କବାଟ ପାଖରେ ରଖୁଛନ୍ତି କି ଏହି 3 ଜିନିଷ ? ଭୁଲରେ ଏପରି କରନ୍ତୁ ନାହିଁ ନହେଲେ ଦରିଦ୍ରତା ଆପଣଙ୍କ ପିଛା ଛାଡିବନି (Vastu Tips)

ବନ୍ଧୁଗଣ ଶାସ୍ତ୍ର ରେ କୁହା ଯାଇଛି କି ଯଦି ଦେବୀ ଦେବତା ଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଘରର କବାଟ ଉପରେ ବିଶ୍ଵ ଧ୍ୟାନ ରଖିବା ସହ ପବିତ୍ରତା ରଖିବା ଉଚିତ । ଆମେ ଏଠାରେ କହି ରଖୁଛୁ କି ଘରର ମୁଖ୍ୟ ଦ୍ଵାରା ରେ ଦେବୀ କୃପା ଓ ପଜେଟିଭ ଊର୍ଜା ଘରକୁ ପରବେଶ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ଵାରା ରେ କୌଣସି ଜିନିଷ ରଖିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ ଏମିତି ୩ଟି ଜିନିଷ ବିଷୟରେ କହିବାକୁ ଯାହା କି ଘରର ମୁଖ୍ୟ ଦ୍ଵାରା ଆଗରେ ରଖିବା ଉଚିତ ନୁହେଁ । ଯାହା ଫଳରେ ଘରେ ସୁଖ ସମୃଦ୍ଧି ଲାଗି ରହିବ ।

୧- ଘରର ମୁଖ୍ୟ ଦ୍ଵାର ରେ ବା ମୁଖ୍ୟ ଦ୍ଵାର ଆଗରେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହି । ଏହି ଗଛ ରଖିବା ଦ୍ଵାରା ଘରୁ ପଜେଟିଭ ଊର୍ଜା ଚାଲି ଯାଇଥାଏ । ଏହା ଦ୍ଵାରା ଗୃହରେ ପରିବାର ସଦସ୍ୟ ଙ୍କ ମଧ୍ୟରେ କଳହ ହେବା ସହ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ ।

୨- ଘରର ମୁଖ୍ୟ ଦ୍ଵାର ଆଗରେ ଭଙ୍ଗା ପଲଙ୍କ, ଭଙ୍ଗା ଚେୟାର ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ଅସାନ୍ତି ର ବାତାବରଣ ରହିଥାଏ । କାରଣ ଭଙ୍ଗା ଜିନିଷ ଘର ପାଇଁ ଅଶୁଭ ହୋଇଥାଏ । ତେଣୁ ଘରେ ଯାହା ବି ଜିନିଷ ଭାଙ୍ଗି ଯାଇଛି ତାହାକୁ ତୁରନ୍ତ ଘରୁ ବାହାରକୁ ଫୋପାଡି ଦେବା ଉଚିତ ।

୨- ଘରର ମୁଖ ଦ୍ଵାର ପାଖରେ ଭଙ୍ଗା ବାସନ ରଖିବା ଉଚିତ ନୁହେଁ । କୁହାଯାଏ କି ଯଦି ଘରର ମୁଖ୍ୟ ଦ୍ଵାରା ଆଗରେ ଭଙ୍ଗା ବାସନ ରଖାଯାଏ ତେବେ ଦେବୀ ଦେବତା ଙ୍କ ମାନେ ଏହାକୁ ଦେଖି ଘରକୁ ପ୍ରବେଶ କରନ୍ତି ନାହି । ଏହା ଦ୍ଵାରା ଶନିଦେବ ମଧ୍ୟ କ୍ରୋଧିତ ହୋଇଥାନ୍ତି । ତେବେ ଏପରି ଭୂଲ କରନ୍ତୁ ନାହି । ତେଣୁ ଶନିଦେବ ଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଘର ଆଗରେ ଏମିତି ସବୁ ଜିନିଷ ରଖନ୍ତୁ ନାହି । ନଚେତ ଭାରି ପରିଣାମ ଭୋଗିବାକୁ ପଡିଥାଏ ।

ଘରର ମୁଖ୍ୟ ଦ୍ଵାର ହେଉଛି ଭଗବାନଙ୍କ ପ୍ରବେଶ କରିବାର ଦ୍ଵାର । ତେଣୁ ଏହି ସବୁ ଜିନିଷ ରହିବା ଦ୍ଵାର ଘରକୁ ଭଗବାନ ଙ୍କ ପ୍ରବେଶ ହେବ ନାହି କି ତାଙ୍କର କୃପା ମଧ୍ୟ ଲାଭ ହେବ ନାହି । ତେଣୁ ଆପଣ ମାନେ ବି ଏପରି ଭୁଲ କରୁଥିବେ ସତର୍କ ହୋଇ ଯାଆନ୍ତୁ । ଆଉ କିଛି ଭଲ ଜିନିଷ ମୁଖ୍ୟ ଦ୍ଵାର ଆଗରେ ରଖିବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।