କଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ? କିଛି ଜଣା ଅଜଣା ପ୍ରଶ୍ନମାଳା… ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ ଶିକ୍ଷାର ଭୂମିକା ବହୁତ ଉନ୍ନତ ଅଟେ । ଶିକ୍ଷାକ୍ଷେତ୍ରରରେ ଅର୍ଜନ କରାଯାଇଥିବା ଜ୍ଞାନ ସବୁକ୍ଷେତ୍ରରରେ ବିନିଯୋଗ କରିଥାଉ । ଆଜି ଆମେ ଆପଣଙ୍କ ପାଇ ନେଇ ଆସୁଛି ଶିକ୍ଷାସ୍ତର ସହ ସମ୍ପର୍କିତ ପ୍ରଶ୍ନଉତ୍ତରମାଳା । ଏହାକୁ ଆପଣ ବ୍ୟାପାର ,ବାଣିଜ୍ୟ ଓ ରାଜନୈତିଜ କ୍ଷେତ୍ରରରେ ଉପଯୋଗ କରିପାରିବେ ।

ଏହା ବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ତାଙ୍କ ପରୀକ୍ଷାରେ ଏହା ସହାୟକ ହୋଇଥାଏ । ତେବେ ଆଜି ଆମେ ମଜାଦାର କୁଇସ୍ ପ୍ରତିଯୋଗୀତା ନେଇଆସିଛୁ ଯଦି ଆପଣ ଉତ୍ତର ଜାଣନ୍ତି ତେବେ ଆମକୁ କମେଣ୍ଟ କରନ୍ତୁ ଏବଂ ଏହାକୁ ଆନନ୍ଦ ସହକାରେ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ ।

1- ଇଂରେଜ ମାନେ ଓଡିଶା କେବେ ଅଧିକାର କଲେ ?

ଉତ୍ତର : ଇଂରେଜ ମାନେ ୧୮୦୩ ମସିହାରେ ଓଡିଶାକୁ ଅଧିକାର କରିଥିଲେ ।

2 – କଟକ ଠାରେ ଥିବା ଯୋବ୍ରା ଆନିକଟ ପାଖରୁ ବାହାରି ଥିବା ପ୍ରଧାନ କେନାଲର ନାମ କଣ ?

ଉତ୍ତର : କଟକ ଯୋବ୍ରା ଆନିକଟ ପାଖରୁ ବାହାରି ଥିବା ପ୍ରଧାନ କେନାଲ ନାମ ହେଉଛି ତାଳ ଦଣ୍ଡା କେନାଲ ।

3- ଓଡିଶାର ପ୍ରଥମ ଜ୍ୟୋତିବିଦ କିଏ ଥିଲେ ?

ଉତ୍ତର : ଓଡିଶାର ପ୍ରଥମ ଜ୍ୟୋତିବିର୍ଦ ସାମନ୍ତ ଚନ୍ଦ୍ରଶେଖର ସିଂହ ।

4- ଓଡିଶାର ପ୍ରଥମ ଏୟାର ମର୍ଶାଲ କିଏ ଥିଲେ ?

ଉତ୍ତର : ଓଡିଶାର ପ୍ରଥମ ଏୟାର ମର୍ଶାଲଙ୍କ ନାମ ହେଲା ଶ୍ରୀ ସରୋଜ ଜେନା ।

5- ଓଡିଶାର କାଶ୍ମୀର ବୋଲି କାହାକୁ କୁହାଯାଏ ?

ଉତ୍ତର :  ଓଡିଶାର କାଶ୍ମୀର ବୋଲି ଦାରିଙ୍ଗବାଡି କୁ କୁହାଯାଇଥାଏ ।

 

 

6- ପାଞ୍ଚ ବାର୍ଷିକ ଯୋଜନା କେବେଠାରୁ ଆରମ୍ଭ ହୋଇଥିଲା ?

ଉତ୍ତର : 1951 ମସିହା ଠାରୁ ପାଞ୍ଚ ବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା ।

7- ପ୍ରଥମ ଥର ପାଇଁ କେବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ?

ଉତ୍ତର : 1911 ମସିହାରେ ପ୍ରଥମ ଥର ଜାତୀୟ ସଙ୍ଗୀତ ଗାନ କରାଗଲା ।

8- ଭାରତର ସ୍ଵାଧୀନତା ସଂଗ୍ରାମୀର ପ୍ରତିଷ୍ଟାତା କିଏ ?

ଉତ୍ତର : ରାସବିହାରୀ ବୋଷ ହେଉଛନ୍ତି ଭାରତ ସ୍ଵାଧୀନତା ସଂଗ୍ରାମୀର ପ୍ରତିଷ୍ଟତା ।

9- ଲଗାତାର ତିନିଥର ବଜେଟ ଆଗତ କରିଥିବା ପ୍ରଥମ ମହିଳା ମନ୍ତ୍ରୀ କିଏ ?

ଉତ୍ତର :  ଲଗାତାର ତିନିଥର ବଜେଟ ଆଗତ କରିଥିବା ପ୍ରଥମ ମହିଳା ମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମନ ।

10 –  କଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ?

ଉତ୍ତର : ପିଆଜ ଖାଇଲେ କିଡନୀ ସୁସ୍ଥ ରହିଥାଏ ।

ଆପଣମାନଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗେ ତେବେ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।