ପୁଅ ମାନଙ୍କ ହୃଦୟରେ ରାଜ କରନ୍ତି ଏହି 5 ଟି ନାମର ଝିଅ- Jyotish Shastra

ପ୍ରତେକ ମଣିଷ ଜୀବନରେ କେହି ନା କେହି ଜୀବନ ସାଥି ରହିଥାଏ । ଯିଏ କି ଜୀବନର ସୁଖ ଦୁଖରେ ସାତ ଦେଇଥାଏ । ସାତ ଜନ୍ମ ପାଇଁ ଦୁହେ ପରସ୍ପର ସହ ରହିବାକୁ ନିଷ୍ପତି ନେଇଥାନ୍ତି । ପ୍ରତେକ ପୁଅ ଜୀବନରେ କେହି ନା କେହି ଲାଇଫ ପାର୍ଟନର ରହିଥାନ୍ତି । ସେମାନେ ନିଜ ଜୀବନ ସାଥି ନିଜେ ବାଛିଥାନ୍ତି । କିନ୍ତୁ ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁ ନିଜ ସୁନ୍ଦରତା ଓ ଭଲ ଗୁଣ ପାଇଁ ପୁଅ ମାନଙ୍କର ଜୀବନରେ ରାଜ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜର ଭଲ ସ୍ଵଭାବ ପାଇଁ ପୁଅ ମାନଙ୍କ ଜୀବନରେ ଖୁସି ଆଣିଦେଇ ପାରନ୍ତି ।

୧- “C” ନାମର ଝିଅମାନେ : ଏହି ନାମର ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ବହୁତ ନମ୍ର ହୋଇଥାଏ । ଏହିଭଳି ଝିଅ ମାନେ ସମସ୍ତଙ୍କୁ ମଧୁର ବଚନ କହିଥାନ୍ତି । ଏମାନେ ନିଜ ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥିଙ୍କର ଛୋଟ ବଡ କଥାକୁ ଅଧିକ ଧ୍ୟାନ ଦେଇଥାନ୍ତି । ତାଙ୍କର ଏହି ଗୁଣ ପାଇଁ ପୁଅମାନେ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି ।

୨- “K” ନାମର ଝିଅମାନେ : ଏହି ନାମର ଝିଅମାନେ ନିଜ ଜୀବନ ସାଥୀଙ୍କୁ ବହୁ ଭଲ ପାଆନ୍ତି । ଏମାନଙ୍କର ବୁଦ୍ଧି  ଅଧିକ ତେଜ ହୋଇଥାଏ ଓ ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ପରିବାର ଲୋକକ ସାଥିରେ ତାଲା ମିଶାଇ ଚାଲିଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ପୁଅ ମାନେ ତାଙ୍କର ଦିୱାନା ହୋଇଥାନ୍ତି ।

୩-“N” ନାମର ଝିଅମାନେ : ଏହି ନାମର ଝିଅମାନଙ୍କର ପର୍ଶନାଲିଟି ବହୁତ ଚାରିମିଙ୍ଗ ହୋଇଥିବାରୁ ଏମାନେ ନିଜ ସାଥିଙ୍କ ସହ ଭଲ ସମ୍ପର୍କ ନିଭାଇଥାନ୍ତି । ଏମାନଙ୍କର ଏହି ଭଲ ଗୁଣ ପାଇଁ ପୁଅମାନେ ବିବାହ କରିବାକୁ ଆଗ୍ରହୀ ହୋଇଥାନ୍ତି ।

୪-“R” ନାମର ଝିଅମାନେ : ଏହି ନାମର ଝିଅମାନଙ୍କର ଷ୍ଟାଇଲ ଏମାନଙ୍କର ପାୱାର ହୋଇଥାଏ । ଏହିଭଳି ଝିଅମାନଙ୍କର ଡ୍ରେସ ପିନ୍ଧିବାର ଷ୍ଟାଇଲ, କଥା ହେବାର ଶୈଳୀ, ଅନ୍ୟକୁ ବ୍ୟବହାର କରିବାର ତରିକା ପାଇଁ ଏମାନେ ଅନ୍ୟମାନଙ୍କ ଠାରୁ ବହୁତ ଆଗରେ ରହିଥାନ୍ତି । ଏହି ଝିଅମାନଙ୍କର ଜୀବନ ସାଥିମାନେ ତାଙ୍କର ଏହି ସ୍ଵଭାବ ପାଇଁ ନିଜକୁ ଧନ୍ଯ ମନେ କରିଥାନ୍ତି । ଏହି ସ୍ଵଭାବ ଥିବା ଝିଅମାନେ ନିଜ ପାର୍ଟନରକୁ ନିଜ ଲାଇଫରେ ରାଜା ଭାବେ ରଖିଥାନ୍ତି ।

୫- “V”ନାମର ଝିଅମାନେ : ଏହି ନାମର ଝିଅମାନେ ଅଧିକ ହସମୁଖ ପ୍ରକୂତିର ହୋଇଥାନ୍ତି । ଏମାନଙ୍କର କଥା କହିବାର ଅନ୍ଦାଜରେ ଲୋକମାନେ ପ୍ରଭାବିତ ହୋଇଥାନ୍ତି । ଏମାନେ ଯୋଉଠି ଥାନ୍ତି ସେଠିକାର ବାତାବରଣ ବହୁତ ଭଲ ରହିଥାଏ । ଏହି କାରଣ ପାଇଁ ପୁଅମାନେ ଏହି ସ୍ଵଭାବ ଥିବା ଝିଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ଓ ନିଜ ଜୀବନ ସାଥି ରୂପେ ପାଇ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ