କଣ ଭୁଲ ଅମ୍ପ୍ଯାରିଙ୍ଗ କାରଣରୁ ହାରିଲା କି ପାକିସ୍ତାନ ? ଏମିତି କିଛି ପ୍ରଶ୍ନ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂ ଓ ଇରଫାନ ।

ଭୁଲ ଅମ୍ପେୟାର କାରଣରୁ ହାରିଲା କି ପାକିସ୍ତାନ ? ପାକ ସମର୍ଥନ ରେ ବାହାରିଲେ ହରଭଜନ, ଇରଫାନ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ବିପର୍ଯ୍ୟୟ ର ସମୁଖିନ୍ନ ହୋଇଛି ପାକିସ୍ତାନ । ପାକିସ୍ତାନ ଲଗାତାର 4ଟି ମ୍ଯାଚ ଖେଳି ପରାଜୟର ସ୍ଵୀକାର ହୋଇଛି । ବିଶ୍ଵକପରେ ପ୍ରଥମ ଥର ପାଇଁ ଏଭଳି ପରାଜୟର ସାମ୍ନା କରିଛି ପାକିସ୍ତାନ । ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ଯେଉଁ ଭଳି ଭାବେ ପରାସ୍ତ ହୋଇଥିଲା ତାକୁ ନେଇ ଏବେ ବି ବିବାଦ ଲାଗି ରହିଛି ।

ଏହି ପରାଜୟ ପରେ ପାକିସ୍ତାନ ସେମି ଫାଇନାଲ ଖେଳିବାର ଆଶା ଧୂଳିସାତ ହୋଇଛି । ଏବେ ପାକିସ୍ତାନର ଭାଗ୍ୟ ଅନ୍ୟ ଟିମ ଉପରେ ନିର୍ଭର କରୁଛି । ଏହି ମ୍ଯାଚରେ ଡିଏସଆର କୁ ନେଇ ବିବାଦ ଆରମ୍ଭ ହୋଇଛି । 46ତମ ଓଭୋର ରେ ପାକିସ୍ତାନ ମ୍ଯାଚର ବାଜି ବଦଳାଇ ଦେଇପାରି ଥାନ୍ତା । ଏହି ଓଭୋରରେ ହାରିଶଙ୍କ ଏକ ବଲ ତାବରେଜ ସାମସି ଙ୍କ ଗୋଡ ରେ ବାଜିଥିଲା ।

ପାକିସ୍ତାନ ଖେଳାଳୀ ଅପିଲ କରତିଥିଲେ ମଧ୍ୟ ଆମ୍ପୟାର ଆଉଟ ଦେଇ ନ ଥିଲେ । ଯାହା ପାଇଁ ବାବର ଟିଏସଆର ନେଇଥିଲେ । ଟ୍ରାକିଙ୍ଗ ରୁ ଜଣା ପଡିଥିଲା କି ବଲ ୱିକେଟ ଲାଇନରେ ଥିଲା । ଆଉ ଏହା ଲେକ୍ସଷ୍ଟପ ରେ ବାଜିଥିଲା । କିନ୍ତୁ ଏହି ନିସ୍ପତି ଅମ୍ପେୟାର କଲ ରେ ଚାଲିଯିବାରୁ ସାମସି ବଞ୍ଚି ଯାଇଥିଲେ । ଏବେ ଏହି ନିୟମକୁ ନେଇ ବିବାଦ ଆରମ୍ଭ ହୋଇଛି ।

ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂ ଏହାକୁ ନେଇ ଟ୍ବିଟର ରେ ପ୍ରଶ୍ନ କରିଛନ୍ତି । ସେ ଆସିସିସି କୁ ଟ୍ୟାଗ କରି ଲେଖିଛନ୍ତି “ଖରାପ ଅମ୍ପେୟାର ଓ ନିୟମ ପାଇଁ ପାକିସ୍ତାନକୁ ଏହି ମ୍ଯାଚ ହାରିବାକୁ ପଡିଛି । ଏହି ନିୟମକୁ ବଦଳାଇବାକୁ ପଡିବ । ଯଦି ବଲ ଷ୍ଟମ୍ପ ରେ ବାଜୁଛି ତେବେ ବି ଆଉଟ । ଅମ୍ପେୟାର ଆଉଟ ଦିଅନ୍ତୁ କି ନ ଦିଅନ୍ତୁ ନେଚଟ ଟେକନୋଲୋଜି ଥାଇ ବି କିଛି ଲାଭ ନାହିଁ ।

ଅନ୍ୟ ଏକ ଟ୍ବିଟ କରି ହରଭାଜନ କହିଛନ୍ତି ଏଥିରେ କିଛି ଫରକ ପଡୁନି କିଏ ଜିତିଲା କିଏ ହାରିଲା । ଆମ ପାଇଁ ଜରୁରୀ ନୁହେଁ କି କିଏ ଖେଳୁଛି ? କାଲି ଆମ ସହ ବି ଏମିତି ହୋଇପାରେ । ଅମ୍ପେୟାରଙ୍କ ଭୁଲ କାରଣରୁ ଆମେ ଫାଇନାଲ ଓ ସେମି ଫାଇନାଲ ହାରିଯାଇ ପାରୁ । ଏହି ଭୁଲ ପାଇଁ ICC କ୍ଷମା ବି ମାଗିଛି ।

ICC କହିଛି ବଲ ଟ୍ରାକିଙ୍ଗ ର ପ୍ରଥମ ଗ୍ରାଫିକ ଭୁଲ ହୋଇ ଯାଇଥିଲା । ଯେଉଁଥିରେ ବଲ ଷ୍ଟପ ରୁ ଦୂରରେ ଥିଲା । ଅନ୍ୟ ପରେ ଇରଫାନ ପଠନ ମଧ୍ୟ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ଯାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ପୋସ୍ତ କରି 2ଟି ନିଷ୍ପତିକୁ ବିରୋଧ କରିଛନ୍ତି । ଗୋଟେ ହେଉଛି Wide ଓ Lpw । ଚଳିତ ବିଶ୍ଵକପରେ ପାକିସ୍ତାନ 6ଟି ମିଛ ଖେଳି 4ଟି ହାରିବା ସହ 2ଟି ଜିତିଛି । ଏବେ ପଏଣ୍ଟ ଟେବଲର ଷଷ୍ଠ ସ୍ଥାନରେ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।