ଜାଲ ଭିତରେ ଫସି ରହିଥିଲା ବିଷଧର ଚନ୍ଦ୍ରନାଗ ସାପର ମୁହଁ, ଦେଖନ୍ତୁ କିପରି କରାଗଲା Rescue, ଦେଖନ୍ତୁ Video

ଓଡିଶାର ଭଦ୍ରକ ଜିଲ୍ଲାରେ ପୁଣି ଥରେ କିଙ୍ଗ କୋବ୍ରା ପ୍ରଜାତିର ଏକ ଚନ୍ଦ୍ରନାଗ ଉଦ୍ଧାର କରାଯାଇଛି । ସାପଟିର ଲମ୍ବା ସାଢେ ଚାରି ଫୁଟ ହେବ ଏବଂ ଏହି ସାପର ବୟସ ପ୍ରାୟ ୧୫ ବର୍ଷ ହେବ ବୋଲି ଅନୁମାନ କରିଥିଲେ ସାପଧରାଳି । ଏହି ସାପ ଅତ୍ୟନ୍ତ ବି-ଷ-ଧ-ର । ଏହା ଏକମାତ୍ର ଏପରି ସାପ ଅଟେ ଯାହା ମଧ୍ୟରେ ନ୍ୟୁ-ରୋ-ଟ-କ୍ସି-କ ଏବଂ ସା-ଇ-କୋ-ଟ-କ୍ସି-କ ନାମକ ଦୁଇ ପ୍ରକାର ବି-ଷ ମିଳିଥାଏ ।

ତେଣୁ ଏହି ସାପ କା-ମୁ-ଡି-ଲେ ବଞ୍ଚିବା କ-ଷ୍ଟ-କର ଅଟେ । ଉଚିତ ସମୟରେ ଚିକିତ୍ସା କରା ନଗଲେ ବ୍ୟକ୍ତି ମୃ-ତ୍ୟୁ-ବ-ର-ଣ କରିଥାଏ । ଚନ୍ଦ୍ରନାଗର ଫୁ-ତ୍କା-ର ଏକଦମ କିଙ୍ଗ କୋବ୍ରା ଭଳି ଅଟେ ଏବଂ ଏହା ବହୁତ କ୍ଷି-ପ୍ର ବେଗରେ ଚୋ-ଟ ମା-ରୁ-ଥି-ବା ସାପ ଅଟେ । ଭଦ୍ରକର ଜିଲ୍ଲାର ଏକ ଗ୍ରାମରେ ଏକ ଜା-ଲ ମଧ୍ୟରେ ସାପର ମୁହଁ ବା ଫ-ଣା ଗୁଡାଇ ହୋଇ ରହି ଯାଇଥିଲା । ଯାହା ଫଳରେ ସେ ସେଥିରୁ ବାହାରି ପାରୁ ନଥିଲା ।

ଏହା ଦେଖିବା ପରେ ସ୍ଥାନୀୟ ଲୋକେ ଉ-ଦ୍ଧା-ର କରିବା ପାଇଁ ସାପ ଧରାଳିଙ୍କୁ ଡ଼ାକିଥିଲେ । ସାପଧରାଳି ଆସି ପ୍ରଥମେ ଅତ୍ୟନ୍ତ ସାବଧାନତା ସହ ସାପର ବେକ ପାଖରୁ ତା’ ମୁହଁକୁ ଚା-ପି ଧରିଥିଲେ । ଯାହା ଦ୍ଵାରା ସାପର ଫ-ଣା ମୁକ୍ତ ହେବା ପରେ ସେ ଯେପରି କା-ମୁ-ଡି ପାରିବ ନାହିଁ । ଏହାପରେ ଏକ କଇଁଚି ସାହାଯ୍ୟରେ ସେ ସାପର ମୁହଁରେ ଗୁଡାଇ ହୋଇ ରହିଥିବା ଜା-ଲ-କୁ କା-ଟି ଦେଇଥିଲେ ଓ ସେଥିରୁ ସାପକୁ ମୁ-କ୍ତ କରିଥିଲେ ।

ମଣିଷ ଯେପରି ସାପକୁ ଡ-ରେ, ସାପ ମଧ୍ୟ ସେହିପରି ବହୁତ ଭ-ୟା-ଳୁ ପ୍ରାଣୀ ଅଟେ । ସେଥିପାଇଁ ନିଜର ସୁରକ୍ଷା କରିବା ପାଇଁ ସେ ଚୋ-ଟ ମା-ରେ ବା କା-ମୁ-ଡି ଦିଏ । ସାପ ଟିକୁ ମୁକ୍ତ କରିବା ପରେ ସେ ଖୁବ ଜୋରରେ ଫୁ-ତ୍କା-ର କରୁଥିଲା । କିନ୍ତୁ ସାପଧରାଳି ଜଣକ ପ୍ରଫେସନାଲ ହୋଇଥିବାରୁ ଏହାକୁ ଅତ୍ୟନ୍ତ କୌଶଳତାର ସହ କାବୁ କରିଥିଲେ ଓ ଏକ ମୁଣା ଭିତରେ ପୁରାଇ ଦେଇଥିଲେ ।

କପଡା ମୁଣା ମଧ୍ୟରେ ସାପଟି ଖୁବ ଆରମରେ ରହିପାରିବ । ଏହାକୁ ନେଇ ସେ କୌଣସି ଏକ ଜଙ୍ଗଲ ସ୍ଥାନରେ ଛାଡିଦେବେ । ଏହିଭଳି ବି-ଷ-ଧ-ର ପ୍ରାଣୀଙ୍କ ପ୍ରତି ସାବଧାନ ରହିବା ସହ ସେମାନଙ୍କୁ ଉଦ୍ଧାର କରିବା ମଧ୍ୟ ଜରୁରୀ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।