Jyotisha Shastra- ସୁନ୍ଦର ହେବା ସହିତ ସବୁଠୁ ଅଧିକ ରାଗି ହେଇଥାନ୍ତି ଏହି 3 ନାମର ଝିଅ

କ୍ରୋଧ ଅନର୍ଥର କାରଣ ହୋଇଥାଏ । କ୍ରୋଧ ମନୁଷ୍ୟର ଶତ୍ରୁ ହୋଇଥାଏ । ଯେଉଁ ବ୍ୟକ୍ତି କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ ସେ କୌଣସି ଜିନିଷକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇ ନ ଥାଏ । କ୍ରୋଧ ବ୍ୟକ୍ତିକୁ ଦୁର୍ବଳ କରି ଦେଇଥାଏ । ଯେଉଁ ବ୍ୟକ୍ତି କ୍ରୋଧ କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ବି ପଡିଥାଏ । ବ୍ୟକ୍ତିକୁ କେବେ ବି କ୍ରୋଧ କରିବା ଉଚିତ ନୁହେଁ କାରଣଏହା ଦ୍ଵାରା ସ୍ୱାସ୍ଥ୍ୟ ପ୍ରଭାବ ପଡିଥାଏ । ଏହା ସହିତ ଆପଣଙ୍କର ବହୁତ କିଛି କ୍ଷତି ହୋଇଥାଏ ।

କହିବାକୁ ଗଲେ ସମସ୍ତେ ରାଗିଥାନ୍ତି । କିନ୍ତୁ ଝିଅମାନଙ୍କ ରାଗ ବିଷୟରେ ଜାଣିବା ବହୁତ କଷ୍ଟ ହୋଇଥାଏ । ସେମାନେ କେତେବେଳେ କାହା ଉପରେ ରାଗି ଯିବେ ଜାଣି ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ୩ ଟି ନାମ ଵାଲା ମହିଳା ସବୁବେଳେ ରାଗି ଥାନ୍ତି । ଯେତେବେଳେ ଏହି ମହିଳା ମାନଙ୍କର ସାମ୍ନା ହୋଇଯିବ ତେବେ ସତର୍କ ରହନ୍ତୁ । ଏମାନେ ବହୁତ ସୁନ୍ଦର ହୋଇଥାନ୍ତି କିନ୍ତୁ ସବୁବେଳେ ଏମାନଙ୍କର ରାଗ ନାକ ଆଗରେ ଥାଏ ।

P ନାମର ମହିଳା

ଯେଉଁ ମହିଳାମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ରାଗି ହୋଇଥାନ୍ତି । ତାଙ୍କର ନାକ ଆଗରେ ରାଗ ଥାଏ । ଏହି ନାମ ଵାଲା ମହିଳା ସବୁବେଳେ ବହୁତ କଥା କହିଥାନ୍ତି ନଚେତ ବହୁତ ଶାନ୍ତ ଥାନ୍ତି । ଏହି ମହିଳାମାନେ ଅନ୍ୟ କାହା ଉପରେ ରାଗନ୍ତି ନାହିଁ । ସେମାନେ ଅଧିକାଂଶ ସମୟରେ ନିଜ ଉପରେ ହିଁ ରାଗି ଥାନ୍ତି ।

R ନାମର ମହିଳା

ଯେଉଁ ମହିଳାଙ୍କର ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଆନ୍ତି । ସେମାନେ ଦେଖିବାକୁ ଏତେ ସୁନ୍ଦର ହୋଇଥାନ୍ତି କି ଅନ୍ୟ ମାନଙ୍କୁ ନିଜର ଦିବାନା କରିଦିଅନ୍ତି । ଏହା ସହିତ ଏମାନେ ବୁଦ୍ଧିମାନ ବି ଅତନତି ଓ ବହୁତ କାମ ମଧ୍ୟ କରିଥାନ୍ତି । ଏମାନେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ମହିଳାମାନଙ୍କୁ ସମସ୍ତ ଛୋଟ ଛୋଟ କଥାରେ ରାଗ ଆସିଯାଏ । ସେଥିପାଇଁ ଏହିଭଲି ମହିଳାଙ୍କ ଠାରୁ ସାବଧାନ ରହିବା ଉଚିତ ।

S ନାମର ମହିଳା

ଯେଉଁ ମହିଳାମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାଵ ବହୁତ ଶାନ୍ତ ହୋଇଥାଏ । ଏହି ମହିଳାମାନେ ପ୍ରେମ ପ୍ରତି ବହୁତ ବିଶ୍ଵାସୀ ହୋଇ ଥାନ୍ତି । ଯଦି ଏହି ମହିଳାମାନେ ଜୀବନରେ ଥରେ କାହାକୁ ପ୍ରେମ କରି ବସନ୍ତି ତେବେ ଏହି ପ୍ରେମକୁ ଜୀବନ ସାରା ତୁଲାଇଥାନ୍ତି । ଏହି ମହିଳାମାନେ ଦେଖିବାକୁ ବହୁତ ସାଧା ସିଧା ହୋଇଥାନ୍ତି ।

ଯଦି ଏମାନଙ୍କର ରାଗ କଥା କହିବା ତେବେ ଏହି ମହିଲାମାନେ ରାଗିବା ସମୟରେ ମାତା କାଳିଙ୍କ ରୂପ ଧାରଣ କରିନେଇଥାନ୍ତି । ଏହି ମହିଳାମାନେ ଯଦି କାହା ସହିତ ମିତ୍ରତା କରିଥାନ୍ତି ତେବେ ତାଙ୍କ ସହ ଭଲ ଭାବରେ ମିତ୍ରତା କରିଥାନ୍ତି । ଯଦି କାହା ସହ ଶତ୍ରୁତା କରନ୍ତି ତେବେ ତାକୁ ବି ପୁରା ଇମାନ୍ଦାରରେ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।