ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଝିଅଟିର ଏହି ଭିଡିଓ, ସେ ଯାହା କହୁଛି ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି ! ଦେଖନ୍ତୁ Video

ଗତକାଲି ରାତିରେ ଅଚାନକ ଭୁବନେଶ୍ଵରର ଏକ ସାହି ମଧ୍ୟରେ ଜଣେ ଯୁବତୀ ମଅଦ ପିଇ ହଙ୍ଗମା କରୁଥିଲେ । ଯେତେବେଳେ କିଛି ମିଡିଆ କର୍ମୀ ତାଙ୍କୁ ଏହାର କାରଣ ପଚାରିଲେ ତେବେ ସେ ଯାହା ସବୁ କହିଲେ ସେଠି ଥିବା ସବୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି ଯୁବତୀ ଜଣକ ମଅଦ ନିଶା କରିଥିଲେ ଓ ସେ ନିଜକୁ ସମ୍ଭାଳି ପାରୁ ନ ଥିଲେ । କିନ୍ତୁ ସେ ଆଖପାଖରେ ଛିଡା ହୋଇଥିବା ଲୋକମାନଙ୍କୁ ଘରକୁ ଯିବା ପାଇଁ କହୁଥିଲେ ।

ଯୁବତୀ ଜଣକ କାନ୍ଦି କାନ୍ଦି ଗଣମାଧ୍ୟମକୁ କହୁଛନ୍ତି କି ମୋ ସ୍ଵାମୀ ସହିତ ମୋର ଝଗଡା ହୋଇଛି । ସେ ମୋତେ ଜବରଦସ୍ତି ଉଠାଇ ଆଣି କାର୍ଗିଲ ବସ୍ତି ପାଖରେ ମଅଦ ପିଇବାକୁ ଦେଲେ । ଯୁବତୀ ଜଣକ ଯାହା କହିଲେ ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ କି ମୁଁ ପିଲାଦିନୁ ମଅଦ ପିଉଥିଲି । ସାଙ୍ଗମାନଙ୍କ ସହ ମଅଦ ପିଉଥିଲି ।

ମୁଁ ପଟିଆରେ ଗୋଟିଏ ଚିଙ୍ଗୁଡି କମ୍ପାନୀରେ ଚାକିରି କରୁଥିଲି ଓ ଖାଇ ପିଇ ଦଶ ହଜାର ଟଙ୍କା ପାଉ ଥିଲି । ମୋ ବୋଉ ମୋତେ ୩୦ ହଜାର ଟଙ୍କା ମାଗିଲେ । ମୁଁ ଦେଇ ଦେଲି । ଏମିତିରେ ମୋ ପାଖରେ ଆଉ କିଛି ଟଙ୍କା ନ ଥିଲା । କମ୍ପାନୀର ସାର ମୋତେ ୩୦୦୦ ଟଙ୍କା ଦେଲେ । ସାର ମୋତେ ବହୁତ ସାହାର୍ଯ୍ୟ କରିଛନ୍ତି । ମୁଁ ମୋ ଗାଁର ଟୋକାକୁ ଭଲ ପାଇଥିଲି ।

କିନ୍ତୁ ସେ ମୋ ଜୀବନ ସହିତ ଖେଳିଲେ । ମୋତେ ବହୁତ ସ୍ଵପ୍ନ ଦେଖାଇଲେ କିନ୍ତୁ ଶେଷରେ କହିଲେ କି ମୁଁ ତୁମକୁ ଭଲ ପାଉ ନ ଥିଲି । ମୁଁ ନବମ କ୍ଳାସରେ ପଢୁଥିଲି ସେହି ସମୟରେ ମୋ ସହିତ ବହୁତ କିଛି ଘଟିଛି । କିନ୍ତୁ ମୋତେ ଧୋଖା ଦେଇ ଚାଲି ଗଲେ ।

ଆଜିର ଅବସ୍ଥାକୁ ନେଇ ଯେତେବେଳେ ମିଡିଆ କର୍ମୀ ତାଙ୍କୁ ପ୍ରଶ୍ନ କରିଲେ ତେବେ ସେ କହିଲେ କି ମୋ ଶାଶୁ ଗୋଟିଏ ପାଗେଳି । ସେ ମୋତେ ଭାଷା ଅଭାଷା କହି ଗାଳି କରନ୍ତି । ମୁଁ ଗୋଟିଏ ଭଲ ଝିଅ । ଯୁବତୀ ଜଣକ କହିଲେ କି ଆମ ଘର କେନ୍ଦୁଝର, ଗାଁ ହେଉଛି ବିନ୍ଦା, ଥାନା ପନାପଡା । ମୁଁ ବ୍ରାହ୍ମଣ ଘରର ଝିଅ ।