ଭଉଣୀକୁ ପ୍ରେମିକା ସହ ଦେଖିନେଲା ଭାଇ, ଆଉ ତା’ପରେ ବିଚ୍ ରାସ୍ତାରେ ଯାହା ହଙ୍ଗାମା ହେଲା ଦେଖନ୍ତୁ ଏହି ଭାଇରାଲ Video

ମଧ୍ୟପ୍ରଦେଶର ବୈତୁଲରୁ ସାମନାକୁ ଆସିଛି ଏକ ହଇରାଣ କରିଦେବା ଭଳି ଖବର । ସେଠାରେ ଜଣେ ଭାଇ ବିଚ୍ ରାସ୍ତାରେ ନିଜ ଭଉଣୀକୁ ଚୁ-ଟି-ରୁ ଧ-ରି ଘୋ-ଷା-ଡ଼ି କି ବାଇକରେ ନେଉ ଯାଉଥିବାର ଏକ ଭି-ଡି-ଓ ଏବେ ଖୁବ ଭା-ଇ-ରା-ଲ ହେଉଛି । ଏହି ଘଟଣାଟି ଗତ ୨୧ ସେପ୍ଟେମ୍ବରର ବୋଲି କୁହାଯାଉଛି । ଏହି ଭିଡିଓଟି ବୈତୁଲ ସହରର ଗଞ୍ଜ ଇଲାକାର ଏକ ହୋଟେଲ ସାମାନାର ବୋଲି ଜଣାପଡିଛି ।

ତେବେ ଭି-ଡି-ଓ-ରୁ ମିଳିଥିବା ସୂଚନା ଅନୁଯାୟୀ ବୈତୁଲ ବାସିନ୍ଦା ଜଣେ ଯୁବତୀ ଘରୁ ଫେ-ରା-ର ହୋଇ ନିଜ ପ୍ରେମିକଙ୍କ ସହ ମନ୍ଦିରରେ ବିବାହ କରି ନେଇଥିଲେ । ବିବାହ ପରେ ଏହି ପ୍ରେମୀ ଯୋଡି ଏକ ହୋଟେଲରେ ରହିଥିଲେ । ଆଉ ଯୁବତୀଙ୍କୁ ଖୋଜି ଖୋଜି ଖବର ନେଇ ତାଙ୍କ ଭାଇ ସେହି ସ୍ଥାନରେ ପହଞ୍ଚିଥିଲେ । ଆଉ ନିଜ ଭଉଣୀଙ୍କୁ ଘୋ-ଷା-ଡ଼ି ଘୋ-ଷା-ଡ଼ି ଜୋ-ର ଜ-ବ-ର-ଦ-ସ୍ତ ବାଇକରେ ବସାଇ ନିଜ ସାଥିରେ ନେଇ ଯାଇଥିଲେ ।

ଏହି ସମୟରେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ବିବାହ କରି ସାରିଛନ୍ତି ବୋଲି ଯେତେ କହିଲେ ମଧ୍ୟ ତାଙ୍କ ଭାଇ ଶୁଣି ନଥିଲେ । ଯୁବତୀଙ୍କ ପ୍ରେମିକ ତଥା ତାଙ୍କ ସ୍ଵାମୀ ହୋଇ ସାରିଥିବା ଯୁବକ ମଧ୍ୟ ତାଙ୍କ ଭାଇଙ୍କୁ ଅନେକ ବିନତି କରିଥିଲେ । କିନ୍ତୁ ଯୁବତୀଙ୍କ ଭାଇ ତାଙ୍କୁ ମଧ୍ୟ ଖୁବ ଧ-ମ-କା-ଇ ଥିଲେ । ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ରାସ୍ତା ଉପରେ ଏହି ଡ୍ରାମା ଚାଲିଥିଲା । କିନ୍ତୁ ଆଖପାଖରେ କେହି ମଧ୍ୟ ପା-ଟି ଖୋଲି ନଥିଲେ । ଏହି ଇଲାକା ଗଞ୍ଜ ଥା-ନା ଅଧୀନରେ ଆସୁଛି ।

କିନ୍ତୁ ଏହି ମାମଲାରେ କୌଣସି ପକ୍ଷରୁ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ଏ-ତ-ଲା ଦିଆଯାଇ ନାହିଁ ବୋଲି ପୋ-ଲି-ସ ଠାରୁ ସୂଚନା ମିଳିଛି । ତେବେ ଯୁବତୀ କେଉଁ ପରିସ୍ଥିତିରେ ଘରୁ ଫେ-ରା-ର ହୋଇଥିବେ ? ତାଙ୍କ ଭାଇଙ୍କ ଏହିଭଳି କାର୍ଯ୍ୟ କେତେ ଦୂର ଠିକ ? ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।