କଣ ପାଣି ରେ ବି ବ୍ୟାପିପାରେ କରୋନା ଭାଇରସ ସଂକ୍ରମଣ, ଜାଣି ଆଶ୍ଚର୍ଯ୍ୟ ହେଇଯିବେ ! ଜଲ୍ଦି ଦେଖନ୍ତୁ

ଆମେ ମାନେ ଜାଣିଛୁ କି କରୋନା ମହାମାରୀ ଖୁବ ତୀବ୍ର ବେଗରେ ବ୍ୟାପିବା ପାଇଁ ଲାଗିଛି । ଆମେ ଯଦି ଦେଖିବା ଏବେ ଭାରତରେ ଏହା ଅଧିକ ହେବାରେ ଲାଗିଛି ।

ଯଦି ଆପଣ ମାନଙ୍କୁ କରୋନା ର କିଛି ଭି ଲକ୍ଷଣ ଦେଖା ଯାଉଛି ତେବେ ଆପଣ ନିଶ୍ଚିତ ଭାବେ ନିଜକୁ ଏହି ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଏହାର ଉପଚାର କରନ୍ତୁ । ତେବେ କିଛି ଲୋକଙ୍କ ମନରେ ସନ୍ଦେହ ଥାଏ କି କଣ ଏହି କରୋନା ପାଣି କିମ୍ବା ପବନରେ ରହି ପାରେ ମାନେ କଣ ଏହା ଦ୍ଵାରା କରୋନା ସଂକ୍ରମଣ ବଢି ପାରେ । ତେବେ ଆମେ ଆଜି ଆପଣଙ୍କୁ କହିବା ଏହା କେଉଁ ଜାଗାରେ କେତେ ସମୟ ପାଇଁ ରହିଥାଏ ।

ତେବେ ଯଦି କାହାକୁ କରୋନା ହେଇଛି ଓ ସେ ଚିଙ୍କୁଚି ତାହେଲେ ତା ନାକରୁ ବାହାରୁଥିବା ଛୋଟ ଜଳକଣା ରେ ଏହା  ଥାଏ ମାତ୍ର ଏହା ଅଧିକ ଦୂର ଯାଏ ଯାଇ ପାରି ନଥାଏ । ଏହା ପାଣିରେ ରହିବ ନହେଲେ ଅନ୍ୟ କିଛି ଜାଗାରେ ରହିବ କିନ୍ତୁ ମନ ଇଛା ଏହା ବୁଲି ନଥାଏ । ଏହା ସାମ୍ନା ଲୋକ ପାଖରୁ ଅନ୍ୟ ଲୋକ ଯାଏ ମାତ୍ର ୬ ଫୁଟ ଦୂର କୁ ଜୀବ ଏହା ପରେ ଏହା ଶୁଖିକି ମାରି ଯାଇ ଥାଏ ।

ଯଦି ଏହା ଖାଲି ଶୁଖିଲା କାଗଜରେ ଏହା କିଛି ମିନିଟ ଯାଏ ରହିବ ଏହା ପରେ ଏହା ମାରି ଯାଇଥାଏ । ମାତ୍ର ଯଦି ଏହା ଓଦା କାଗଜ ଉପରେ ପଡିବ ତେବେ ଏହା ୫ ଦିନ ଯାଏ ରହି ପାରିବ । ମଣିଷ ହାତରେ ଏହା ୧୦ ମିନିଟ ଯାଏ ରହି ପାରେ ।

କପର ଭଳି ବାସନରେ ଏହା ୪ ଘଣ୍ଟା ରହିଥାଏ । ଅନ୍ୟ ମେଟାଳ ବସ୍ତୁ ଉପରେ ଏହା ୧୨ ଘଣ୍ଟା ଯାଏ ରହିଥାଏ । ଏହା ପରେ ଏହା ଡ୍ରେସ ରେ ୯ ଘଣ୍ଟା ଯାଏ ରହେ । ଏହା ପରେ ଏହା ଖାଲି ପବନରେ ୩ ଘଣ୍ଟା ଯାଏ ରହି ପାରିବ । ପ୍ଲାଷ୍ଟିକ ଜିନିଷ ଉପରେ, ପାରିବା ଉପରେ  କରୋନା ୩ ଦିନ ଯାଏ ରହି ପାରେ । ଏହା ପରେ ଏହା କାଚ ଜିନିଷ  ଉପରେ ୫ ଦିନଯାଏ ରହି ପାରେ । ଆମେ ବ୍ୟଭାର କରୁଥିବା ମାସ୍କ ଉପରେ ଏହା ୭ ଦିନ ଯାଏ ରହିଥାଏ ।

ଯେଉଁ ଜାଗାରେ ଅଧିକ ଥଣ୍ଡା ଅଧିକ ଥାଏ ଓ ଯେଉଁ ଜାଗାରେ ଅଧିକ ଜଳକଣା ଥାଏ ସେହି ଜାଗାରେ କରୋନା ୧ ମାସ ଯାଏ ରହି ପାରେ । ବିଜ୍ଞାନ ଅନୁସାରେ ପବନ ରେ ଏହା ଅଧିକ ସମୟ ଯାଏ ରହି ପାରେନି । ଏହା ସହ ଏହା ପାଣି ଦ୍ଵାରା ମଧ୍ୟ ବ୍ୟାପୀ ନଥାଏ ବୋଲି କୁହା ଯାଇଛି । ଏବେ କିଛି ଦିନ ତଳେ ଉତ୍ତର ପ୍ରଦେଶରେ ହାଲିମ ପୁରରେ ଏକ କରୋନା ରୋଗୀଙ୍କ ଶବକୁ ତାଙ୍କ ପରିବାର ଲୋକମାନେ ଯମୁନା ନଦୀରେ ଭସେଇ ଦେଇଛନ୍ତି ।

ଯାହା ପାଇଁ ଆଖ ପାଖ ଗାଁ ର ଲୋକମାନେ ଖୁବ ଭୟଭୀତ ଅଛନ୍ତି । ଏହି ରୋଗ ଆମ ଫୁସ ଫୁସକୁ ଅଧିକ ଆକ୍ରାନ୍ତ କରାଇ ଥାଏ । ଏହି ଭିତରେ ଏହାକୁ  ସେ ପଛେଇ ଦେଇ ଥାଏ ଯାହା ଦ୍ଵାରା ଆମ ଶରୀରରେ ଥିବା ଅକ୍ସିଜେନ ଧୀରେ ଧୀରେ ପ୍ରଭାବିତ ହେବାକୁ ଲାଗେ ଏହା ସହ ଆଉ ନୂଆ ଅକ୍ସିଜେନ ଭିତରକୁ ଆସିପାରେନି ତେଣୁକରି । ଆପଣ ସମୟ ଥାଉ ଥାଉ ନିଜର ଉପଚାର କରେଇ ନିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।