ଆଜି ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 4 June ର Gold Rate

ଆଜି ଆମେ ଆପଣଙ୍କୁ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ସେହି ବିଷୟରେ କହିବୁ ଓ ଏହା ସହିତ ଆମେ ଜାଣିବା କି ଆଜି ସୁନା ଶସ୍ତା ହୋଇଛି ନା ମହଙ୍ଗା ହୋଇଛି । ଆପଣ ଜାଣିଥିବେ କି ସବୁଦିନ ସୁନାର ମୂଲ୍ୟ ବଢିଥାଏ ନଚେତ କମ ହୋଇଥାଏ । ଏମିତିରେ ବର୍ତ୍ତମାନ ମାର୍କେଟରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି । ଏହା ସହିତ ଜାଣିବା କାଲି ଅପେକ୍ଷା ଆଜି ସୁନା ଓ ଚାନ୍ଦି କେତେ କମ ହୋଇଛି ।

କହିବାକୁ ଗଲେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ପରେ ପୁଣି ଥରେ ସୁନାର ମୂଲ୍ୟ ବଢିବାରେ ଲାଗିଛି । ଯାହାକି ସମସ୍ତଙ୍କୁ ଅସୁବିଧାରେ ପକାଇ ଦେଇଛି । ଜଣେ ସାଧାରଣ ଲୋକ ପାଇଁ ବର୍ତ୍ତମାନ ସମୟରେ ସୁନା କିଣିବା ବହୁତ କଷ୍ଟକର ଅଟେ । ୧୮, ୨୨, ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କଣ ଅଛି ଚାଳନ୍ତୁ ଜାଣିବା ।

ଆଜି ୪ ଜୁନ ୨୦୨୧ ଶୁକ୍ରବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୩,୮୭୦ ଟଙ୍କା, ୮ ଗ୍ରାମକୁ ୩୦,୯୬୦ ଟଙ୍କା, ୧୦ ଗ୍ରାମକୁ ୩୮,୭୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୮୭,୦୦୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତ କାଲି ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ମୂଲ୍ୟ ୬୫୫ ଟଙ୍କା କମ ହୋଇଛି ।

କିନ୍ତୁ ଯଦି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୭୭୫ ଟଙ୍କା, ୮ ଗ୍ରାମକୁ ୩୮,୨୦୦ ଟଙ୍କା, ୧୦ ଗ୍ରାମକୁ ୪୭,୭୫୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୭୭,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମର ମୂଲ୍ୟ ଗତ କାଲି ଅପେକ୍ଷା ୬୫୦ ଟଙ୍କା ବଢିଛି । ଗତ କିଛି ଦିନ ହେବ ସୁନାର ମୂଲ୍ୟ କମ ବେଶି ହେଉଛି ।

କିନ୍ତୁ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ବହୁତ କମ ହୋଇଛି । ଆଜି ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୪୫ ଟଙ୍କା, ୮ ଗ୍ରାମକୁ ୪୦,୩୬୦ ଟଙ୍କା, ୧୦ ଗ୍ରାମକୁ ୫୦,୪୫୦ ଟଙ୍କା, ୧୦୦ ଗ୍ରାମକୁ ୫,୦୪,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ଗତ କାଲି ଅପେକ୍ଷା ୧୦୦୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୭୦.୮୦ ଟଙ୍କା, ୮ ଗ୍ରାମକୁ ୫୬୬.୪୦ ଟଙ୍କା, ୧୦ ଗ୍ରାମକୁ ୭୦୮ ଟଙ୍କା, ୧୦୦ ଗ୍ରାମକୁ ୭,୦୮୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୭୦,୮୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି ଗତ କାଲି ଅପେକ୍ଷା ପ୍ରତି ୧ କିଲୋକୁ ୧୨୦୦ ଟଙ୍କା କମିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।