ବିଶ୍ଵକପ ସେମି ଫାଇନାଲ ରେ ପହଞ୍ଚିଲା ଟିମ ଇଣ୍ଡିଆ, ଇଂଲଣ୍ଡ କୁ ଶୋଚନୀୟ ଭାବେ ପରାସ୍ତ କରିଲା ଭାରତ….

ସେମି ଫାଇନାଲ ରେ ଭାରତ 129 ରେ ହରାଇଲା । ପୁରା ଇଂଲଣ୍ଡକୁ ଅଲ ଆଉଟ କରି ଦେଲା ଟିମ ଇଣ୍ଡିଆ । ବ୍ୟାଟର ଯାହା କରିପାରିଲେନି ବୋଲୋର କରି ଦେଖାଇଲେ । ହଁ ଦର୍ଶକ ବନ୍ଧୁ ଭାରତୀୟ ବୋଲୋର ନିଜର ଦାମ ଦେଖାଇଲେ । ଇଂଲଣ୍ଡ ଲୁ ପାଣି ପିଆଇଲେ । ଭାରତୀୟ ବୋଲୋର ଙ୍କ ଟନ ସହି ପାରିଲେନି ଇଂଲଣ୍ଡ ଖେଳାଳି । ଗୋଟେ ପରେ ଗୋଟେ ୱିକେଟ ନେଇ ଚାଲିଲେ ।

ଗତ କାଲିର ମ୍ଯାଚରେ ଭାରତ 229 ରନ କରିଥିଲା । ଆଉ ଭାରତ ଇଂଲଣ୍ଡ କୁ 129 ରନ ରେ ଅଲ ଆଉଟ କରି ଦଳା । ତେବେ ଟି-20 ର ପ୍ରତିଶୋଧ ବିଶ୍ଵକପରେ ନେଇଛି ଭାରତ । ବତଲର ଙ୍କୁ ପରାଜୟର ସ୍ଵାଦ ଚଖାଇଛି ରୋହିତ ସେନା । ଯେବେ ଭାରତ 229 ରନ କରିଥିଲା ସେତେବେଳେ ଉଠିଲା କି ଭାରତ ହାରିଯିବ । କିନ୍ତୁ ତାହାକୁ ଭୁଲ ପ୍ରମାଣିତ କରି ଦେଖାଇଲେ ଭାରତୀୟ ବୋଲୋର ।

ବୁମରା ଙ୍କ ଠାରୁ ଆରମ୍ଭ ସାମୀ ଙ୍କ ଭଳି ବୋଲୋର ସମସ୍ତେ ଧମାଲ ମଚାଇଲେ । ଏମିତିକି ସ୍ପିନର ମଧ୍ୟ ନିଜର ଜଲୱା ଦେଖାଇଲେ । ତେବେ ଇଂଲଣ୍ଡ କୁ 100 ରନ ରେ ହରାଇ ଦେଇଛି ଭାରତ । ଇଂଲଣ୍ଡ ଟସ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ସୁଯୋଗ ଦେଇଥିଲା । ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ଇଂଲଣ୍ଡ କୁ ଦେଇଥିଲା 230 ରନ ର ବିଜୟ ଲକ୍ଷ୍ୟ ।

ଭାରତ ବ୍ୟାଟର କିଛି କମଲା କରିପାରି ନ ଥିଲେ । ଖାଲି ରୋହିତ, ସୂର୍ଯ୍ୟ ଓ କେ ଏଲ ରାହୁଲ ଙ୍କୁ ଛାଡି ଦେଲେ ଅନ୍ୟ କେହି ଭଲ ଖେଳି ନ ଥିଲେ । ଯାହା ପାଇଁ ଟିମ ଇଣ୍ଡିଆ 229 ରନ ରେ ଅଟକି ଯାଇଥିଲା । କିନ୍ତୁ ଭାରତୀୟ ବୋଲୋର କାମାଲ କରି ଦେଖାଇ ଦେଲେ । ବୁମରା ଓ ସାମୀ ଙ୍କ ବଲ ଏମିତି ଟର୍ନ କରିଥିଲା ଯେ ଇଂଲଣ୍ଡ ବ୍ୟାଟର କିଛି ବୁଝିପାରି ନ ଥିଲେ ।

ଗୋଟେ ପରେ ଗୋଟେ ୱିକେଟ ଦେଇ ଚାଲିଥିଲେ । ଯଦି ଦେଖିବା 4ଟି ମ୍ଯାଚ ରୁ ବାଦ ପଡିଥିବା ସାମୀ ଏବେ ଧମାଲ ମଚାଇଛନ୍ତି । ଏହାର ପୂର୍ବ ମ୍ଯାଚରେ ସାମୀ 5ଟି ୱିକେଟ ନେଇଥିବା ବେଳେ ଇଂଲଣ୍ଡ ସହ ମ୍ଯାଚରେ ନେଇଛନ୍ତି 4ଟି ୱିକେଟ । 7 ଓଭୋର ବୋଲିଙ୍ଗ କରିଥିବା ବେଳେ 2ଟି ମେଡେନ ସହ 22 ରନ ରେ ନେଇଛନ୍ତି 4ଟି ୱିକେଟ ସାମୀ ।

ଠିକ ସେହିଭଳି ବୁମରା ମଧ୍ୟ 6.5 ଓଭୋର ବୋଲିଙ୍ଗ କରି ଗୋଟେ ଓଭୋର ମେଡେନ ନେବା ସହ 32 ରନ ଦେଇ ନେଇଛନ୍ତି 3ଟି ୱିକେଟ । କୁଳଦୀପ ଯାଦବ 2ଟି ୱିକେଟ ନେଇଥିବା ବେଳେ ଜାଡେଜା ନେଇଛନ୍ତି ଗୋଟେ ୱିକେଟ । ବର୍ତ୍ତମାନ ଭାରତ 12 ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏବେ ଭାରତ ଯାଇ ପହଞ୍ଚି ଯାଇଛି ସେମି ଫାଇନାଲରେ । ଭାରତ ପ୍ରଥମ ଦେଶ ଯିଏକି ପ୍ରଥମ ସ୍ଥାନରେ ପଦାର୍ପଣ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।