହୋଇଥାଏ । ଆଜି ଆମେ ଜାଣିବା ରାଶି ଅନୁସାରେ ଆପଣ କେଉଁ ସମସ୍ୟା ଭୋଗିବାକୁ ଯାଉଛନ୍ତି।

କର୍କଟ ରାଶି:  ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ଶିଧାନ୍ତ , ପାରମ୍ପରିକ ଓ ଇତିହାସ କାରକ ଅଟନ୍ତି । କୌଣସି କଥାକୁ ନେଇ ଅଡିବାସନ୍ତି । ଆପଣ ଆପଣଙ୍କ ପୁରୁଣା ପ୍ରେମ ବିଷୟରେ ଚିନ୍ତା କରି ବହୁ ବାର ସମସ୍ୟା ଘେରରେ ରହିଥାନ୍ତି ।

ତୁଳା ରାଶି: ଏହି ରାଶିର ବ୍ୟକ୍ତି ସନ୍ତୁଳିତ ଓ ନ୍ୟାୟ ପ୍ରିୟ ଅଟନ୍ତି । ଆପଣ ଭଲ ଓ ଖ୍ରାପର ନିଷ୍ପତି ନେଇ ପାରନ୍ତି ନାହିଁ । କୌଣସି ସମାରୋହ କୁ ଗଲେ କାହା ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ନିଜକୁ ରାଜା ବୋଲି ମନେ କରନ୍ତି । ଧନୁ ରାଶି:  ଆପଣ ବହୁତ ବହୁତ ଭାବୁକ ଓ ଅଧିର ହୋଇଥାନ୍ତି । ଆପଣ କାହା କଥା ଶୁଣନ୍ତି ନାହିଁ । ନିଜ କଥା ଠିକ ବୋଲି ଭାବନ୍ତି । ଏହି କାରଣରୁ ବହୁତ ବାର ଆପଣ ସମସ୍ୟା ରେ ପଡ଼ିଥାନ୍ତି ।

ମିନ ରାଶି; ଆପଣ ନିସ୍ୱାର୍ଥପର କାର୍ଯ୍ୟ କରନ୍ତି ଓ ବହୁତ ବିଶ୍ୱାସୀ ଅଟନ୍ତି । ଆପଣ ଅନ୍ୟ ମାନଙ୍କ ପାଇଁ ଯାତନା ସହିଥାନ୍ତି । ଆପଣଙ୍କୁ ଅନ୍ୟ ମାନେ ପରିହାସ କଲେ ବି ସେମାନଙ୍କୁ ସାହାଯ୍ୟ କରନ୍ତି । ସବୁବେଳେ ଆପଣଙ୍କ ଚରହେରା ନିରାଶଗ୍ରସ୍ତ ଥାଆନ୍ତି । ବିଛା ରାଶି; ଏହି ରାଶିର ବ୍ୟକ୍ତି ନିଡର ଓ ରାହସ୍ୟମୟୀ ଅଟନ୍ତି । ଆପଣ କାହାକୁବି ନିଜ ଅକ୍ତିଆରରେ କରିପାରନ୍ତି । ଆପଣଙ୍କ ସହ କେହି ଝଗଡା କରନ୍ତି ନାହିଁ କାହିଁକି ନା ଆପଣ ବହୁତ ସାଂଘାତିକ ହୋଇଥାନ୍ତି ।
ବୃଷ ରାଶି; ଏହି ବ୍ୟକ୍ତି ବହୁତ ସାହାସି ଓ ଦୟାଳୁ ଥାଆନ୍ତି । ଏହି ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିବା ପାଇଁ ତତ୍ପର ଥାଆନ୍ତି । ଆପଣ ନିଜ କଥାରେ ଚାଲିଥାନ୍ତି ଏଥି ପାଇଁ ଆପଣ ସବୁବେଳେ ସମସ୍ୟାରେ ପଡ଼ିଥାନ୍ତି ।

ସିଂହ ରାଶି; ଏହି ରାଶିର ବ୍ୟକ୍ତି ଶକ୍ତିଶାଳୀ ଓ ସ୍ୱଚ୍ଛନ୍ଦ ଅଟନ୍ତି । ଆପଣ ଜଙ୍ଗଲର ରାଜା ଭଳି ବ୍ୟବହାର କରନ୍ତି । ଆପଣଙ୍କର ଏହି ବ୍ୟବହାର ସଠିକ ହୋଇନଥାଏ । ଏଠି ପାଇଁ ଆପଣଙ୍କୁ ଅନ୍ୟ ବ୍ୟକ୍ତିର କଥା ଶୁଣିବା ଉଚିତ । ମେଷ ରାଶି; ଏହି ରାଶିର ବ୍ୟକ୍ତି କାଳାତ୍ମକ ଓ ସହନଶୀଳତା ଅଟନ୍ତି । ଏହି ଗୁଣ ଏମାନଙ୍କୁ ଠାରୁ ଅଲଗା ପରିଚୟ ଦେଇଥାଏ । ଏହି ଗୁଣ ଛଡା କିଛି ଅନ୍ୟ ଗୁଣ ପାଇଁ ଏମାନେ ବହୁତ ସମସ୍ୟାରେ ପଡ଼ିଥାନ୍ତି ।

କନ୍ୟା ରାଶି; ଏହି ରାଶିର ବ୍ୟକ୍ତି ଜିଜ୍ଞାଶୁ ଓ ବିଶ୍ୱାସୀ ଅଟନ୍ତି । ଆପଣ ନିଜକୁ ଚାଲାକ ଭାବନ୍ତି କିନ୍ତୁ ସବୁ ପରିସ୍ଥିତି ଆପଣଙ୍କ ଇଛନୁସାରେ ନଯିବାରୁ ଆପଣଙ୍କ ଖରାପ ରୂପ ଦେଖିବାକୁ ମିଳିଥାଏ । ମକର ରାଶି; ଏହି ରାଶିର ବ୍ୟକ୍ତି ବହୁତ ପ୍ରାକ୍ଟିକାଲ ଓ ବ୍ୟବସ୍ଥିତ ଅଟନ୍ତି । ଆପଣ ଭାବନ୍ତି ଆପଣ ସବୁ ଜାଣିଛନ୍ତି ଏଠି ପାଇଁ କାହାକୁ ବି ବୁଢ଼ୀ ଶିଖାଇ ପାରିବେ । ଆପଣଙ୍କୁ ସଫଳତା ମିଳେ କିନ୍ତୁ ଆପଣ ନିରାଶା ବାଦୀ ଅଟନ୍ତି ।

ମିଥୁନ ରାଶି; ଏହି ରାଶିର ବ୍ୟକ୍ତିଙ୍କ ପାଖରେ ଅନୁକୂଳ ଶୀଳତା , ନିୟନ୍ତ୍ରିତ ଅଟନ୍ତି । ଆପଣଙ୍କୁ ଯଦି କୌଣସି ସମ୍ପର୍କ ଛାଡି ଚାଲିଯାଉଥାଏ ଆପଣ ତାର ପିଚା ଛାଡ଼ନ୍ତି ନାହିଁ । ଆପିପ୍ପନ ସ୍ୱପ୍ନ ଦୁନିଆରେ ରହିବାକୁ ପସନ୍ଦ କରନ୍ତି । କୁମ୍ଭ ରାଶି; ଏହି ରାଶିର ବ୍ୟକ୍ତି ସାମାନ୍ୟ ଓ ଶାନ୍ତ ଜୀବନ ବିତାଇଥାନ୍ତି । କିନ୍ତୁ କିଛିଟା ରୁଡ଼ି ପ୍ରକୃତିର ହୋଇଥିବାରୁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।