ଦେଖନ୍ତୁ ଭିଡିଓ : ଝିଅକୁ ଦେଖି ସିମ୍ପାଜି ହରାଇଲା ନିଜର ହୋସ, ଦେଖନ୍ତୁ କଣ କରିଲା ସେ

ପୃଥିବୀରେ ବିଭିନ୍ନ ପ୍ରକାରର ଜୀବ ଅଛନ୍ତି । କିନ୍ତୁ ଯଦି ଚିନ୍ତା କରିବା ଓ ବୁଝିବା କ୍ଷମତା ବିଷୟରେ କୁହାଯାଏ ତେବେ ଏମିତି ଗୋଟିଏ ଜୀବ ଅଛି ଯିଏକି ବୁଦ୍ଧି ମାମଲାରେ ମାନବ ପରେ ଦ୍ଵିତୀୟ ଶ୍ରେଣୀରେ ଆସିଥାଏ । ସେହି ଜୀବକୁ ଆମେ ସିମ୍ପାଜି ନାମରେ ଜାଣିଛୁ । ବର୍ତ୍ତମାନ କହିବାକୁ ଗଲେ ଏହି ଜୀବର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସିମ୍ପାଜିର କାମକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ଗୋଟିଏ ଝିଅ ଓ ସିମ୍ପାଜି ଦେଖା ଯାଉଛନ୍ତି ।

ଏହି ଭିଡିଓରେ ଜଣେ ଝିଅ ନିଜ ସାଥିମାନଙ୍କ ସହ ଏକ ଜଙ୍ଗଲକୁ ଯାଇଛନ୍ତି, ଯାହା ପରେ ସେମାନଙ୍କୁ ଏକ ସିମ୍ପାଜି ଦେଖାଗଲା । ଏହା ପରେ ଝିଅଟିକୁ ସେହି ସିମ୍ପାଜି ଭଲ ଲାଗିଲା ଓ ସେ ତାହା ପାଖରେ ବସି ପଡିଲା । ସିମ୍ପାଜିକୁ ଦେଖି ଲାଗୁଥିଲା କି ଯେମିତି ସେ ବି ତା’କୁ ଅପେକ୍ଷା କରିଥିଲା ଓ ସିମ୍ପାଜିକୁ ବି ସେହି ଝିଅ ସହିତ ପ୍ରେମ ହୋଇ ଗଲା ।

ଏହା ପରେ ସିମ୍ପାଜି ସଙ୍ଗେ ସଙ୍ଗେ ସେହି ଝିଅର ହାତ ଧରି ନେଲା ଓ ତାହାର ହାତକୁ ଲଗାତାର କିସ କରିବାକୁ ଲାଗିଲା । ଏମିତି ଦେଖି ଲାଗୁଥିଲା କି ଯେମିତି କୌଣସି ପୁଅ ସେହି ଝିଅ ପ୍ରତି ନିଜର ଭଲ ପାଇବା ଦେଖାଉ ଥିଲା । କିନ୍ତୁ ସେହି ଝିଅଟି ବାରମ୍ବାର ଚେଷ୍ଟା କରିବାକୁ ଲାଗିଲା ନିଜ ହାତକୁ ସେହି ସିମ୍ପାଜି ହାତରୁ ବାହାର କରିବା ପାଇଁ କିନ୍ତୁ ସିମ୍ପାଜି ସେହି ଝିଅର ହାତକୁ ଛାଡିଲା ନାହିଁ ।

ଓଲଟା ସିମ୍ପାଜି ଆହୁରି ଜୋରରେ ସେହି ଝିଅର ହାତକୁ ଟାଣି ଟାଣି କିସ କରୁଥିଲା । ଏହି ଭଳି ଦୃଶ୍ୟକୁ ଦେଖି ଝିଅର ସାଥି ମାନେ ସେହି ସିମ୍ପାଜିକୁ ବିଭିନ୍ନ ଖାଇବା ପିଇବା  ଜିନିଷର ଲୋଭ ଦେଖାଇଲେ । ଯାହା ପରେ ସିମ୍ପାଜି ସେହି ଝିଅର ହାତ ଛାଡି ଖାଇବା ଆଡକୁ ଚାଲି ଗଲା ଓ ଖାଇ ବାକୁ ଲାଗିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।