ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି ଚମତ୍କାରୀ ଫୁଲ, 24 ଘଣ୍ଟାରେ ହେବ ଧନରବର୍ଷା… ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଶ୍ରାବଣମାସରେ ଘରକୁ ଆଣନ୍ତୁ ଏହି ଚମତ୍କାରୀ ଫୁଲ , କେବଳ 24 ଘଣ୍ଟାରେ ଧନରବର୍ଷା ହେବ । ବନ୍ଧୁଗଣ ଏହି ପ୍ରାକୃତିର ସବୁଠାରୁ ସୁନ୍ଦର ବିଷୟ ହେଉଛି ଫୁଲ ଯାହାକୁ ଆମେ ପୂଜା କରିବାରେ ବ୍ୟବହାର କରିଥାଉ। ଭଗବାନ ତାହାର ନିର୍ମାଣ ବିଶେଷ କାର୍ଯ୍ୟ ପାଇଁ କରିଥିଲେ । ଶାସ୍ତ୍ର ଅନୁସାରେ ବିନା ଫୁଲରେ ପୂଜା କରିବା ଅସମ୍ଭବ ହୋଇଥାଏ । ତେବେ ମୁଁ ଆଜି ଆପଣଙ୍କୁ ଏକ ଚମତ୍କାରୀ ଫୁଲ ବିଷୟରେ କହିବି ଆପଣ ଦେଖିପାରୂଥିବେ ଏହି ଫୁଲକୁ ।

ଏହାକୁ ଆମେ ମନ୍ଦର ଫୁଲ କହିଥାଉ ଏହା ତିନିପ୍ରକାରର ହୋଇଥାଏ ତହି ମଧ୍ୟରୁ ଏହାକୁ ଆମେ ଧଳା ମନ୍ଦାର ବୋଲି କହୁ । ଏହା ମାତା ପାର୍ବତୀଙ୍କ ଠାରୁ ଜାତ ହୋଇଥାଏ ଏବଂ କୁହାଯାଏ ମାତା ପାର୍ବତୀକୁ ଲାଲ ରଙ୍ଗର ମନ୍ଦାର ଦେଇ ପୂଜା କରିବା ଦ୍ଵାରା ଆପଣଙ୍କ ସମସ୍ତ ମନକାମନା ପୂରଣ ହୋଇଥାଏ । ତେବେ ଆଜି ଆମେ ଜାଣିବା ଧଳା ମନ୍ଦାରର ଚମତ୍କାରୀ ଓ ଦୁର୍ଲଭ ଉପାୟ ସମ୍ବନ୍ଧରେ ।

ପବିତ୍ର ଶ୍ରାବଣ ଷୋମବାର ଦିନ ପାଞ୍ଚଟି ଧଳା ମନ୍ଦାର  ଭଗବାନ ଭୋଳାନାଥଙ୍କୁ ଚଢାଇବା ଦ୍ଵାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଅଧୁରା ଇଛା ମଧ୍ୟ ସଫଳ ହୁଏ । ଧଳା ମନ୍ଦାର କୁ ଶାନ୍ତି ପ୍ରତୀକ ମାନା ଯାଇଥାଏ ତେଣୁ ଯଦି ଆପଣଙ୍କ ଘରେ କଳି ,ଝଗଡା ଓ ଶାନ୍ତି ପରିଲକ୍ଷିତ ହୋଇଥାଏ । ତେବେ ଏହି ମାସରେ ପାଞ୍ଚଟି ଧଳା ମନ୍ଦାର ଭଗବାନ ଭୋଳନାଥକୁ ନିଶ୍ଚୟ ଅର୍ପଣ କରନ୍ତୁ ।

ଦେଖିବେ ଏହା ଦ୍ଵାରା ଆପଣଙ୍କ ଘରକୁ ଶାନ୍ତି ଓ ସମାଧାନ ଆସିଥାଏ ଏବଂ ଘର ସଦସ୍ୟମାନଙ୍କ ଭିତରେ ପ୍ରେମର ଭାବ ଜାଗୃତ ହୋଇଥାଏ । ଧଳା ମନ୍ଦାରରେ ଅତର ଲଗାଇ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ଵାରା ଘରେ ଧନ,ଦୌଲାତର ଅଭିବୃଦ୍ଧି ହୋଇଥାଏ ।  ଶ୍ରାବଣମାସରେ ମନ୍ଦିର ଗଛ ମୂଳରେ ଜଳ ଢାଳିବା ଦ୍ଵାରା ମାତା ପାର୍ବତୀଙ୍କ କୃପା ଶୀଘ୍ର ପ୍ରାପ୍ତ ହୁଏ ।

ଧଳା ମନ୍ଦାରର ଚେରକୁ ଆଣି ତାହାକୁ ଗଙ୍ଗା ଜଳରେ ଧୋଇ ଲାଲୀ ରଙ୍ଗର କପଡା ବାନ୍ଧି ଆପଣଙ୍କ ଘରର ଆଲମୀରାରେ ରଖିବା ଦ୍ଵାରା ଧନର ବର୍ଷା ହୋଇଥାଏ । ଯଦି ଆପଣଙ୍କ ଘରେ ଧନର ସମସ୍ୟା ରହିଥାଏ ତେବେ ଆପଣ ଏହାକୁ ନିଶ୍ଚୟ କରିକି ଦେଖନ୍ତୁ । ଯେଉଁ ଘରେ ଧଳା ମନ୍ଦାର ଗଛ ଥାଏ ସେ ଘରେ ଥିବା ନାକାରାତ୍ମକ ଶକ୍ତି ଲୁପ୍ତ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର  ଅନୁସାରେ ଧଳା ମନ୍ଦାର ଗଛର ଚେରକୁ ତାବିଜରେ ପୁରାଇ ଗଳା ପିନ୍ଧିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଥାଏ । ଏହାର ଚେରକୁ ଘରର ଦୁଆର ମୁହରେ ବାନ୍ଧିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଇଥାନ୍ତି । ତେବେ ଆପଣ ଏହି ଶ୍ରାବଣମାସରେ  ଚମତ୍କାରୀ ଫୁଲର ଉପାୟକୁ ନିଶ୍ଚୟ କରିକି ଦେଖନ୍ତୁ  ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାରର ଦୁଃଖ,ଅସୁବିଧା , ଧନଜନିତ ସମସ୍ୟା ଦୂର ହୋଇ ଘରେ ଧନର ବୃଷ୍ଟି ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପୋଷ୍ଟକୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।