Astrology- କାଲି ଠାରୁ ଶେଷ ହେବ ଶନିଙ୍କ ସାଢେସାତୀ, ଏହି 5 ଟି ରାଶିଙ୍କୁ ମିଳିବ ଜୀବନର ସମସ୍ତ ଖୁସି !

ହିନ୍ଦୁ ଧର୍ମର ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । କୁହାଯାଏ କି ବ୍ୟକ୍ତିର ଜୀବନରେ ଯାହା ଭଲ ଓ ଖରାପ ହୋଇଥାଏ ତାହା ଶନିଦେବଙ୍କ କାରଣରୁ ହୋଇଥାଏ । ସେଥିପାଇଁ ପ୍ରାୟତଃ ଦେଖା ଯାଇଛି କେତେ ଥର କିଛି କଷ୍ଟ କାମ କିଛି ସମୟ ମଧ୍ୟରେ ହୋଇଯାଏ ତ କେତେ ଥର କିଛି ସହଜ କାମ ବି ହୋଇ ପାରି ନ ଥାଏ । ଯଦି ଆପଣଙ୍କ ରାଶିରେ ଶନି ୧୨ ଭାଗରେ ଗୋଚର କରୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ରାଶିରେ ଶନିଦେବ ସାଢେସାତୀ ଚାଲୁଛି ।

ଯେତେବେଳେ ଶନି ଚନ୍ଦ୍ରର ଦ୍ଵିତୀୟ ଭାଗରୁ ଚାଲି ଯାଆନ୍ତି ତେବେ ସାଢେସାତୀ ଶେଷ ହୋଇଯାଏ । ସେହି ସମୟରେ ଲୋକମାନଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଥାଏ । ଶନିଦେବଙ୍କ ସାଢେସାତୀରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଉପାୟ କୁହାଯାଇଛି । କହିଦେଉଛୁ କି ଗତକାଲି ସକାଳୁ ଶନିଦେବ ଅସ୍ତ ହେଉଛନ୍ତି । ଶନିଦେବ ଅସ୍ତ ହେବା କାରଣରୁ କାଲି ସକାଳୁ ହିଁ କିଛି ବିଶେଷ ରାଶିଙ୍କ ଉପରୁ ଶନିଦେବଙ୍କ ସାଢେସାତୀ ଦୋଷ ସମାପ୍ତ ହେବାକୁ ଯାଉଛି । ଚାଳନ୍ତୁ ସେହି ରାଶିଙ୍କ ବିଷୟରେ ଜାଣିବା ।

ବୃଷ ରାଶି

ବୃଷ ରାଶିର ସାଢେସାତୀ ପ୍ରଭାବ ସମାପ୍ତ ହୋଇ ସାରିଛି । ସେଥିପାଇଁ ଏହି ଲୋକମାନଙ୍କୁ ଲାଭ ମିଳିବାର ଯୋଗ ଅଛି । ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ । ଘର ପରିବାରରେ ବି ଖୁସିର ବାତାବରଣ ରହିବ ।

ମିଥୁନ ରାଶି

ଶନିଦେବଙ୍କ ଏହି ଗୋଚର ଆପଣଙ୍କ ପାଇଁ ଶୁଭ ପରିଣାମ ଆଣିବ । ଆପଣଙ୍କ କାର୍ଯ୍ୟ ସୂଚାରୁ ରୂପରେ ଚାଲିବ । ଏହି ସମୟରେ ଆପଣ କୌଣସି ନୂଆ କାର୍ଯ୍ୟ କରିବା ବିଷୟରେ ବି ଚିନ୍ତା କରି ପାରିବେ । ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ରହିବ । ପାରିବାରିକ ଜୀବନ ବି ଆପଣଙ୍କ ପାଇଁ ଭଲ ରହିବ । କିନ୍ତୁ କୌଣସି ବି ବଡ ନିଷ୍ପତି ନେବା ସମୟରେ ଆପଣ ଅଳ୍ପ ସମୟ ଚିନ୍ତା କରନ୍ତୁ ।

ମେଷ ରାଶି

ମେଷ ରାଶିର ଲୋକମାନଙ୍କୁ ଏହି ସମୟରେ ବ୍ୟାପାରରେ ଲାଭ ମିଳିବ । ଧନ ସଞ୍ଚୟ କରିବାରେ ଆପଣ ସଫଳ ହେବେ । ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଲାଭ ମିଳିବ ।

ତୁଳା ରାଶି

ତୁଳା ରାଶିଙ୍କ ପାଇଁ ଶନିଦେବଙ୍କ ଅସ୍ତ ଲାଭଦାୟକ ହେବ । ଚାକିରିରେ ଉନ୍ନତି କରି ପାରନ୍ତି । ଅଧିକାରୀଙ୍କ ସହ ଆପଣଙ୍କ ଭଲ ସମ୍ବନ୍ଧ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମନ ସମ୍ମାନ ବଢିବ ।

ଧନୁ ରାଶି

ଏହି ରାଶି ଉପରେ ଶନିଦେବଙ୍କ ସାଢେସାତୀର ପ୍ରଭାବ ଅଛି । କିନ୍ତୁ ଏହି ପ୍ରଭାବ ସମାପ୍ତ ହୋଇଯିବ । ଭାଇ ଭଉଣୀଙ୍କ ଠାରୁ ଉପକାର ମିଳିବ । ଆତ୍ମ ବିଶ୍ଵାସ ବୁଦ୍ଧି ହେବ । ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ସେଥିରେ ବି ସଫଳତା ମିଳିବ ।