Jyotisha Shastra- ରାତିରେ ଲାଜ ନକରି ସ୍ତ୍ରୀଙ୍କଠୁ ନିଶ୍ଚୟ ନିଅନ୍ତୁ ଏହି 1 ଜିନିଷ, ସଫଳତା ଆପଣଙ୍କ ପାଦ ଛୁଇଁବ

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନେକ କହିବୁ ରାତିରେ ଶୋଇବା ସମୟରେ କଣ ସେହି ଗୁପ୍ତ କାମ ଯାହା ମହିଳାଙ୍କ ସହ ଚିନ୍ତା ମୁକ୍ତ ହୋଇ କରିବା ଦରକାର । ଯାହାକୁ କରିବା ଦ୍ବାରା ସଫଳତା ଆପଣଙ୍କ ପାଦ ଛୁଇଁବା । ଏହି ଜିନିଷ ମହିଳାଙ୍କୁ ମାଗିବାକୁ କିମ୍ବା ଜବରଦସ୍ତି କରିବାକୁ ଲାଜ କରନ୍ତୁ ନାହିଁ । ଯଦି ଆପଣ ଏହି ଜିନିଷ ମାଗିବାକୁ ଲାଦ କରୁଛନ୍ତି ତେବେ ଆପଣଙ୍କର ବହୁତ ବଡ଼ କ୍ଷତି ହବ‌ । ତା ପୂର୍ବରୁ ଆମେ ଆପଣଙ୍କୁ ଏକ ଜରୁରୀ ସୂଚନା ଦେବାକୁ ଚାହିଁବୁ ।

ଜଦି ଆପଣ ଶୋଇଲା ସମୟରେ ପାଖରେ ଏହି ଜିନିଷ ରଖି ଶୁଅନ୍ତି ତେବେ ଅତି ଶିଘ୍ର ଆପଣ ବର୍ବାଦିର ଶିକାର ହେବେ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କିଛି ନିୟମ ଯାହା ଶୋଇବା ସମୟରେ ନିହାତି ମାନିବା ଦରକାର । କୀଛି ଏମିତି ଜିନିଷ ଯାହା ପାଖରେ ରଖି ଶୋଇଲେ ନକାରାତ୍ମକ ଶକ୍ତି ପ୍ରଭାବିତ ହୁଏ । ତେବେ ଆସନ୍ତୁ ଜାଣିବା କଣ ତାହା ଯାହାକୁ ପାଖରେ ରଖି ଶୋଇବା କଥା ନୁହେଁ ।

୧- ପାଣି : କେବେବି ପାଖରେ ପାଣି ରଖନ୍ତୁ ନାହିଁ । ରାତିରେ ଶୋଇଲା ବେଳେ ମୁଣ୍ଡ ଉପରେ ପାଣି ରଖିଲେ ଚନ୍ଦ୍ରମା ପୀଡ଼ିତ ହୋଇଥାଆନ୍ତି ଯାହାଦ୍ଵାରା ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏମିତି କରିବା ଦ୍ବାରା ମାନସିକ ରୋଗ ହୋଇଥାଏ । ସେଥିପାଇଁ ସବୁବେଳେ ଏହି କଥାର ଧ୍ୟାନ ରଖିବେ‌ । ନିଜ ଶୋଇବା ସମୟରେ ଧ୍ୟାନ ରଖିବେ ବିଛଣା ତଳେ ପାଣି କିମ୍ବା ପର୍ସ ରଖନ୍ତୁ ନାହିଁ ।

୨- ସୁନା, ଚାନ୍ଦିର ମୁଦ୍ରା : ଯଦି ଆପଣ ଶୋଇବା ବେଳେ ସୁନା କିମ୍ବା ଚାନ୍ଦିର ମୁଦ୍ରା ମୁଣ୍ଡତଳେ ରଖି ଶୋଇଲେ ବ୍ୟକ୍ତିର ମାନ ସମ୍ମାନ ହାନି ହୁଏ ଏବଂ ସେମାନଙ୍କୁ ସବୁ କାର୍ଯ୍ୟରେ ଅସଫଳତା ଦେଖିବାକୁ ମିଳେ ।

୩- ଅଟାର ଚକ୍କି – ଅଟାର ଚକ୍କି ପାଖରେ କେବେ ଶୋଇବା କଥା ନୁହେଁ ‌ । କୁହାଯାଏ ଯେ ଅଟାର ଚକ୍କି ପାଖରେ ଶୋଇଲେ ମୃତ୍ୟୁର ସ୍ବପ୍ନ ଆସେ । ଅଟାର ଚକ୍କି ଗୋଲ୍ ଗୋଲ୍ ବୁଲୁଥିବାରୁ ଏହା ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକ ଭାବନା ଆଣିଥାଏ‌ ।

ଏବେ ଆସନ୍ତୁ ଜାଣିବା ତାହା କେଉଁ ଜିନିଷ ଯାହା ରାତିରେ ଶୋଇଲା ବେଳେ ମହିଳା ମାନଙ୍କ ପାଖରୁ ଲାଜ ନକରି ନେବା ଦରକାର । ସ୍ବାମୀ ସ୍ତ୍ରୀଙ୍କ ଭଲପାଇବା, ଶାରୀରିକ ସମ୍ବନ୍ଧ ବେଳେ ପ୍ରେମୀ ଯୋଡ଼ିଙ୍କୁ ଏହି ଭୁଲ୍ କେବେବି କରିବା କଥା ନୁହେଁ । ପ୍ରେମ ସମ୍ବନ୍ଧକୁ ମଜବୁତ୍ କରିବା ପାଇଁ ଦୁଇ ଜଣଙ୍କ ଭିତରେ ପରାମର୍ଶ ନେବା ନିହାତି ଆବଶ୍ୟକ ।

ଯେଉଁ ପ୍ରମୀ ଯୋଡି ଦୁହେଁ ଦୁହିଁଙ୍କୁ ଲାଜ କରନ୍ତି ଏବଂ ରାତିରେ ଶୋଇଲା ବେଳେ ଶାରୀରିକ ସମ୍ବନ୍ଧ ପାଇଁ ଡରନ୍ତି ତେବେ ସେହି ସମୟରେ ଅନ୍ୟ ଏକ ପୁରୁଷ ବା ମହିଳା ସମ୍ପର୍କ ବନାଇ ଥାଆନ୍ତି । ସେଥିପାଇଁ ସମ୍ବନ୍ଧ ସମୟରେ ଲାଜ କରନ୍ତୁ ନାହିଁ । ଏହାଦ୍ବାରା ଭଲପାଇବା ବଢ଼ିଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ ହୋଇଥାଏ । ଘରେ ସୁଖ ଶାନ୍ତି ଲାଗି ରହେ ଯାହା ଫଳରେ ଆପଣ ସଫଳ ଏବଂ ଉଚ୍ଚ ସମାନ ବ୍ୟକ୍ତି ହୋଇପାରନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।