ଆସନ୍ତା କାଲି ଠାରୁ ଶେଷ ହେବାକୁ ଯାଉଛି ଶନିଙ୍କ ସାଢେସାତୀ, ଏହି 6 ରାଶିଙ୍କୁ ମିଳିବ ଅପାର ଖୁସି, ଦେଖି ନିଅନ୍ତୁ ଆପଣଙ୍କ ରାଶି ବି ଥାଇପାରେ (astrology)

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ବ୍ୟକ୍ତି ଜୀବନରେ ହେଉଥିବା ସମସ୍ତ ଚଳ ଏବଂ ମନ୍ଦ କାର୍ଯ୍ୟ ଶନିଦେବଙ୍କ ଯୋଗୁଁ ହୁଏ ବୋଲି ମାନ୍ୟତା ରହିଛି । ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ଠିକ ଥିଲେ ବ୍ୟକ୍ତିଙ୍କ ଜୀବନ ହସଖୁସିରେ ବିତେ । କିନ୍ତୁ ଯଦି ଏହା ଠିକ ନଥାଏ ତେବେ ବ୍ୟକ୍ତିଙ୍କୁ ଅନେକ ପ୍ରକାର ଗମ୍ଭୀର ସମସ୍ୟାର ସାମନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଜ୍ଯୋତିଷ ଅନୁସାରେ ଆସନ୍ତା କାଲି ଠାରୁ କେଉଁ ରାଶିଙ୍କ ଉପରୁ ଶନିଦେବଙ୍କ ମନ୍ଦ ପ୍ରଭାବ ଶେଷ ହେବାକୁ ଯାଉଛି ଓ ଜୀବନ ଅପାର ଖୁସିରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ପ୍ରଥମରେ ହେଉଛି ମେଷ ରାଶି । ଆପଣଙ୍କ ଆର୍ଥିକ ସ୍ଥିତି ଠିକ ନଥିଲେ, ବର୍ତ୍ତମାନ ତାହା ଠିକ ହୋଇଯିବ । ଆୟ ଏବଂ ଧନ ଅର୍ଜନର ନୂଆ ରାସ୍ତା ଆପଣଙ୍କ ପାଇଁ ଖୋଲିଯିବ । ଏହି ସମୟରେ ଆପଣଙ୍କୁ ସନ୍ତାନଙ୍କ ସହ ଜଡିତ କୌଣସି ବଡ ଖୁସି ଖବର ମିଳିବ ।

ଦ୍ଵିତୀୟରେ ହେଉଛି ବୃଷ ରାଶି । ଶନିଦେବଙ୍କ କୃପାରୁ ଆପଣଙ୍କ ପରିବାରରେ ସୁଖଶାନ୍ତିର ମାହୋଲ ବନି ରହିବ ଓ ଆପଣଙ୍କ ସମସ୍ତ କ୍ଲେଶ ଦୂର ହେବ । ଆପଣଙ୍କ ଧନ କେଉଁଠି ଫସି ରହିଥିଲେ ତାହା ଆପଣ ଏବେ ନିଶ୍ଚୟ ଫେରି ପାଇବେ । ପ୍ରେମ ମାମଲାରେ ମଧ୍ୟ ଆପଣ ଖୁବ ଭାଗ୍ୟଶାଳୀ ରହିବେ । ଏହି ସମୟରେ ବିଦ୍ୟାର୍ଥୀଙ୍କୁ ମଧ୍ୟ ଅଳ୍ପ ପରିଶ୍ରମରେ ଭଲ ଫଳ ମିଳିବ ।

ତୃତୀୟରେ ହେଉଛି କନ୍ୟା ରାଶି । ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଏବେ ଭଗବାନ ଶନିଦେବା ହରଣ କରିବାକୁ ଯାଉଛନ୍ତି । ଶନିଦେବ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହେବାକୁ ଯାଉଛନ୍ତି । ତେଣୁ ଆପଣଙ୍କୁ ପ୍ରଚୁର ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି । ଆପଣଙ୍କ ଘରକୁ ଏବେ କେବଳ ଖୁସି ପ୍ରବେଶ କରିବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ସହ ଆପଣଙ୍କର ସମସ୍ତ ଇଚ୍ଛା ଏବେ ଶନିଦେବ ପୂର୍ଣ୍ଣ କରିବେ ।

ଚତୁର୍ଥରେ ହେଉଛି ମକର ରାଶି । ଶନିଦେବଙ୍କ କୃପାରୁ ଆପଣଙ୍କୁ ଯଥେଷ୍ଟ ଧନ ଲାଭ ହେବା ସହ ଆପଣ ନୂଆ ମିତ୍ର ମଧ୍ୟ ଲାଭ କରିବେ । ଏହି ସମୟରେ ଆପଣ ନୂଆ ଆଭୁଷଣ, ବାହନ ଓ ସମ୍ପତ୍ତି କ୍ରୟ କରିପାରନ୍ତି । କାରଣ ଆପଣଙ୍କ ଜୀବନର ଶୁଭ ଦିନ ଏବେ ଆରମ୍ଭ ହେବାକୁ ଯାଉଛି ।

ପଞ୍ଚମରେ ହେଉଛି ତୁଳା ରାଶି । ଆପଣଙ୍କ ପାଇଁ ଏହି ସଂଯୋଗ ଖୁବ ଶୁଭ ଫଳଦାୟକ ହେବା ସହ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି । ଘରେ ଚାଲିଥିବା ଅଶାନ୍ତିରୁ ଆପଣ ଏବେ ମୁକ୍ତି ପାଇବେ ଓ ପରିବାରରେ ସୁଖଶାନ୍ତିର ମାହୋଲ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ସହ ଆପଣ ଆର୍ଥିକ ଲାଭ ମଧ୍ୟ ପାଇବେ ।

ଷଷ୍ଠରେ ହେଉଛି କୁମ୍ଭ ରାଶି । ଶନିଦେବଙ୍କ କୃପାରୁ ଆପଣଙ୍କ ଘରେ ଏବେ ଧନବର୍ଷା ହେବ । ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭାବେ ସୁଧୁରିଯିବ । ଆପଣଙ୍କ ଚାକିରି ଚିନ୍ତା ମଧ୍ୟ ଏବେ ଶେଷ ହେବାକୁ ଯାଉଛି । ବନ୍ଧୁଙ୍କ ଠାରୁ ବ୍ୟବସାୟ ସମ୍ବନ୍ଧିତ ଉତ୍ତମ ଉପଦେଶ ପାଇବେ ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ଓ ପରିବାରରେ ସୁଖଶାନ୍ତି ବଜାୟ ରହିବ । ଆପଣଙ୍କ ରାଶି ଏଥିରେ ଥିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିଭଳି ଜ୍ଯୋତିଷ ଅପଡେଟ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।