ଜିଓର ଧମାକା, ଏହି ପ୍ଳାନରେ ୧୧ମାସ ପର୍ଯ୍ୟନ୍ତ ଫ୍ରୀ କଲିଙ୍ଗ ସହିତ ମିଳୁଛି ଡେଲି ୧.୫ ଜିବି ଡାଟା

କରୋନା ଭାଇରସ କାରଣରୁ ଦେଶରେ ଲକଡାଉନ ଲାଗୁ ଅଛି । ଏମିତିରେ ଲୋକମାନେ ଘରେ ବସି ମୋବାଇଲ କିମ୍ବା ଟିଭି ଦେଖୁଛନ୍ତି । ଏହା ସହିତ କେତେକ ଲୋକମାନେ ଘରେ ବସି ୱର୍କ ଫ୍ରମ ହୋମ ମଧ୍ୟ କରୁଛନ୍ତି । ଏମିତିରେ ଇଣ୍ଟର୍ନେଟ ବି ଅଧିକ ଦରକାର ହୋଇଥାଏ । ଏମିତିରେ ଯଦି ଆପଣ ଲକଡାଉନରେ ଘରେ ବସିଛନ୍ତି ଓ ଏହି ସମୟରେ ଯଦି ଆପଣଙ୍କୁ ଏକ ଭଲ ଡାଟା ପ୍ଳାନ ଦରକାର ତେବେ ଆପଣ ଜିଓ ରିଚାର୍ଜ କରି ପାରିବେ । କାରଣର ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜିଓ କମ୍ପାନୀ ଏକ ଭଲ ପ୍ଳାନ ବାହାର କରିଛି । ଏହି ପ୍ଲାନରେ ଆପଣଙ୍କୁ ୧୧ ମାସ ପର୍ଯ୍ୟନ୍ତ ଅନଲିମିଟେଡ କଲିଂଗର ସୁବିଧା ସହିତ ସବୁଦିନ ୧.୫ ଜିବିର ଡାଟା ବି ମିଳିବ । ଏହା ସହିତ ୧୦୦ ଏସଏମଏସର ସର୍ବିସ ବି ମିଳିବ ।

ଜିଓର ୨୧୨୧ ଟଙ୍କା ବାଲା ପ୍ଳାନ

ଜିଓ ଲୋକମାନଙ୍କ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏକ ଭଲ ପ୍ଳାନ ଆଣିଛି । ପ୍ରଥମେ ଜିଓର ୨୧୨୧ ଟଙ୍କା ପ୍ଲାନର ବିଷୟରେ ଆପଣଙ୍କୁ କହିଦେଉଛୁ । ଏହି ପ୍ଳାନରେ ୟୁଜରମାନଙ୍କୁ ସବୁଦିନ ୧.୫ ଜିବି ଡାଟା ମିଳିବ । ଏହା ସହିତ ଏହାର ବୈଧତା ୩୩୬ ଦିନ ଅଟେ । ଯେଉଁଥିରେ ଆପଣଙ୍କୁ ଜିଓ ଟୁ ଜିଓ ଅନଲିମିଟେଡ କଲିଂଗର ସୁବିଧା ବି ମିଳିବ । ଏହା ସହିତ ଦ୍ଵିତୀୟ ନେଟୱାର୍କର ୟୁଜରମାନଙ୍କୁ ୧୨୦୦୦ ମିନିଟର ନନ ଜିଓ FUP ମିଳିବ । ଏହା ସହିତ ଆପଣଙ୍କୁ ସବୁଦିନ ୧୦୦ SMSର ସୁବିଧା ବି ମିଳିବ ।

ଜିୟର ୪୯୯୯ ଟଙ୍କା ବାଲା ପ୍ଳାନ

ଯଦି ଜିଓର ଲଗ ଟର୍ମ ପ୍ଲାନ ବିଷୟରେ କହିବା ତ ୪୯୯୯ ଟଙ୍କା ବାଲା ପ୍ଳାନ ସବୁଠୁ ଭଲ ଅଟେ । ଏହି ପ୍ଲାନରେ ୟୁଜରମାନଙ୍କୁ ୩୬୦ ଦିନର ବୈଧତା ସହିତ ୩୫୦ ଜିବି ଡାଟା ମିଳିଥାଏ । ଅନ୍ୟ ପଟେ ଜିଓ ଟୁ ଜିଓ ଅନଲିମିଟେଡ କଲିଂଗର ସୁବିଧା ବି ମିଳିବ । ଅନ୍ୟ ନେଟୱାର୍କକୁ ଫୋନ କରିବା ପାଇଁ ଆପଣଙ୍କୁ ୧୨୦୦୦ ମିନିଟ ନନ ଜିଓ FUP ମିଳିବ । ଏହି ପ୍ଳାନ ସହିତ ସବୁଦିନ ୧୦୦ ଏସଏମଏସର ସୁବିଧା ବି ଅଛି ।

ଜିଓର ୧୨୯୯ ଟଙ୍କା ବାଲା ପ୍ଳାନ

ଯଦି ୧୨୯୯ ବାଲା ପ୍ଳାନ ବିଷୟରେ କଥାବାର୍ତ୍ତା କରିବା ତେବେ ଏହି ପ୍ଳାନ ୩୩୬ ଦିନର ଅଟେ । ଅନ୍ୟ ପଟେ ଏହି ପ୍ଳାନରେ ୟୁଜରମାନଙ୍କୁ ୨୪ ଜିବି ଡାଟା ମିଳିବ । ଏହି ପ୍ଳାନ ସହିତ ଜିଓ ଟୁ ଜିଓ ଅନଲିମିଟେଡ କଲିଂଗ ସହିତ ସବୁଦିନ ୧୦୦ ଏସଏମଏସ ଫ୍ରୀ ଅଛି । ଅନ୍ୟ ନେଟୱାର୍କକୁ ଫୋନ କରିବା ପାଇଁ ୧୨୦୦୦ ମିନିଟ ମିଳିବ । ଜିଓର ଲଗ ଟର୍ମ ପ୍ଲାନ ସହିତ ଜିଓର ସମସ୍ତ ଏପର ସବ୍ସକ୍ରିପ୍ଶନ ବି ଫ୍ରୀ ମିଳିବ ।

ଜିଓର ୫୯୯ ଟଙ୍କା ବାଲା ପ୍ଳାନ

ଜିଓ ବର୍ତ୍ତମାନ ହିଁ ୮୪ ଦିନର ବୈଧତା ସହିତ ୫୯୯ ଟଙ୍କା ବାଲା ପ୍ଳାନ ବାହାର କରିଛି । ଏହି ପ୍ଲାନାରେ ୟୁଜରମନଙ୍କୁ ସବୁଦିନ ୨ ଜିବି ଡାଟା ସହିତ ଜିଓ ଟୁ ଜିଓ ଅନଲିମିଟେଡ ଫୋନ କରିବାର ସୁବିଧା ଅଛି । ନନ ଜିଓ ନେଟୱାର୍କ ସହିତ ୩୦୦୦ ମିନିଟର FUP ବି ମିଳିବ । ଏହା ଛଡା ଜିଓର ୫୫୫ ଟଙ୍କା ବାଲା ପ୍ଳାନରେ ୟୁଜରମାନଙ୍କୁ ୮୪ ଦିନର ବୈଧତା ସହିତ ସବୁଦିନ ୧.୫ ଜିବି ଡାଟାର ସୁବିଧା ଅଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।