ବାହାଘର ପୁର୍ବରୁ କନିଆ ଖିଆ ଡାକରାରେ ଗଲେ Swetlina, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଦମଦାର ଅଭିନୟ ଦ୍ଵାରା ବେଶ ଲୋକଲୋଚନକୁ ଆସି ପାରିଛନ୍ତି । ତେବେ ଅନେକ ସମୟରେ ଓଲିଉଡ ହିରୋଇନ ମାନେ ନିଜର ମ୍ୟାରେଜ କୁ ନେଇ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଆଉ ନିଜର ମ୍ୟାରେଜ ବିଷୟରେ ଟିକି ନିଖି ଖବର ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ଶ୍ଵେତଲୀନା ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଗତ ଦିନ ମାନଙ୍କରେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ତୁଳସୀ ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରିବାର ଦେଖିବାକୁ ମିଳିଥିଲା । ଆଉ ଏହା ପର ଠାରୁ ସେ ଓଲିଉଡ ଜଗତରେ ଅନେକ ସିରିଏଲ ରେ ଜବରଦସ୍ତ ଅଭିନୟ କରିଛନ୍ତି ଯାହା ଦ୍ଵାରା ସାରା ଓଡିଶାର ଲୋକ ମାନଙ୍କ ମନକୁ ଜିଣିବାରେ ସଫଳ ହୋଇ ପାରିଛନ୍ତି ।

ଆଗାମୀ କିଛି ଦିନରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଶ୍ଵେତଲୀନା ଭଟ୍ଟାଚାର୍ଜ୍ୟ । ବର୍ତ୍ତମାନ ସେ କନିଆ ଡାକରା କରିବାକୁ ନିଜର ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ମାନଙ୍କ ଘରକୁ ଯାଇଛନ୍ତି । ଆଉ ସେଠାରେ ଯାଇ ଅନେକ ପ୍ରକାରର ଖାଦ୍ଯ ଖାଉଥିବାର ଭିଡିଓ ରେ ନଜରା ଆସୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ହେଉଛି ମାତ୍ର ୩୩ ବର୍ଷ । ଆଉ ଏହାରି ମଧ୍ୟରେ ତାଙ୍କର ନିର୍ବନ୍ଧ ମଧ୍ୟ ସରି ଯାଇଛି । ତାଙ୍କ ଭାବି ସ୍ଵାମୀ ଜଣେ ବହୁତ ବଡ ବିଜେନ୍ସ ମ୍ୟାନ ଅଟନ୍ତି ।

ଦୁହିଙ୍କ ମଧ୍ୟରେ ଦୀର୍ଘ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଲା ଯାହା ଏବେ ବିବାହର ରୂପ ନେବାକୁ ଯାଉଛି ତାହା ପୁଣି ବହୁତ ଜଲ୍ଦି । ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ ଅଭିନେତ୍ରୀ ଶ୍ଵେତଲୀନା । ଆପଣ ମାନେ ଅନେକ ଥର ତାଙ୍କୁ ଅଭିନେତ୍ରୀ ଛନ୍ଦିତା ଙ୍କ ସହ ଦେଖିବାକୁ ପାଉଥିବେ । ବର୍ତ୍ତମାନ କନିଆ ଡାକରା ରେ ଯାଇ ସେଠାରେ ଖାଇବା ଖାଉଥିବାର ନଜର ଆସିଛନ୍ତି ।

ସେ କେମିତି ନିଜର ସମ୍ପର୍କୀୟ ମାନଙ୍କ ଘରକୁ ଯାଇ ଖାଉଛନ୍ତି ଆଉ ତାଙ୍କୁ ଖୁଆଇ ଦେଉଛନ୍ତି ଅନ୍ୟ ମାନେ ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ନିଜର ମ୍ୟାରେଜ କୁ ନେଇ ସେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ଆଗକୁ ତାଙ୍କ ଲାଇଫ ଏମିତି ହସ ଖୁସି ରେ ଅତିବାହିତ ହେଉ ଏହା ଆମର କାମନା । ସେ ନିଜର ଭାବି ସ୍ଵାମୀ ଙ୍କ ସହ ଅଧିକରୁ ଅଧିକ ସମୟ ସ୍ପେନ୍ଡ କରିବାର ମଧ୍ୟ ନଜର ଆସୁଛନ୍ତି । ଦୁହିଙ୍କର ମ୍ୟାରେଜ ଲାଇଫ ସୁଖମୟ ହେଉ ଏହା ଆମର କାମନା ।

ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ଶ୍ଵେତଲୀନା କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।