ଦେଖନ୍ତୁ Video: ନାବାଳକ କହିଲେ ପୋ-ଲି-ସ ଦାଦାଗିରି କାହାଣୀ, ଥରେ ଶୁଣନ୍ତୁ ଯୁବକ ଜଣକ କଣ କହୁଛନ୍ତି, ଆପଣଙ୍କର ରକ୍ତ ବି ଗରମ ହେଇଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶର ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘ-ଟୁ-ଛି । କିଛି ଘ-ଟ-ଣା ପୋ-ଲି-ସ ମାନଙ୍କ ପାଇଁ ତ ଆଉ କିଛି ଘ-ଟ-ଣା ଲୋକ ମାନଙ୍କ ପାଇଁ ଘ-ଟୁ-ଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘ-ଟ-ଣା ନେଇ ଆସିଛୁ ଯେଉଁଠି ଜଣେ ପୋ-ଲି-ସ କର୍ମଚାରୀ ଜଣେ ଯୁବକଙ୍କୁ ବୀନା କାରଣରେ ମା-ଡ ମା-ରି-ଛ-ନ୍ତି ।

ମା-ଡ ଖା-ଇ-ଥିବା ଯୁବକଙ୍କ ମତରେ ତାଙ୍କ ବାପା ପ୍ରତେକ ଦିନ କ୍ଷୀର ବେପାର କରିବାକୁ ଦୋକାନ ଖୋଲିଥାନ୍ତି । କିନ୍ତୁ କିଛି ଦିନ ହେବ ତାଙ୍କ ବାପାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ସେହି ଯୁବକ ଦୋକାନ ଖୋଲିବାଲୁ ଆସୁଥିଲେ । ଦୋକାନ ଖୋଲିବା ସମୟରେ ପୋ-ଲି-ସ ଗା-ଡି ଆସି ଯୁବକଙ୍କୁ କିଛି ନ ପଚାରି ତାଙ୍କୁ ଗୋ-ଇ-ଠା ଉ-ପରେ ଗୋ-ଇ-ଠା ମା-ରି-ଥି-ଲେ ।

ପୋ-ଲି-ସ ଗାଡିର ନମ୍ବର ହେଉଛି ପିସିଆର- ୨୯ ବୋଲି ଯୁବକ କହିଛନ୍ତି । ଯୁବକ ଜଣକ ଯେତେ ପ୍ର-ତି-ବା-ଦ କରିଥିଲେ ମଧ୍ୟ ପୋ-ଲି-ସ ତାଙ୍କର କିଛି କଥା ନ ଶୁନି ତାଙ୍କୁ ମା-ରି-ବା-ରେ ଲାଗିଥିଲେ । ଯୁବକଙ୍କ କହିବା ଅନୁସାରେ କ୍ଷୀର ଦୋକାନ ଖୋଲି ଯାହା ରୋଜଗାର ହୋଇଥାଏ ସେଥିରେ ତାଙ୍କ ପରିବାରର ଜୀବିକା ନିର୍ବାହ ହୋଇଥାଏ ।

ବିନା କାରଣରେ ପୋ-ଲି-ସ ତାଙ୍କ ପ୍ରତି ଅ-ତ୍ୟା-ଚା-ର କରିଛି । ପୋ-ଲି-ସ କର୍ମଚାରୀଙ୍କ ସହ ଆସିଥିବା ଆଉ ୩ ଜଣ ପୋ-ଲି-ସ ମଧ୍ୟ ଯୁବକ ଖାଇବା ସମୟରେ ପ୍ର-ତି-ବା-ଦ କରି ନ ଥିଲେ ବର୍ମ ସେଠାରେ ଠିଆ ହୋଇ ଦେଖୁଥିଲେ । ଯୁବକଙ୍କ ଶରୀରରେ ଅନେକ କ୍ଷ-ତ ଥିବାର ନଜର ଆସିଛୁ । ଏଥିରୁ ସ୍ପଷ୍ଟ ହେଉଛି ପୋ-ଲି-ସ କ-ର୍ମ-ଚା-ରୀ ଜଣକ ତାଙ୍କୁ କେତେ ନି-ଷ୍ଠୁ-ର ଭାବେ ମା-ଡ ମା-ରି-ଛ-ନ୍ତି ।

ଏହା ସହ ପୋ-ଲି-ସ ଜଣକ ଯୁବକଙ୍କୁ ମା-ରି-ବା ସହ ତାଙ୍କ ସହ ଅ-ଶ୍ଳୀ-ଳ ଭା-ଷାର ପ୍ରୟୋଗ ମଧ୍ୟ କରିଛନ୍ତି । ଏହା ସହ ତାଙ୍କ ଦୋକାନରୁ କିଛି କ୍ଷୀର ପ୍ଯାକେଟ ଓ ବ୍ରେଡ ମଧ୍ୟ ପୋ-ଲି-ସ ନେଇଛନ୍ତି ବୋଲି ଯୁବକ ନିଜ ମତରେ କହିଛନ୍ତି । ଯୁବକ ଓ ତାଙ୍କ ପରିବାର ଏହି ଘ-ଟ-ଣା-କୁ ନେଇ ଥା-ନା-ରେ ମଧ୍ୟ ଅ-ଭି-ଯୋ-ଗ କରି ନାହାନ୍ତି କାରଣ ପୋ-ଲି-ସ ମା-ଡ ମା-ରି-ଛି ତେଣୁ ସେ କଣ ଅ-ଭି-ଯୋ-ଗ କରିବେ ବୋଲି ଭାବି ଥା-ନା-ରେ ଏ-ତା-ଲା ଦେଇ ନାହାନ୍ତି । ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ଜଣେ ପୋ-ଲି-ସ କିପରି ନି-ର୍ମ-ମ ଭାବେ ଯୁବକଙ୍କୁ କୌଣସି କାରଣ ବା ଦୋ-ଷ ନ ଥାଇ ଏତେ ମା-ଡ କା-ରି-ଛନ୍ତି ।

ଏଥିପାଇଁ ସେହି ପୋ-ଲି-ସ କ-ର୍ମ-ଚା-ରୀଙ୍କୁ କ-ଠୋ-ରରୁ କ-ଠୋ-ର ଦ-ଣ୍ଡ ମିଳିବା ଉଚିତ । ଏହା ସହ ଯୁବକ ଜଣକ କହିଛନ୍ତି ଯେ ତାଙ୍କୁ ପୋ-ଲି-ସ ଗା-ଡିରେ ବସାଇ କିଛି ଦୂର ନେଇଥିଲେ । ଏହା ପରେ ସେଠାରେ ମଧ୍ୟ ତାଙ୍କଉଆ ମା-ଡ ମା-ରି ପୁଣି ଥରେ ପୋ-ଲି-ସ ଦୋକାନରେ ଆଣି ଛା-ଡି ଦେଇଥିଲେ ।

ପୋ-ଲି-ସ ତାଙ୍କୁ ଥା-ନା-କୁ ନେଇ ନାହି ବା ତାଙ୍କର କୌଣସି ଚା-ଲା-ଣ କାଟି ନାହି କିମ୍ବା ଦୋକାନ ମଧ୍ୟ ସି-ଚ କରି ନାହି ବୋଲି ଯୁବକ ଜଣକ ଦର୍ଶାଇଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।