ଇଣ୍ଡଷ୍ଟ୍ରିରୁ ଗାୟବ ହୋଇ ଯାଇଛନ୍ତି ଏହି ୩ ଜଣ ଅଭିନେତ୍ରୀ, ଯେଉଁମାନେ କରି ସାରିଛନ୍ତି ଲକ୍ଷ ଲକ୍ଷ ଲୋକମାନଙ୍କୁ ନିଜର ଦିବାନା, ଦେଖନ୍ତୁ କିଏ

ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସୁନ୍ଦରତା ଓ ଅଭିନୟର ଜଲ୍ବା ଥରେ ଦେଖାଇ ଏହି ବଲୀଉଡ ଦୁନିଆରୁ ନିଜର ସମ୍ପର୍କ କାଟି ଦେଲେ । କହିବାକୁ ଗଲେ କିଛି ଅଭିନେତ୍ରୀ ଏମିତି ନିଜର ବିବାହ ପରେ ତ କିଛି ଅନ୍ୟ କୌଣସି କାରଣରୁ ଫିଲ୍ମି ଦୁନିଆରୁ ଦୂରେଇ ଗଲେ । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ହିଁ ୩ ଜଣ ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ କୌଣସି କାରଣରୁ ବଲୀଉଡରୁ ଦୂରେଇ ଗଲେ । ଏହି ଅଭିନେତ୍ରୀମାନେ କେବେ ସୋସିଆଲ ମିଡିଆ ଜରିଆରେ ତ କେବେ କେବେ ନିଜର ବୟାନ ଓ ଲୁକ ପାଇଁ ଚର୍ଚାରେ ତ ରହିଲେ କିନ୍ତୁ ଫିଲ୍ମରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୂରେଇ ଅଛନ୍ତି ।

ସୁଷ୍ମିତା ସେନ

Image courtesy: Google

ପୂର୍ବ ବିଶ୍ଵ ସୁନ୍ଦରୀ ବଲୀଉଡର ସବୁଠୁ ବୋଲ୍ଡ ଓ ସୁନ୍ଦର ଅଭିନେତ୍ରୀ ସୁଷ୍ମିତା ସେନ ଗତ ୮ ବର୍ଷ ହେବ ବଲୀଉଡର ଫିଲ୍ମ ଜଗତରେ ଗୋଡ ରଖି ନାହାନ୍ତି । କହିଦେଉଛୁ କି ୨୦୧୦ରେ ସୁଷ୍ମିତା ସେନ ବଲୀଉଡରେ ଶେଷଥର ପାଇଁ ଫିଲ୍ମ କରିଥିଲେ । ଏହା ପରେ ସେ ଫିଲ୍ମରେ କେବେ ବି ନଜର ଆସି ନାହାନ୍ତି । ସୁଷ୍ମିତା ସେନ ଫିଲ୍ମରେ ନଜର ଆସନ୍ତି ନାହିଁ କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆ ଜରିଆରେ ନିଜର ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିଥାନ୍ତି ।

ଆୟଶା ଟାକିୟା

Image courtesy: Google

ବଲୀଉଡର ସରଳ ଓ ସୁନ୍ଦର ଅଭିନେତ୍ରୀ ଆୟଶା ଟାକିୟା ବହୁତ କମ ବୟସରେ ହିଁ ଫିଲ୍ମ ଜରିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଗତ ୭ ବର୍ଷ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି । ସେ ଶେଷଥର ପାଇଁ ସଲମାନ ଖାନଙ୍କ ସହିତ ୱାନ୍ଟେଡ ଫିଲ୍ମରେ ନଜର ଆସିଥିଲେ ।

ଅମୀଷା ପଟେଲ

Image courtesy: Google

ବଲୀଉଡରେ ନିଜର ପ୍ରଥମ ଫିଲ୍ମ ‘କହୋ ନା ପ୍ୟାର ହୈ’’ ରୁ ଲୋକପ୍ରିୟତା ହାସଲ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅମୀଷା ପଟେଲ ବଲୀଉଡରୁ ୫ ବର୍ଷ ହେବ ଦୂରେଇ ଅଛନ୍ତି । କହିଦେଉଛୁ କି ଅମୀଷା ପଟେଲ ଶେଷ ଥର ପାଇଁ ୨୦୧୩ରେ ଆସିଥିବା ଫିଲ୍ମ ରେସ – ୨ରେ ଏକ ଛୋଟ ରୋଲ ରେ ନଜର ଆସିଥିଲେ । ଯାହା ପରେ ତାଙ୍କୁ ଆଉ ଫିଲ୍ମରେ କାମ ମିଳିଲା ନାହିଁ । ବର୍ତ୍ତମାନ ଅମୀଷା ପଟେଲ ସୋସିଆଲ ମିଡିଆରେ ନିଜର ଫ୍ୟାନମାନଙ୍କ ସହିତ ଯୋଡି ହୋଇ ରହିଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।