ଆଜି କାଲିର ଯୁବାପିଢୀଙ୍କ ଗୋଟିଏ ହିଁ ସ୍ବପ୍ନ କି ସେମାନେ କେମିତି ଭଲ ପାଠ ପଢି IAS ଓ IPS ଅଫିସର ହେବେ । କିନ୍ତୁ IAS ଓ IPS ଅଫିସର ହେବା ଏତେ ସହଜ ନୁହଁ ଏଥିପାଇଁ ବହୁତ ପରିଶ୍ରମ ଓ ବହୁତ ପରୀକ୍ଷା ଦେବାକୁ ପଡିଥାଏ । IAS ଓ IPS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ ଓ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି UPSC ଦେଶର ସବୁଠୁ କଠିନ ପରୀକ୍ଷା ଅଟେ ।
ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଣ୍ଟରଭିୟୁ ପାସ କରିବା ଆହୁରି କଠିନ ଅଟେ । IAS ଓ IPS ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି କିନ୍ତୁ ଆମେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନ ଓ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।
୧ . ପୃଥିବୀ ରେ ଏମିତି କେଉଁ ପକ୍ଷୀ ଅଛି ଯିଏ ବାଘ ପରି ଗର୍ଜନ କରିଥାଏ ଓ ସେ କେଉଁଠାରେ ଦେଖା ଯାଇଥାଏ ?
ଉତ୍ତର – ବିଟର୍ନ ପକ୍ଷୀ (ଦକ୍ଷିଣ ଆମେରିକା) ।
୨ . ବିଶ୍ୱ ରେ କଳା ରଙ୍ଗର ହଂସ କେଉଁ ଦେଶରେ ଦେଖିବାକୁ ମିଳେ ?
ଉତ୍ତର – ଅଷ୍ଟ୍ରେଲିଆ ରେ ।
୩ . କେଉଁ ପକ୍ଷୀ ର ୯ ପ୍ରକାର ରଙ୍ଗର ଡେଣା ଅଛି ଓ ତାହା କେଉଁଠାରେ ଦେଖିବାକୁ ମିଳିଥାଏ ?
ଉତ୍ତର – ପିତ୍ତା ପକ୍ଷୀ (ଅଷ୍ଟ୍ରେଲିଆ) ।
୪ . ଇଂରେଜ ମାନଙ୍କର ଏମିତି କେଉଁ ଶବ୍ଦ ଅଛି ଯାହା ୧୦ କିଲୋମିଟର ଲମ୍ବା ହୋଇଥାଏ ?
ଉତ୍ତର – ମିଲ ।
୫ . ଦୁନିଆ ରେ ସର୍ବପ୍ରଥମେ କେଉଁ ଠାରେ ବ୍ୟାଙ୍କ ସେବା ଆରମ୍ଭ କରାଯାଇଥିଲା ?
ଉତ୍ତର – ଇଟାଲୀ ଦେଶରେ ।
୬ . ବିଶ୍ୱ ରେ ସବୁଠାରୁ ବେଶୀ କଥା କହୁଥିବା ପକ୍ଷୀ ର ନାମ କଣ ?
ଉତ୍ତର – ପ୍ରଡୁଲ ନାମକ ମନୁଷ୍ୟ ଶୁଆ ।
୭ . କେଉଁ ଦେଶରେ ସୂର୍ଯ୍ୟ ରାତି ୧୨ ଟା ରେ ଅସ୍ତ ହୋଇଥାନ୍ତି ?
ଉତ୍ତର – ଆଇସଲ୍ୟାଣ୍ଡ ।
୮ . କେଉଁ ଗ୍ୟାସ କାରଣ ରୁ ରୁଟି ଫୁଲି ଥାଏ ?
ଉତ୍ତର – କାର୍ବନ ଡାଇଅକ୍ସଇଡ଼ ।
୯ . କେଉଁ ଦେଶ ର ଲୋକମାନେ ସବୁଠାରୁ ବେଶୀ ସିଗାରେଟ ସେବନ କରିଥାନ୍ତି ?
ଉତ୍ତର – ଭାରତ ଦେଶ ରେ ।
୧୦ . ପୃଥିବୀ ରେ ମୋଟ କେତୋଟି ମହାସାଗର ଅଛି ?
ଉତ୍ତର – ପାଞ୍ଚଟି ମହାସାଗର ।
୧୧ . ଏମିତି କେଉଁ ଦିନ ଅଛି ଯାହା ଚାରି ବର୍ଷ ରେ ଥରେ ଆସିଥାଏ ?
ଉତ୍ତର – ୨୯ ଫେବୃଆରୀ ।
୧୨ . ଦୁନିଆ ରେ ସବୁଠାରୁ ଅଧିକ କଦଳୀ ଉତ୍ପାଦନ କେଉଁ ଦେଶ ରେ ହୋଇଥାଏ ?
ଉତ୍ତର – ଭାରତ ଦେଶରେ ।
୧୩ . ସର୍ବ ପ୍ରଥମେ ଦିଆସିଲି ର ଉଦ୍ଭାବନ କିଏ କରିଥିଲେ ?
ଉତ୍ତର – ଜନ ୱଲକର ।
୧୪ . ଦୁନିଆ ର ସବୁଠାରୁ ବଡ଼ ବିଦ୍ୟାଳୟ କେଉଁ ସହରରେ ଅବସ୍ଥିତ ?
ଉତ୍ତର – ଲକ୍ଷନୌ ।
୧୫ . ପ୍ରଥମ ବିଶ୍ୱ ଯୁଦ୍ଧ ରେ କେତୋଟି ଦେଶ ଭାଗ ନେଇଥିଲେ ?
ଉତ୍ତର – ୧୦୦ଦେଶ ।
୧୬ . ଭାରତ ରେ ପିନ କୋଡ଼ ବ୍ୟବସ୍ଥା କେବେଠାରୁ ଆରମ୍ଭ ହୋଇଥିଲା ?
ଉତ୍ତର – ୧୯୭୨ ରୁ ।
୧୭ . ଦୁନିଆ ରେ ସର୍ବ ପ୍ରଥମେ ପ୍ଲାଷ୍ଟିକ ନୋଟ କେବେ ଛପା ଯାଇଥିଲା ?
ଉତ୍ତର – ୧୯୮୮ ରେ ।
୧୮ . ଭାରତ ର ବିହାର ରାଜ୍ୟର ପୁରାତନ ନାମ କଣ ଥିଲା ?
ଉତ୍ତର – ମଗଧ ।
୧୯ . ଦୁନିଆ ରେ ସବୁଠାରୁ ଅଧିକ କେଉଁ ଦେଶ ରେ ଗରମ ହୋଇଥାଏ ?
ଉତ୍ତର – ଲିବିୟା ଦେଶ ।
୨୦ . ଭାରତ ର କେଉଁ ସ୍ଥାନ ରେ ମୂଷା ମାନଙ୍କର ମନ୍ଦିର ଅଛି ?
ଉତ୍ତର – ରାଜସ୍ଥାନ ର ବିକାନୀର ।
୨୧ . ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ କମ ଅପରାଧ ହୋଇଥାଏ ?
ଉତ୍ତର – ଆନ୍ଧ୍ରପ୍ରଦେଶ ।
୨୨ . କେଉଁ ବ୍ଲଡ଼ ଗ୍ରୁପ ର ଲୋକ ମାନଙ୍କୁ ମଶା ଆଦୌ କାମୁଡି ନ ଥାଏ ?
ଉତ୍ତର – ଏ ପଜିଟିଭ ।
୨୩ . କେଉଁ ଜୀବ ନିଜ ଆଖି ଖୋଲି କରି ଶୋଇଥାଏ ?
ଉତ୍ତର – ସାପ ।
୨୪ . ହଳଦୀର ହଳଦିଆ ରଙ୍ଗ କେଉଁ କାରଣ ରୁ ହୋଇଥାଏ ?
ଉତ୍ତର – କୁଲକୁମିନ କାରଣରୁ ।
୨୫ . ତାହା କଣ ଯାହା ଗୋଟେ ଝିଅ ପାଖରେ ବିବାହ ପୂର୍ବରୁ ଥାଏ ଓ ପରେ ମଧ୍ୟ ଥାଏ କିନ୍ତୁ ବିବାହ ଦିନ ନ ଥାଏ ?
ଉତ୍ତର – ସରନେମ