୨ଟି ମ୍ୟାଚରେ ସେ ଟିମ ଇଣ୍ଡିଆକୁ ଜିତାଇଲେ, ପୂର୍ବରୁ ନଖେଳାଇ ଏବେ ଚିନ୍ତା କରୁଛନ୍ତି ଅଧିନାୟକ!

ହାର୍ଦ୍ଦିକ ଙ୍କ ଆହତ ପାଇଁ ସେ ଖେଳିବା ପାଇଁ ସୁଯୋଗ ପାଇଲେ । ଗତ 25ଟି ମ୍ଯାଚରେ ସେ ଟିମ ଇଣ୍ଡିଆକୁ ଜିତାଇଲେ । ପୂର୍ବରୁ ନ ଖେଳାଇ ଏବେ ଚିନ୍ତା କରୁଛନ୍ତି ଅଧିନାୟକ । ହଁ ଦର୍ଶକ ବନ୍ଧୁ ବିଶ୍ଵକପ ଦଳରେ ସ୍ଥାନ ପାଇଲେ ସେ । କିନ୍ତୁ ପ୍ଲେଇଙ୍ଗ-11 ରେ ତାଙ୍କୁ ସ୍ଥାନ ଦେଇ ନ ଥିଲେ ଅଧିନାୟକ ରୋହିତ ଶର୍ମା । ବାଙ୍ଗାଲଦେଶ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡିଆ ଆହତ ହେବା ପରେ ତାଙ୍କୁ ଦଳରେ ସୁଯୋଗ ମିଳିଲା ।

ଆଉ ଏବେ ସେ କମାଲ କରୁଛନ୍ତି । ଚଳିତ ବିଶ୍ଵକପରେ 2ଟି ମ୍ଯାଚ ଖେଳି ସେ 9ଟି ୱିକେଟ ହାସଲ କରିଛନ୍ତି । ନିୟୁଜଲ୍ୟାଣ୍ଡ ବିପକ୍ଷରେ 5ଟି ଓ ଡିପେଣ୍ଡିଙ୍ଗ ଚାମ୍ପିୟାନ ଇଂଲଣ୍ଡ ବିପକ୍ଷରେ ଗତ କାଲି ସେ 4ଟି ୱିକେଟ ନେଇଥିଲେ । ଆଉ ଏହି 4ଟି ୱିକେଟ ପାଇଁ ଭାରତ ଜିତି ପାରିଛି । ଆମେ ଏଠାରେ କହୁଚୁ ମହମଦ ସାମୀ ଙ୍କ କଥା । ଗୋଟେ ପରେ ଗୋଟେ ମ୍ଯାଚରେ ସେ ଏମିତି ପ୍ରଦର୍ଶନ କରୁଛନ୍ତି ଯାହାକୁ ଦେଖି ସାରା ବିଶ୍ଵ ଚକିତ ହେଲାଣି ।

ସାମୀ ଙ୍କ ବୋଲିଙ୍ଗ ବର୍ତ୍ତମାନ ସବୁ ବ୍ୟାଟ୍ସମ୍ୟାନ ଙ୍କୁ ଚିନ୍ତାରେ ପକାଇଛନ୍ତି । ଏବେ ଯାଏଁ ଭାରତ ଗୋଟେ ବି ମ୍ଯାଚ ହାରି ନାହିଁ । ପଏଣ୍ଟ ଟେବଲ ର ଶୀର୍ଷ ରେ ରହିଛି ଭାରତ । ଗତ କାଲିର ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରିଥିଲା । ଲେ ଇଂଲଣ୍ଡ ବୋଲିଙ୍ଗ ଆଗରେ ଭାରତୀୟ ଟପ ବୋର୍ଡର ଫେଲ ମାରିଥିଲା । ବିରାଟ କୋହଲି ଆଉଟ ହେବା ପରେ ମ୍ଯାଚ ସମ୍ଭାଳିଥିଲେ ରୋହିତ ଶର୍ମା ।

ଏ ରାହୁଲଙ୍କ ସହ ମିଶି 51 ରନର ପାର୍ଟନରସିପ କରିଥିଲେ । ଏହା ପରେ ଗୋଟେ ପରେ ଗୋଟେ ୱିକେଟ ହରାଇଥିଲା ଭାରତ । ଆଇସିସିସିରେ ନିର୍ଧାରିତ 50 ଓଭରରେ 29 ରନ କରିଥିଲା ଭାରତ । ରୋହିତ ଶର୍ମା ସରବଧିକ 87 ରନ କରିଥିଲେ । ଏହା ପରେ ଇଙ୍ଗଲାଣ୍ଡ ମଇଦାନ କୁ ଓଲହାଇଥିଲା । ଆଉ ତାପରେ ସାମୀ ଙ୍କ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସମୟ ଏମିତି ବୋଲିଙ୍ଗ କରିଥିଲେ ଯାହାକୁ ନେଇ ଚିନ୍ତାରେ ପଡି ଯାଇଥିଲା ଇଂଲଣ୍ଡ ।

ଉଭୟଙ୍କ ବୋଲିଙ୍ଗରେ ବ୍ୟାଟିଂ ବିପର୍ଯ୍ୟୟ ର ସାମ୍ନା କରିଥିଲା ଇଂଲଣ୍ଡ । ସାମୀ ଅଷ୍ଟମ ଓଭର ରେ ଶେଷ ୱିକେଟ ନେଇଥିଲେ । ଏହା ପରେ ଦଶମ ଓଭର ରେ ସେ ୱିକେଟ ନେଇଥିଲେ । ସାମିଙ୍କ ଏଭଳି ବୋଲିଙ୍ଗ ଦେଖି ଇଂଲଣ୍ଡ ଚିନ୍ତାରେ ପଡି ଯାଇଥିଲା । ଶେଷରେ ଗୋଟେ ପରେ ଗୋଟେ ୱିକେଟ ହରାଇ ଇଂଲଣ୍ଡ 129 ରନ ରେ ଅଲ ଆଉଟ ହୋଇ ଯାଇଥିଲା ।

ମହମଦ ସାମୀ 4ଟି ଓ ଜସବନ୍ତ ବୁମରା 3ଟି ୱିକେଟ ନେଇଥିଲେ । ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ ସାମୀ ଙ୍କ ବୋଲିଙ୍ଗ ଦଳ ପାଇଁ ସଫଳତା ଆଣି ଦେଇଥିଲା । ସାମୀ 10 ଓଭର ବୋଲିଙ୍ଗ କରି 54 ରନ ନେଇ 5ଟି ସଫଳତା ହାସଲ କରିଥିଲେ । ଆଉ ଏଥିପାଇଁ ତାଙ୍କୁ ମ୍ଯାଚ ଅଫ ଦି ମ୍ୟାନ ବିବେଚନା କରାଯାଇଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।