ରେଳ ଧାରଣାରେ ସ୍ୱାମୀ ସ୍ତ୍ରୀ, ହେଲେ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ…

ନମସ୍କାର ବନ୍ଧୁଗଣ । ଦିନକୁ ଦିନ ରେଳ ଦୁର୍ଘଟଣା ବଢିବାରେ ଲାଗିଛି । ବାହାନଗା ଦୁର୍ଘଟଣା ପରେ ପ୍ରାୟତଃ ରେଳ ଦୁର୍ଘଟଣା ଘଟିବାରେ ଲାଗିଛି । ଯାହା ପାଇଁ ଯାତ୍ରୀ ମାନେ ରେଳ ରେ ଯାତ୍ରା କରିବାକୁ ମଧ୍ୟ ଭୟ କରୁଛନ୍ତି । କିନ୍ତୁ ରେଳ ଧାରଣା ଆଗରେ ନିଜର ଜୀବନ ହାରିବା ଭଳି ଘଟଣା ଏବେ ସାମ୍ନା କୁ ଆସିଛି । ଏମିତି ଏକ ଘଟଣା କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହେଉଛି । କାରଣ ରେଳ ଧାରଣା ଆଗରେ ନିଜର ଜୀବନ ହାରି ଦେଇଛନ୍ତି ସ୍ଵାମୀ ସ୍ତ୍ରୀ ।

ଯାହା ପାଇଁ ଏବେ ସମସ୍ତେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା କରୁଛନ୍ତି । ରେଳ ଧାରଣ ରେ ସ୍ଵାମୀ ସ୍ତ୍ରୀ ମିଳିଛନ୍ତି ସତ କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ମିଳିଛନ୍ତି । ଏମିତି କିଛି ଦୁହେଁ କରି ଦେଇଛନ୍ତି ଯାହା ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଆସ ଖୁସି ର ସଂସାର ଏବେ ସବୁ ଦିନ ପାଇଁ ରେଳ ଧାରଣା ତଳେ ଥମି ଯାଇଛି ।

ସାତ ଜନ୍ମର ସାଥି କିଛି ସମୟର ଦାଗ ପାଇଁ ଦୁହେଁ ପରସ୍ପର କୁ ଛାଡି ଆରପାରି କୁ ଚାଲି ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ସ୍ଵାମୀ ସ୍ତ୍ରୀ ରେଳ ଧାରଣାରେ ନିଜର ଜୀବନ ହାରିଛନ୍ତି । ସବୁ କିଛି ରାଗରେ ରାଗରେ କରି ପକାଇଛନ୍ତି ଉଭୟ । ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଭୋମିଖାଲ ରେଳ ଧାରଣାରେ । ଜୀବନ ଯେବେ ଅଶାନ୍ତ ହୋଇ ପଡେ ସେତେବେଳେ ରେଳ ଧାରଣା ହିଁ ଶେଷ ରାସ୍ତା ହୋଇ ପଡେ ।

ଠିକ ଯେମିତି ଏହି ଦମ୍ପତି ଙ୍କ କ୍ଷେତ୍ର ରେ ହୋଇଛି । ରେଳ ଧାରଣା ରେ ପଡିଛି ସ୍ଵାମୀ ସ୍ତ୍ରୀ ଙ୍କ ମୃତ ଦେହ । ସୂଚନା ଅନୁଯାୟୀ ମୃତ ଦମ୍ପତି ଙ୍କ ଘର କଟକ ଜିଲ୍ଲା ରେ ହୋଇଥିବା ବେଳେ ଭୁବନେଶ୍ଵର ଶାନ୍ତି ପଲ୍ଲୀ ରେ ଦିନ ମଜୁରିଆ ଭାବେ କାମ କରନ୍ତି । ଏବେ ଗତ କାଲି ରାତି ରେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଆଉ ଯାହା ପରେ ରାଗ ତମ ତମ ହୋଇ ଦୁଇ ଜଣ ଯାକ ରେଳ ଧାରଣା ଆଗକୁ ଆସି ଯାଇଥିଲେ ।

ଯାହା ପରେ ଏମିତି କିଛି ହୋଇ ଯାଇଛି । ସେପଟେ ସକାଳୁ ସକାଳୁ ସ୍ଥାନୀୟ ଲୋକେ ଉଭଯଙ୍କର ମୃତ ଦେହ ରେଳ ଟ୍ରାକ ରେ ପଡିଥିବା ଦେଖିବାକୁ ପାଇଲେ । ତେବେ ଏହି ଘଟଣାକୁ ନେଇ ରେଳବାହୀ ପୋଲିସ ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।