ଯେବେ ଫରେନ ଏୟାରପୋର୍ଟରେ Bollywood ର ଏହି 3 ହିରୋଇନଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥିଲା

ବଲୀଉଡର ଅଭିନେତ୍ରୀମାନେ ପ୍ରାୟତଃ ଏୟାରପୋର୍ଟରେ ସପ୍ଟ ହୋଇଥାନ୍ତି । ଏହା ପରେ ଏୟାର ପୋର୍ଟରେ କୌଣସି ନା କୌଣସି ଘଟଣାକୁ ନେଇ ଏହି ଅଭିନେତ୍ରୀମାନେ ଲାଇମଲାଇଟରେ ଆସି ଯାଆନ୍ତି । ଏହା ଛଡା ନିଜର ଫ୍ୟାନମାନଙ୍କ ପାଇଁ ବେଳେ ବେଳେ ଅଭିନେତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବେଳେ ଫ୍ୟାନମାନେ ଏୟାରପୋର୍ଟରେ ଭିଡର ଫାଇଦା ଉଠାଇ ନିଜର ପସନ୍ଦିତା ଷ୍ଟାରମାନଙ୍କ ପାଖକୁ ବି ଚାଲି ଯାଆନ୍ତି ଓ ତାଙ୍କ ସହିତ ସେଲଫି ଉଠାଇବାକୁ ଲାଗନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଏୟାରପୋର୍ଟରେ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଛି । ଆପଣଙ୍କୁ କହିଦେଉଛୁ କି ଏମିତି ଏକ ସମୟ ଆସିଥିଲା ଯେତେବେଳେ ବଲୀଉଡର ଫିଟନେସ ଫ୍ରିକ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଓ ଗ୍ଲୋବାଲ ଆଇକନ ହୋଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ଏୟାରପୋର୍ଟରେ ଜାତି ପ୍ରଜାତିର ଭେଦ ଭାବର ସାମ୍ନା କରିବାକୁ ପଡିଥିଲା ।

ଶିଲ୍ପା ଶେଟ୍ଟୀ

କହିବାକୁ ଗଲେ କିଛି ଦିନ ତଳେ ଶିଲ୍ପା ଶେଟ୍ଟୀଙ୍କୁ ଅଷ୍ଟ୍ରେଲିୟାରେ ଜାତି ପ୍ରଜାତିର ଭେଦ ଭାବର ସାମ୍ନା କରିବାକୁ ପଡିଥିଲା । ଶିଲ୍ପା ଏହା ବିଷୟରେରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସମସ୍ତଙ୍କୁ କହିଥିଲେ ଓ ଏହା ସହିତ ଅଷ୍ଟ୍ରେଲିୟା ଏୟାରପୋର୍ଟର କର୍ମଚାରୀଙ୍କ ଉପରେ ନିଜର କ୍ରୋଧ ଜାହିର କରିଥିଲେ । ଶିଲ୍ପା ଶେଟ୍ଟୀଙ୍କ ସହିତ ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ସେ ସିଡନୀ ଏୟାରପୋର୍ଟରୁ ମେଲବୋର୍ନ ଯାଉ ଥିଲେ ।

ଏହି ସମୟରେ ଏୟାରପୋର୍ଟର ଜଣେ ସ୍ଟାଫ ତାଙ୍କ ସହିତ ଜାତି ପ୍ରଜାତିର ଭେଦ ଭାବ କରିଥିଲା । ଏହା ସହିତ ତାଙ୍କ ସହିତ ଖରାପ ବ୍ୟବହାର ବି କରିଥିଲା । ଏହା ପରେ ତାଙ୍କର ବ୍ୟାଗକୁ ଏୟାରପୋର୍ଟରେ ଦରକାର ଠାରୁ ବଡ ବୋଲି ବି କୁହାଗଲା ଓ ତାକୁ କେବିନ ଲଗେଜରେ ରଖିବା ପାଇଁ ମନା କରାଗଲା ।

ରିଚା ଚଡ୍ଢା

ଆପଣଙ୍କୁ କହିଦେଉଛୁ କି କିଛି ଦିନ ପୂର୍ବେ ରିଚା ଚଡ୍ଢା ବି ଜର୍ଜିୟା ଏୟାରପୋର୍ଟରେ ରଙ୍ଗଭେଦର ଶିକାର ହୋଇଥିଲା ବୋଲି ସମସ୍ତଙ୍କୁ କହିଥିଲେ ।

ପ୍ରିୟଙ୍କା ଚୋପଡା

ଏମିତିରେ ପ୍ରିୟଙ୍କା ଚୋପଡା ବି ଇଣ୍ଟରଭିୟୁରେ କହିଥିଲେ କି ତାଙ୍କୁ ଗୋଟିଏ ହଲିଉଡ ଫିଲ୍ମରୁ ଏଥିପାଇଁ ବାହାର କରି ଦିଆଗଲା କି ତାଙ୍କର ରଙ୍ଗ ଶ୍ୟାମଳ ରଙ୍ଗର ଥିଲା । ଏହା ଛଡା ପ୍ରିୟଙ୍କା ପ୍ରାୟତଃ କହିଛନ୍ତି କି ତାଙ୍କୁ ହଲିଉଡରେ ବି ରଙ୍ଗଭେଦର ସାମ୍ନା କରିବାକୁ ପଡିଛି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।