Jyotisha Shastra- ଜୀବନରେ କେବେବି ଅଲଗା ହୁଅନ୍ତି ନାହିଁ ଏହି 5 ନାମର ଯୋଡି, ସବୁବେଳେ ରହିଥାନ୍ତି ଖୁସିରେ, ଦେଖନ୍ତୁ ଆପଣଙ୍କ ପାର୍ଟନରଙ୍କ ନାଁ ନାହିଁତ

ଜୀବନରେ କେବେ ଅଲଗା ହୁଅନ୍ତି ନାହିଁ ଏହି ୫ଟି ନାମର ଯୋଡ଼ି । ଆମ ସମସ୍ତଙ୍କ ଜୀବନରେ ପ୍ରେମ ଏମିତି ଏକ ଶବ୍ଦ ଯାହା ଆମକୁ ସୁନ୍ଦର ଅନୁଭବ କରାଇ ଥାଏ । କୁହନ୍ତି ଜୀବନରେ ପ୍ରେମକୁ ପାଇବା ଯେତେ କଠିନ ହୋଇଥାଏ, ତାକୁ ଅଧିକ କଷ୍ଟ ପ୍ରେମର ସମ୍ପର୍କକୁ ଲିଭାଇବା । ପ୍ରେମର ଅନେକ ଅର୍ଥ ଅଛି କିନ୍ତୁ ଏହି ସବୁ ଭିତରେ ଗୋଟିଏ ବିଶେଷ ସମ୍ପର୍କ ଥାଏ ଯାହା ଆପଣ ଆପଣଙ୍କ ଜୀବନସାଥୀ ସହିତ ।

ପୁଅ ହେଉ କି ଝିଅ ତାର ସମସ୍ତ ଚାହାଁନ୍ତି ତାଙ୍କର ଜୀବନସାଥୀ ତାଙ୍କୁ ବହୁତ ଭଲ ପାଆନ୍ତୁ ଏବଂ ସମ୍ପୂର୍ଣ୍ଣ ଜୀବନ ତାଙ୍କ ସହ ରହୁ, ତାର ସମସ୍ତ ସମୟରେ ତା ସାଙ୍ଗରେ ରହୁ । ଆଜି ଆମେ ଆପଣଙ୍କୁ ସେହି ନାମର ଯୋଡ଼ି ମାନଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ କୁହାଯାଏ ଏମାନଙ୍କ ପ୍ରେମ ଅତୁଟ ଥାଏ ଏବଂ ଏହି ଯୋଡ଼ି କେବେ ଜଣେ ଦୁଇ ଜଣଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ନାମର ଯୋଡ଼ି ମାନଙ୍କ ବିଷୟରେ ।

A ଏବଂ S ନାମର ଯୋଡ଼ି : ଜ୍ୟୋତିଷ ଅନୁସାରେ A ଏବଂ S ନାମର ଯୋଡ଼ି ସ୍ବର୍ଗରୁ ବନି କରି ଆସିଥାଏ । କୁହନ୍ତି ଯେ ଏହି ନାମର ଯୋଡ଼ି ମଧ୍ୟରେ ଅତୁଟ ଏବଂ ଗଭୀର ସମ୍ପର୍କ ହୋଇ ଥାଏ ଏହି ନାମର ଯୋଡ଼ି । ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ସେଥିପାଇଁ ଏମାନେ ବହୁତ ଖୁସିରେ ରୁହନ୍ତି ଏବଂ ଜୀବନସାରା ଦୁହେଁ ଦୁହିଁଙ୍କର ସାଥିରେ ରୁହନ୍ତି । ଏମାନଙ୍କ ଜୀବନରେ କେତେକ ସମସ୍ୟା ଆସୁ ଏମାନେ ସବୁବେଳେ ସାଙ୍ଗରେ ଏକାଠି ରୁହନ୍ତି, ସେଥିପାଇଁ ଏମାନେ କେବେ ଅଲଗା ହୁଅନ୍ତି ନାହିଁ ।

B ଏବଂ M ନାମର ଯୋଡ଼ି : ଏହାପରେ ଯେଉଁ ଯୋଡ଼ି ଆସେ ତାହା B ଏବଂ M ନାମର ଯୋଡ଼ି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଲୋକଙ୍କ ପାର୍ଟନର ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ପାର୍ଟନରକୁ ଧୋକା ଦେବାକୁ ଭାବନ୍ତି ନାହିଁ ମଧ୍ୟ । ଏହି ଦୁଇ ଅକ୍ଷର ଲୋକଙ୍କ ଚିନ୍ତାଧାରା ଏବଂ ଜୀବନକୁ ନେଇ ଏମାନଙ୍କ ବଞ୍ଚିବାର ଶୈଳୀ, କଥାବାର୍ତ୍ତା, ସ୍ବଭାବ ଏହି ଦୁଇ ଜଣକୁ ବହୁତ ଅଧିକ ମିଳିଥାଏ ଯେଉଁ କାରଣ ପାଇଁ ଏମାନଙ୍କର ଜୀବନ ବହୁତ ଭଲ ଭାବରେ ବିତିଥାଏ ।

P ଏବଂR ନାମର ଯୋଡ଼ି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ P ଏବଂ R ନାମର ଯୋଡ଼ି ବହୁତ ଭାଗ୍ୟଶାଳୀ ମାନାଯାଏ । କୁହନ୍ତି ଯେ ଜଦି ଏହି ନାମର ଲୋକଙ୍କ ଯୋଡ଼ି ବନୁଛି ତେବେ ଏହି ଯୋଡ଼ି ଉପରେ ଆଖି ବନ୍ଦକରି ଭରସା କରି ପାରିବା । ଏମାନଙ୍କ ସମ୍ପର୍କରେ ସମୟ ସହ ପ୍ରେମ ଆହୁରି ମଧ୍ୟ ଗଭୀର ହୋଇ ଯାଇଥାଏ ଯେଉଁ କାରଣ ପାଇଁ ଏମାନଙ୍କ ସମ୍ପର୍କରେ ଆହୁରି ମଜବୁତ୍ ଆଣେ ପରସ୍ପର ଭିତରେ । ଦୁହେଁ ଦୁହିଁଙ୍କ ଉପରେ ଭରସା ଏବଂ ଏମାନଙ୍କ ଭିତରେ ଥିବା ପ୍ରେମ ହିଁ ଯାହା ପରସ୍ପରକୁ କେବେ ଅଲଗା କରି ନଥାଏ ।

K ଏବଂ T ନାମର ଯୋଡ଼ି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ K ଏବଂ T ନାମର ଯୋଡ଼ି ଭାଗ୍ୟବାନ ଯୋଡ଼ି ମାନଙ୍କ ଭିତରୁ ଗୋଟିଏ ଅଟେ ଯାହା ଦୁହେଁ ଦୁହିଁଙ୍କ ପାଇଁ ବନିଛନ୍ତି । ଏମାନଙ୍କ ଜୀବନସାଥୀ କେବେ ଏମାନଙ୍କ ପାଖରୁ ଅଲଗା ହୁଅନ୍ତି ନାହିଁ । ଜଦି ଏହି ଯୋଡ଼ି ବନି ଥାଏ ଏମାନେ ବହୁତ ସଚ୍ଚୋଟତା ସହ ସମ୍ପର୍କକୁ ଲିଭାନ୍ତି ଏବଂ ସବୁ ସମୟରେ ଜଣେ ଆଉ ଜଣଙ୍କ ସାଙ୍ଗରେ ରହିଥାନ୍ତି । ଏମାନଙ୍କ ଭିତରେ ଥିବା ପ୍ରେମ ହିଁ ଏମାନଙ୍କର ପରିଚୟ । ଜଦି ଏହି ଯୋଡ଼ିର ପାର୍ଟନର କମଜୋର ପଡ଼ିଯାଏ ତେବେ ଏମାନେ ଦୁହେଁ ଦୁହିଁଙ୍କୁ ସମ୍ଭାଳି ନିଅନ୍ତି ।

H ଏବଂ J ନାମର ଯୋଡ଼ି : ଏହି କ୍ରମରେ ଶେଷରେ ଯେଉଁ ଯୋଡ଼ି ଆସେ ସେ ହେଉଛି H ଏବଂJ ନାମର ଯୋଡ଼ି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଦମ୍ପତିଙ୍କ ଭିତରେ ଅତୁଟ ପ୍ରେମ ଦେଖିବାକୁ ମିଳେ । ଲୋକେ ଖୁଲମଖୁଲା ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନଙ୍କ ଭିତରେ ବହୁତ ବୁଝାମଣା ଥାଏ ଯାହା ଏମାନଙ୍କ ସମ୍ପର୍କରେ ଦେଖିବାକୁ ମିଳେ । ଏମାନେ ବହୁତ ସଚ୍ଚୋଟତା ସହ ଏମାନଙ୍କ ସମ୍ପର୍କକୁ ଲିଭାଇଥାନ୍ତି ଏବଂ ନିଜ ପାର୍ଟନରର ସବୁବେଳେ ସମ୍ମାନ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।