ଆଜିର ରାଶିଫଳ, 20 ଜାନୁୟାରୀ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଜାନୁୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ମାତା ପିତାଙ୍କ ସହାୟତା ମିଳିବା ଦ୍ଵାରା ଅନେକ ସମସ୍ୟାରୁ ମୁକ୍ତି ପାଇବେ । ସନ୍ତାନ ମନାଙ୍କୁ ନେଇ ଆପଣ ଚିନ୍ତିତ ରହିବେ । ଅଯଥାରେ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ । ତେଣୁ ନିଜର ଟଙ୍କା ପଇସା ପ୍ରତି ଧ୍ୟାନ ରଖନ୍ତୁ । ଆପଣଙ୍କୁ ଭରପୁର ଊର୍ଜା ଓ ସାକାରାତ୍ମକ ଉଶ୍ଚାହ ପରିଣାମ ଦେଖିବାକୁ ମିଳିବ । ଆପଣ ନିଜ ମନ କଥା ଅନ୍ୟକୁ କହିବା ପାଇଁ ଚିନ୍ତା କରିବେ । ଆପଣ ନୂଆ ବେପାର ଆରମ୍ଭ କରିବା ପାଇଁ ପ୍ଳାନ କରିବେ ।

ବୃଷ ରାଶି : ଆଜି ଆପଣ ଜୀବନରେ ତୀବ୍ର ଗତିରେ ପ୍ରଗତି କରି ନିଜର ସ୍ଵତନ୍ତ୍ର ପରିଚୟ ସ୍ଥାପନ କରିବେ । ଅଚାନକ ଧନ ଲାଭ ହେବ । ଆଜି ଆପଣ ବେପାର ବାଣିଜ୍ୟକୁ ନେଇ କିଛି ନୂଆ ଯୋଜନା ଆରମ୍ଭ କରିବେ । ଯେଉଁ ମାନଙ୍କର ବିବାହ ହେଉ ନ ଥିଲା ସେମାନଙ୍କର ବହୁତ ଜଲ୍ଦି ବିବାହ ହେବାକାଉ ଯାଉଛି । ସେୟାର ବଜାରରେ ଆପଣ ଟଙ୍କା ନିବେଶ କରିବବେ । ଆପଣ କ୍ଯାରିୟର କ୍ଷେତ୍ର ରେ ଉଚ୍ଚ ସ୍ତରରେ ପ୍ରଗତି କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ମିଥୁନ ରାଶି : ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନଙ୍କୁ ନୂଆ ଦାୟିତ୍ଵ ମିଳିବା ସହ ଆର୍ଥିକ ଲାଭ ହେବ । ଆଜି ଆପଣଙ୍କର ଦିନ ଟି ହସ ଖୁସିରେ ରହିବ । କାରଣ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ଖୁସି ଦେବା ପାଇଁ ଚେଷ୍ଟା କରିବବେ । ଆଜି ଆପଣଙ୍କୁ କିଛି ଅଲଗା ପ୍ରକରାର ଅନୁଭୂତି ଅନୁଭବ ହେବ । ଆପଣ ଯେ କୌଣସି କାମ ପୁରା କରିବା ପାଇଁ ଯେତେ ଚେଷ୍ଟା କରିବେ ସେତେ ସଫଳ ହେବେ । ଲମ୍ବା ସମୟରେ ଆପଣ ଚାକିରି ଅପେକ୍ଷା ରେ ଥିଲେ ଆପଣଙ୍କୁ ନୂଆ ଚାକିରି ମିଳିପାରେ ।

କର୍କଟ ରାଶି : କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ଆଜି ଦିନ ଟି ଉତ୍ତମ ରହିବ । ଏହାର ଭରପୁର ଫାଇଦା ଆପଣ ଉଠାଇବେ । କୌଣସି ଶିକ୍ଷିତ ଲୋକଙ୍କ ଠାରୁ ଆପଣ ବେପାର ସମ୍ବଧୀୟ କିଛି କଥା ଶିକ୍ଷା ଲାଭ କରିବେ । ଟଙ୍କା ନିବେଶ କରିବା ପାଇଁ କୌଣସି ଯୋଜନା କରନ୍ତୁ ନାହି । ନିଜର ବାଣୀ ଉପରେ କାବୁ ରଖନ୍ତୁ । ଆପଣଙ୍କ ବିବାହକୁ ନେଇ ମାତା ପିତା ଚିନ୍ତା କରିବେ । ଆଜି ଆପଣ କୌଣସି ବଡ ସମାରୋହରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନ ଗ୍ରହଣ କରିବେ ।

ସିଂହ ରାଶି : ଆଜି ଆପଣଙ୍କୁ ଅଚାନକ ଧନ ଲାଭ ହେବ । ମିତ୍ରା ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣଙ୍କୁ ଆପଣଙ୍କର ପ୍ରତିଭା ଦେଖାଇବାର ନୂଆ ଅବସର ପ୍ରାପ୍ତ ହେବ । ଅନ୍ୟ ମାନଙ୍କ ପ୍ରତି ଆପଣଙ୍କର ଭାବନା ଅଲଗା ରହିବ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ ।

କନ୍ୟା ରାଶି : ଆର୍ଥିକ ଯୋଜନାରେ ଥିବା ସବୁ ବାଧା ଦୂର ହେବ । ଯଦି ଆପଣ ନିଜ ଜୀବନ ସତାହି ଙ୍କ ଠାରୁ ସ୍ନେହ ଶ୍ରଦ୍ଧାର ଆଶା ରଖିଥାନ୍ତି ତେବେ ତାହା ନିଶ୍ଚିନ୍ତ ଭାବେ ପୁରା ହେବ । ଦାଂପତ୍ଯ ଜୀବନରେ ମଧୁରତା ରହିବ । ସମାଜରେ ଆପଣଙ୍କର ଖ୍ଯାତି ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ନିଜର ଅଲଗା ପରିଚୟ ସମାଜରେ ସୃଷ୍ଟି କରିବେ । ଆପଣ ନିଜର ସ୍ଵାଭିମାନ କୁ ଅପମାନ ହେଲା ଭଳି କୌଣସି କାମକୁ କରନ୍ତୁ ନାହି । ଘର ପରିବାରେ ତଥା ପରିଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ତୁଳା ରାଶି : ଆପଣଙ୍କର ଲମ୍ବା ସମୟରୁ ଅଟକି ରହିଥିବା କାମ ପୁରା ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । କାମ କାର୍ଯ୍ୟରେ ଆପଣଙ୍କର ନଜରିୟା ଅନ୍ୟ ମାନଙ୍କ ଠାରୁ ଅଲଗା ରହିବ । ଦାଂପତ୍ଯ ଜୀବନରେ ମଧୁରତା ରହିବ । ସ୍ଵାମୀ ସ୍ତ୍ରୀ ଦୁହେଁ ପରସ୍ପର ସହ ଏକାଠି ସମୟ ବିତାଇବେ । ଆପଣ କୌଣସ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ସମ୍ପର୍କରେ ନିବିଡତା ଆସିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଉତ୍ତମ ରହିବ ।

ବିଛା ରାଶି : ଆଜି ଆପଣଙ୍କ ଘରେ କିଛି ଖାସ ସମାରୋହ ଆୟୋଜନ ହେବାର ସମବାବନା ରହିଛି । ଯେଉଁ କାମ ଆପଣ କରିଛନ୍ତି ତାହାର ଶ୍ରେୟ ଆପଣ ନିଶ୍ଚିନ୍ତ ଭାବେ ପାଇବେ । ଆପଣ କଠିନରୁ କଠିନ କାମକୁ ସହଜରେ କରି ପାରିବେ । ନିଜର ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଆପଣ ପୂର୍ବ ଦିନ ମାନଙ୍କରେ ବ୍ୟସ୍ତତା ରେ ରହିଥିଲେ ମଧ୍ୟ ଆଜି ଦିନ ଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସନ୍ତାନ ମାନଙ୍କ ସହ ଆପଣ ଅଧିକ ସମୟ ବିତାଇବେ ।

ଧନୁ ରାଶି : ଆଜି ଆପଣ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । ଲମ୍ବା ସମସ୍ମାୟରୁ ଆପଣଙ୍କର ଯେଉଁ କାମ ଅଟକି ରହିଥିଲା ତାହା ଦୂର ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଦୂର ଜାଗାକୁ ଯିବା ପାଇଁ ପ୍ଳାନ କରିବେ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଧନ ଲାଭ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପୂର୍ବକ ପୁରା କରିବେ ।

ମକର ରାଶି : ଆପଣଙ୍କର ପ୍ରେମ ଜୀବନରେ ଭଲ ସମୟ ବ୍ଯତୀତ ହେବ । ଆପଣଙ୍କର ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । କ୍ଯାରିୟରକୁ ନେଇ ଆପଣ ନୂଆ ଯୋଜନା ପ୍ଳାନ କରିବେ । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର କୌଣସି କ୍ଷେତ୍ର ରୁ ବିବାହ ପ୍ରସ୍ତାବ ଆସିପାରେ । ମାତା ପିତା ଙ୍କ ସହଯୋଗ ପାଇବେ । ଭାଇ ଭଉଣୀ ଙ୍କ ଠାରୁ ଆପଣ ଆର୍ଥିକ ସହାୟତା ପାଇବେ ।

କୁମ୍ଭ ରାଶି : ଆପଣଙ୍କର ବ୍ୟବସାୟରେ ଲାଭ ହେବା ସହ ଚାକିରି କ୍ଷେତ୍ର ରେ ଉନ୍ନତି ହେବାର ସମ୍ଭାବନା ରହିଛି । ଆକସ୍ମିକ ଭାବେ ଖର୍ଚ୍ଚ ବୃଦ୍ଧି ପାଇଁ । ଆପଣ ଭବିଷ୍ୟତରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ଧାର୍ମିକ କାର୍ଯ୍ୟ ରେ ଅଧିକ ରୁଚି ରହିବ । ପରିବାର ଲୋକଙ୍କ ସହ ଆପଣଙ୍କର ଭଲ ସମୟ ରହିବ । ଜୀବନ ସାଥି ଙ୍କ ସହ କୌଣସି ସ୍ଥାନ କୁ ବୁଲିବା ପାଇଁ ଯାଇ ପାରନ୍ତି । ପ୍ରେମ ଜୀବନରେ ଆପଣ ସଫଳ ହେବେ ।

ମୀନ ରାଶି : ଆଜି ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ଭରପୁର ଖୁସି ରହିବ । ଭାଇ ଭଉଣୀ ଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବାର ସମ୍ଭାବନା ରହିଛି । ଘରେ ଚାଲିଥିବା ସବୁ ମନାନ୍ତର ଦୂର ହେବ । ଆପଣଙ୍କ ଉପରେ ନୂଆ ଦାୟିତ୍ଵ ବଢିପାରେ । ବ୍ୟବସାୟରେ ଅଧିକ ଧନ ଲାଭ ହେବ । ଚାକିରି କରିଥିବା ବ୍ୟକ୍ତିଙ୍କର ଉନ୍ନତି ହେବ । ସମାଜରେ ଆପଣଙ୍କର ଖ୍ଯାତି ବୃଦ୍ଧି ହେବ । ଧାର୍ମିକ ସ୍ଥାନ କୁ ଯାତ୍ରା କରି ପାରନ୍ତି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।