ଓଡ଼ିଆ ହିରୋ ମାନଙ୍କ ଭାଇ ମାନଙ୍କୁ ଆଗରୁ କେବେ ବି ଦେଖି ନଥିବେ, ଦେଖନ୍ତୁ କେଉଁ ହୀରୋ ଙ୍କ ଭାଇ ସବୁଠୁ ଅଧିକ ଅଧିକ ହ୍ୟାଣ୍ଡସମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ଅଭିନେତା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ଦେଖିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ମାନଙ୍କୁ ତ ଦେଖିଥିବେ କିନ୍ତୁ କଣ ଆପଣ ମାନେ ଏହି ଅଭିନେତା ମାନଙ୍କ ରିଅଲ ଲାଇଫ ଭାଇ ଙ୍କୁ ଦେଖିଛନ୍ତି? ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଙ୍କ ଭାଇ ମାନଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଅନୁଭବ- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅନୁଭବ ମହାନ୍ତି । ଏହି ଅଭିନେତା ଙ୍କ ଭାଇ ଙ୍କ ନାମ ହେଉଛି ଅନୁପ୍ରାସ ମହାନ୍ତି । ଅନୁଭବ ଏବଂ ତାଙ୍କ ଭାଇ ଅନୁପ୍ରାସ ବର୍ତ୍ତମାନ ଏକାଠି ରହୁଛନ୍ତି ଏବଂ ଅନୁପ୍ରାସ ଜଣେ ବିଜନେସ ମ୍ୟାନ୍ ଅଟନ୍ତି ।

୨. ଜ୍ୟୋତି- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ଜ୍ୟୋତି । ଜ୍ୟୋତି ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିବାର ଦେଖିଥିବେ । ତେବେ ଜ୍ୟୋତି ଙ୍କ ସାନ ଭାଇ ଜଣେ ଇଞ୍ଜିନିୟର ଅଟନ୍ତି ।

୩. ସମ୍ବିତ- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସମ୍ବିତ ଆଚାର୍ଯ୍ୟ । ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ହିରୋ ଭୂମିକା ରେ ଦେଖିଥିବେ । ତେବେ ଏହି ଅଭିନେତା ଙ୍କ ଭାଇ ହେଉଛନ୍ତି ଜଣେ ବିଜନେସ ମ୍ୟାନ୍ ।

୪. ଅମ୍ଳାନ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ମିହିର ଦାସ ଙ୍କ ପୁଅ ଅମ୍ଳାନ ଦାସ । ଆପଣ ମାନେ ଅମ୍ଳାନ ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିବାର ଦେଖିଥିବେ । ତେବେ ଅମ୍ଳାନ ଙ୍କ ଭାଇ ଙ୍କୁ ଆପଣ ମାନେ ଏହି ଫ୍ୟାମିଲି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।

୫. ଅରିନ୍ଦମ- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଅରିନ୍ଦମ । ଏହି ଅଭିନେତା ଙ୍କ ଅନେକ ଓଡ଼ିଆ ଫିଲ୍ମ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଏହି ଫଟୋ ମାଧ୍ୟମରେ ଆପଣ ମାନେ ଏହି ଅଭିନେତା ଙ୍କ ଭାଇ ଓ ଭଉଣୀ ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ ।

୬. ସବ୍ୟସାଚୀ- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତା ସବ୍ୟସାଚୀ । ଏହି ଅଭିନେତା ଙ୍କ ଜବରଦସ୍ତ ଅଭିନୟ କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଏହି ଫଟୋ ରେ ସବ୍ୟସାଚୀ ଙ୍କ ସହିତ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାଙ୍କ ଭାଇ । ଯାହାଙ୍କୁ ହୁଏତ ଆପଣ ମାନେ ଆଗରୁ କେବେବି ଦେଖି ନଥିବେ ।

୭. ଦୀପକ- ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଦୀପକ । ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ଏବଂ ରିଆଲିଟି ସୋ ରେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଦୀପକ ଙ୍କ ଏହି ଫ୍ୟାମିଲି ଫଟୋ ରେ ଆପଣ ମାନେ ତାଙ୍କ ଭାଇ ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ଦୀପକ ଙ୍କ ଭାଇ ଜଣେ ବିଜନେସ ମ୍ୟାନ୍ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।