ପ୍ରଥମେ କଲେ ଅପହରଣ ଆଉ ତା’ପରେ ଅଶ୍ଳୀଳ ଭିଡିଓ କଲେ ଭାଇରାଲ, ଦେଖନ୍ତୁ ଏହି Video

ପ୍ରଥମେ ନାବାଳିକାଙ୍କୁ ଅ-ପ-ହ-ର-ଣ କରିଥିଲେ ଓ ତା’ପରେ ଭା-ଇ-ରା-ଲ କରିଥିଲେ ନାବାଳିକାଙ୍କ ଅ-ଶ୍ଳୀ-ଳ ଭି-ଡି-ଓ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଅ-ମା-ନ-ବୀ-ୟ ଘ-ଟ-ଣା ଉଦଳା ଥା-ନା ଅଧୀନ ପୁରଡ଼ିହି ଗ୍ରାମରେ ଘ-ଟି ଯାଇଛି । ନାବାଳିକା ନି-ଖୋ-ଜ ହୋଇଥିବା ନେଇ ଥା-ନା-ରେ ଲି-ଖି-ତ ଅ-ଭି-ଯୋ-ଗ ଦେଇଥିଲେ ତାଙ୍କ ପରିବାର ଲୋକେ । ଏହାର କିଛି ଦିନ ପରେ ନାବାଳିକାଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ମୋବାଇଲକୁ ଉକ୍ତ ନାବାଳିକାଙ୍କ କିଛି ଅ-ଶ୍ଳୀ-ଳ ଭି-ଡି-ଓ ଆସିଥିଲା ।

ଆଉ ଏବେ ଭା-ଇ-ରା-ଲ ହେବାରେ ଲାଗିଛି ଏହି ଭିଡିଓ ସବୁ । ଆଜିକୁ ପ୍ରାୟ ତିନି ମାସ ପୂର୍ବରୁ ଝିଅ ନି-ଖୋ-ଜ ଥିବା ନେଇ ଅ-ଭି-ଯୋ-ଗ କରିଥିଲେ ପରିବାର ଲୋକେ । ତେବେ ଝିଅର ଭା-ଇ-ରା-ଲ ଭି-ଡି-ଓ-କୁ ନେଇ ନାବାଳିକାଙ୍କ ସହିତ ପୁରଡ଼ିହି ଗ୍ରାମର ଜଣେ ଯୁବକ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ଭା-ଇ-ରା-ଲ ଭି-ଡି-ଓ ଏବଂ ଝିଅ ନି-ଖୋ-ଜ ଥିବା ନେଇ ଥା-ନା-ରେ ଲି-ଖି-ତ ଅ-ଭି-ଯୋ-ଗ ହୋଇଥିଲେ ସୁଦ୍ଧା ପୋ-ଲି-ସ ଏବେ ପର୍ଯ୍ୟନ୍ତ କାହାକୁ ମଧ୍ୟ ଗି-ର-ଫ କରିପାରି ନାହିଁ ।

ଉକ୍ତ ଭା-ଇ-ରା-ଲ ଭି-ଡି-ଓ-ରେ ଥିବା ଯୁବକଙ୍କୁ ପୋଲିସ ଖୋଜି ପାଇ ନଥିବା ବେଳେ ଏବେ ଏହାକୁ ନେଇ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର । କେବଳ ଭି-ଡି-ଓ ଭା-ଇ-ରା-ଲ କରିବା ନୁହେଁ ବରଂ ନାବାଳିକାଙ୍କ ପରିବାର ଲୋକଙ୍କୁ ଏହି ଭି-ଡି-ଓ ସବୁ ପଠାଇବା ସହ ଆଗକୁ ଅନେକ କିଛି କରିବେ ବୋଲି ଧ-ମ-କ ଦେଇଛି ଯୁବକ । ଏନେଇ ପୁରା ଘଟଣାର ତ-ଦ-ନ୍ତ ଆରମ୍ଭ କରିଛି ପୋ-ଲି-ସ ।

ନାବାଳିକାଙ୍କ ଘରଲୋକେ ଝିଅକୁ ଖୋଜି ଖୋଜି ନୟାନ୍ତ ହେବା ସହ ଏଥିପାଇଁ ଉଚ୍ଚ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି । ତେବେ ଏସପିଙ୍କ ପାଖେ ଅ-ଭି-ଯୋ-ଗ ଜଣାଇବାର କିଛି ଦିନ ପରେ ନାବାଳିକାଙ୍କ ଘରକୁ କିଛି ପୋଲିସ ଆସି ତାଙ୍କୁ ଥା-ନା-କୁ ଡାକିନେଇଥିଲେ ଓ ସାର ଡକାଇଛନ୍ତି ବୋଲି କହିଥିଲେ । ସେମାନେ ଥା-ନା-କୁ ଯାଇ କିଛି କାଗଜପତ୍ରରେ ଦସ୍ତଖତ କରିବା ପରେ ଘରକୁ ପଠାଇ ଦେଇଥିଲେ ବୋଲି କହିଛନ୍ତି ନାବାଳିକାଙ୍କ ମାଆ ।

ତେବେ ନାବାଳିକାଙ୍କ ମାଆ ଝିଅ ପାଇଁ ଚିନ୍ତିତ ହୋଇ ପଡିଛନ୍ତି ଓ ଝିଅ ଜୀବନ ପ୍ରତି ବି-ପ-ଦ ଥିବାରୁ ତାଙ୍କୁ ପୋଲିସ ଶୀଘ୍ର ଖୋଜି ଆଣୁ ଓ ଉକ୍ତ ଯୁବକଙ୍କୁ ଉଚିତ ଶା-ସ୍ତି ମିଳୁ ବୋଲି ନାବାଳିକାଙ୍କ ମାଆ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।