କାଲି ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି, କରନ୍ତୁ ଏହି ୨ ଟି ସହଜ ରାମବାଣ ଉପାୟ, ସବୁ ଦୁଃଖ କଷ୍ଟରୁ ମିଳିବ ମୁକ୍ତି- Vastu Tips

ବନ୍ଧୁଗଣ, ଆସନ୍ତା କାଲି ମହା-ବିଷୁଭ ସଙ୍କରାନ୍ତି ପାଳନ କରାଯିବ। ବନ୍ଧୁଗଣ ଏହାକୁ ଓଡିଆ ଜାତିର ପାରମ୍ପାରିକ ନବବର୍ଷ ବୋଲି କୁହାଯାଏ । ବନ୍ଧୁଗଣ ଆପଣ ସମସ୍ତଙ୍କୁ ଆମ୍ଭ ମାନଙ୍କ ତରଫରୁ ଓଡିଆ ନବବର୍ଷ ର ଅନେକ ଅନେକ ଶୁଭେଛା ଏବଂ ଅଭିନନ୍ଦନ । ଭଗବାନ ଙ୍କ ଆଶୀର୍ବାଦରୁ ଆପଣ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ ହେଉ । ବନ୍ଧୁଗଣ ହିନ୍ଦୁ ନବବର୍ଷ ରେ ପଣା ସଙ୍କରାନ୍ତି କୁ ବହୁତ ମହତ୍ଵ ଦିଆ ଯାଇଅଛି । ବନ୍ଧୁଗଣ ସୂର୍ଯ୍ୟ ଯେଉଁ ସମୟରେ ଉଦୟ ହୋଇଥିଲେ, ସେହି ସମୟରେ ହନୁମାନ ଜନ୍ମ ଗ୍ରହଣ କରିଥିଲେ ।

ପ୍ରଭୁ ହନୁମାନଙ୍କର କୌଣସି ପଟ୍ଟାନ୍ତର ନାହିଁ । ସଙ୍କଟ ମୋଚନ ହନୁମାନ ଙ୍କୁ ପ୍ରଭୁ ରାମଚନ୍ଦ୍ର କହିଥିଲେ ଯେ ,ହନୁମାନ ମୁଁ ପୃଥିବୀ ଲୋକ କୁ ଆସିଲି ଏବଂ ଗଲି, ମାତ୍ର ମୋ ଠାରୁ ଅଧିକ ତୁମ୍ଭେ ପରିଭ୍ରମଣ କରିଥାଅ । ବନ୍ଧୁଗଣ ରାମ ହେଉଛନ୍ତି ନର ଏବଂ ହନୁମାନ ହେଉଛନ୍ତି ବାନର ।

ବନ୍ଧୁଗଣ ବିଶୁଭ ସଙ୍କରାନ୍ତି କୁ ପବିତ୍ର ହନୁମାନ ଜୟନ୍ତୀ ମଧ୍ୟ କୁହା ଯାଇଥାଏ । ଏହି ପବିତ୍ର ପଣା ସଙ୍କରନ୍ତି ରେ କରନ୍ତୁ ହନୁମାନଙ୍କର ଏହି ୨ ଟି ରାମବାଣ ଉପାୟ । ଏହି ଉପାୟଟିକୁ କରିବା ଦ୍ଵାରା ଆପଣଙ୍କର ସାମସ୍ତ ଦୁଖ କଷ୍ଟ ର ଅବସାନ ଘଟିବା ସହିତ ଆପଣଙ୍କୁ ବହୁତ ଆନନ୍ଦ ପ୍ରାପ୍ତି ହେବ । ଆସନ୍ତୁ ଏବେ ଜାଣିବା ସେହି ଉପାୟମାନ କଣ ଅଟେ ?

୧- ବନ୍ଧୁଗଣ ପଣାସଙ୍କରାନ୍ତି ଦିନ ପ୍ରାତଃ ସମୟରୁ ଶୀଘ୍ର ଉଠି ସ୍ନାନ ସାରି, ଠାକୁରଙ୍କ ପାଖକୁ ଯାଇ ହନୁମାନଙ୍କ ପାଖରେ ଗୋଟିଏ ତେଲ ଦୀପ ଜାଳି  ଏବଂ ୨ ଟି ଧୂପକାଠି ଲଗାଇ ପ୍ରଭୁ ହନୁମାନଙ୍କର ପୂଜା କରି ନିଅନ୍ତୁ । ଏହାପରେ ଶ୍ରୀ ହନୁମାନ ଚାଳିଶା ପାଠ କରି ନିଅନ୍ତୁ । ସର୍ବ ଶେଷରେ ପ୍ରଭୁଙ୍କର ଆଳତି କରିନେବେ । ଏହାପରେ ହନୁମାନଙ୍କ ନିକଟରେ ଯେଉଁ ଧୂପକାଠି ଟି ଜଳାଇଥିବେ ତାହାର ପାଉଁଶ କୁ ଆଣି ନିଜ ବେକ ତଥା ମୁଣ୍ଡରେ ଲଗାନ୍ତୁ ।

ଏହାପରେ ଧନ ସମ୍ବନ୍ଧିତ ଯେ କୌଣସି କାମ ଆପଣ କରୁଛନ୍ତି ସେହି କାମକୁ ମନ ଲଗାଇ କରିନେବେ । ଏଭଳି କରିବା ଦ୍ଵାରା ଆପଣଙ୍କୁ ସୌଭାଗ୍ଯ ପ୍ରାପ୍ତି ହେବା ସହିତ ଆପଣଙ୍କ ଶତ୍ରୁ ଙ୍କର ଖରାପ ନଜର ଆପଣଙ୍କ ଉପରେ ଆଦୌ ପଡି ନଥାଏ ।

୨-  ବନ୍ଧୁଗଣ ଏହିଦିନ ଶୀଘ୍ର ସ୍ନାନ ସାରି, କୌଣସି ଏକ ଓସ୍ତ ଗଛ ନିକଟକୁ ଯାଇ ସେଠାରୁ ଏକ ପତ୍ର ଆଣନ୍ତୁ ଧ୍ୟାନ ରଖିବବେ ଯେ ସେହି ପତ୍ରଟି ସଂପୂର୍ଣ୍ଣ ସବୁଜ ରଙ୍ଗର ହୋଇଥିବ । ଶୁଖିଲା ଅଥବା ଫଟା କିମ୍ବା ପାଚି ଯାଇଥିବା ପତ୍ରକୁ ଆଦୌ ନିଅନ୍ତୁ ନାହିଁ । ଆପଣ ଏକ ସୁନ୍ଦର ପତ୍ର ନିଅନ୍ତୁ । ଏହାପରେ ସେହି ଓସ୍ତ ପତ୍ରଟିକୁ ଧୋଇ ପ୍ରଭୁ ହନୁମାନଙ୍କ ସମୁଖରେ ରଖି ଦିଅନ୍ତୁ । ଏହାପରେ ଆପଣ ସେହି ଓସ୍ତ ପତ୍ର ଉପରେ ୧ ଟଙ୍କା ରଖି ଦିଅନ୍ତୁ । ଏହାପରେ ଗୋଟିଏ ଧୂପକାଠି, ଅଳ୍ପ ମାତ୍ରାରେ ହଳଦୀ ଗୁଣ୍ଡ, ଏବଂ କିଛି ସିନ୍ଦୁର ନେଇ ସେ ସବୁକୁ ମିଶାଇ ଗୋଟିଏ ଚନ୍ଦନ ଲେପ ପ୍ରସ୍ତୁତ କରିନେବେ ।

ଏହାପରେ ସେହି ମିଶ୍ରଣକୁ ପାତ୍ର ଉପରେ ରଖିଥିବା ୧ ଟଙ୍କା ଉପରେ ଓମ ର ଚିହ୍ନ ବନାଇ ନେବେ । ଏହାପରେ ଭଗବାନ ହନୁମାନଙ୍କ ଆଳତି ଏହି ଓସ୍ତ ପତ୍ର ଉପରେ କରନ୍ତୁ । ଶେଷରେ ପୂଜା କରିଥିବା ୧ ଟଙ୍କା କୁ ନିଜ ଘରେ ଟଙ୍କାପଇସା ରଖିଥିବା ଜାଗାରେ ରଖନ୍ତୁ । ଆପଣ ଏହି ଉପାୟମାନ କରିଲେ ଆପଣଙ୍କ ଘରକୁ ପ୍ରଚୁର ଧନର ଆଗମନ ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ