ଇଣ୍ଟରନେଟକୁ ଓଡିଆରେ କଣ କୁହାଯାଏ ? ଏହା ସହିତ ଆହୁରି 20ଟି GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ପ୍ରଶ୍ନ ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

ପ୍ରଶ୍ନ- ଗଛ ପାଇଁ କିଏ ଖାଦ୍ୟ ତିଆରି କରିଥାଏ ?

ଉତ୍ତର- ପତ୍ର

ପ୍ରଶ୍ନ- ବାରବାଟୀ ଦୁର୍ଗ କେଉଁ ସ୍ଥ୍ନାରେ ଅବସ୍ଥିତ ?

ଉତ୍ତର- କଟକ

ପ୍ରଶ୍ନ- କୁଆପଥର ପାଣିର କେଉଁ ଅବସ୍ଥାକୁ ଦର୍ଶାଇଥାଏ ?

ଉତ୍ତର- କଠିନ ଅବସ୍ଥାକୁ

ପ୍ରଶ୍ନ- ଖ୍ରୀଷ୍ଟିୟାନମାନଙ୍କର ଧର୍ମ ଗ୍ରନ୍ଥର ନାମ କଣ ?

ଉତ୍ତର- ବାଇବେଲ

ପ୍ରଶ୍ନ- ପାଣିର ରାସାୟନିକ ନାମ କଣ ?

ଉତ୍ତର- H2O

ପ୍ରଶ୍ନ- ନଦୀ ଅଛି କିନ୍ତୁ ପାଣି ନାହିଁ,

ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ,

ରାସ୍ତା ଅଛି କିନ୍ତୁ ଗାଡି ନାହିଁ,

ସହର ଅଛି କିନ୍ତୁ ଘର ନାହିଁ,

ତାହା କେଉଁ ସ୍ଥାନ ଅଟେ ?

ଉତ୍ତର- ମାନଚିତ୍ର

ପ୍ରଶ୍ନ- ମହାଭାରତର ରଚୟତା କିଏ ଥିଲେ ?

ଉତ୍ତର- ବେଦବ୍ୟାସ

ପ୍ରଶ୍ନ- କାହାକୁ ଭବିଷ୍ୟତର ଇନ୍ଧନ ବୋଲି କୁହାଯାଇଥାଏ ?

ଉତ୍ତର- ହାଇଡ୍ରୋଜେନ ଗ୍ୟାସ

ପ୍ରଶ୍ନ- B. Techର ଫୁଲଫର୍ମ କଣ ?

ଉତ୍ତର- Bachelor of Technology

ପ୍ରଶ୍ନ- P.H.D.ର ଫୁଲ ଫର୍ମ କଣ ?

ଉତ୍ତର- Doctor of Philosophy

ପ୍ରଶ୍ନ- ଇଣ୍ଟରନେଟକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ଅନ୍ତରଜାଲ

ପ୍ରଶ୍ନ- ପର୍ଲ ଅଫ ସାଇବେରିଆ କାହାକୁ କୁହାଯାଏ ?

ଉତ୍ତର- ବେକାଳ ହ୍ରଦ

ପ୍ରଶ୍ନ- ପୁର୍ଣିମା ଠାରୁ ପ୍ରତ୍ୟକ ଦିନ କେତେ ମିନିଟ ବିଳମ୍ବରେ ଚନ୍ଦ୍ରମାର ଉଦୟ ହୋଇଥାଏ ?

ଉତ୍ତର- ୪୮ ମିନିଟ ପରେ

ପ୍ରଶ୍ନ- ଧ୍ରୁବତାରା ଆକାଶର କେଉଁ ଦିଗରେ ଦେଖାଯାଏ ?

ଉତ୍ତର- ଉତ୍ତର ଦିଗରେ

ପ୍ରଶ୍ନ- ଶାନ୍ତି ଭବନ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଦିଲ୍ଲୀ

ପ୍ରଶ୍ନ- କେଉଁ ଦେଶର ଲୋକ ଅଧିକ ଗଛ ଲଗାନ୍ତି ?

ଉତ୍ତର- ଇଜରାଏଲ

ପ୍ରଶ୍ନ- ଜୈବ ବିବିଧତା ଦିବସ କେବେ ପାଳନ କରାଯାଏ ?

ଉତ୍ତର- ୨୨ ମେ

ପ୍ରଶ୍ନ- କଥକଲି କେଉଁ ରାଜ୍ୟର ନୃତ୍ୟ ଅଟେ ?

ଉତ୍ତର- କେରଲ

ପ୍ରଶ୍ନ- କେଉଁ ଦେଶରେ ବିଲେଇମାନଙ୍କୁ ପୂଜା କରାଯାଏ ?

ଉତ୍ତର- ଇଜିପଟ

ପ୍ରଶ୍ନ- ବିଶ୍ଵର ସବୁଠୁ ଉଚ୍ଚ ପଶୁ କାହାକୁ କୁହାଯାଏ ?

ଉତ୍ତର- ଜିରାଫ

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।