ବନ୍ଧା ହେଲେ ଫେସବୁକ ସୁନ୍ଦରୀ, କାହାକୁ ଡାକ୍ତର ତ କାହାକୁ ବ୍ୟୁଟିସିଆନ ରୂପରେ ଲୋକଙ୍କୁ ଏମିତି ଲଗାଉଥିଲେ ଚୂନା, ଯାହାଙ୍କ ପୁରା କାରନାମା ଶୁଣି ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ଫେ-ସ-ବୁ-କ-ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଫେ-କ ଆ-କା-ଉ-ଣ୍ଟ ଖୋଲୁଥିଲେ ଓ ଯୁବକଙ୍କ ସହ ଚା-ଟିଂ କରି ବଢାଉଥିଲେ ସମ୍ପର୍କ, ଆଉ ବିବାହ ପ୍ରତିଶୃତି ଦେଇ ଲୁ-ଟୁ-ଥି-ଲେ ହଜାର ହଜାର ଟଙ୍କା । ଏହିପରି ଫେ-ସ-ବୁ-କ-ରେ ଆ-କା-ଉ-ଣ୍ଟ ଖୋଲି ଯୁବକଙ୍କୁ ଚୂନ ଲଗାଉଥିଲେ ଏହି ଯୁବତୀ । ଏହିପରି ପ୍ରାୟ ୧୫ ରୁ ଅଧିକ ଯୁବକଙ୍କୁ ଫ-ସା-ଇ ଥିବା ଯୁବତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡାଙ୍କୁ ଆ-ରେ-ଷ୍ଟ କରିଛି ସହିଦ ନଗର ଥାନା ପୋଲିସ । ଯୁବତୀଙ୍କ ଘର ବାଣପୁର ନିକଟସ୍ଥ ନାଚୁଣୀ ଗାଁ ରେ ବୋଲି ଜଣାପଡିଛି ।

ଫେ-ସ-ବୁ-କ-ରେ ଚା-ଟିଂ ବେଳେ ନିଜକୁ ଡାକ୍ତର, ଇଞ୍ଜିନିୟର ଆଦି କହି ଯୁବକ ମାନଙ୍କୁ ନିଜ ପ୍ରେମ ଜା-ଲ-ରେ ଫ-ସା-ଉ ଥିଲେ ଏହି ଯୁବତୀ । କେହି ଯଦି ଭି-ଡି-ଓ କଲ୍ କରିବାକୁ କହୁଥିଲେ ତେବେ ଘରେ ଥିବା ବାହାନା କରି ଭି-ଡି-ଓ କଲ୍ ଉଠାଉ ନଥିଲେ ଏବଂ ଟଙ୍କା ମିଳିଗଲା ପରେ ଆ-କା-ଉ-ଣ୍ଟ ବନ୍ଦ କରି ଦେଉଥିଲେ ଯୁବତୀ ।

ଫେ-ସ-ବୁ-କ-ରେ ଏହିପରି ଖେଳ ଚଲେଇଥିବା ମାଷ୍ଟର ମାଇଣ୍ଡ ଯୁବତୀ ପ୍ରିୟଙ୍କାଙ୍କୁ ଗି-ର-ଫ ପରେ ତାଙ୍କ ପାଖରୁ ନଗଦ ୬୦ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ, ବ୍ଯାଙ୍କ ପାସବୁକ ଓ ଚେକବୁକ ମଧ୍ୟ ଜବତ କରିଛି ସହିଦ ନଗର ପୋଲିସ । ଘଟଣାଟି ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ଯୁବତୀ ଜଣକ ନଗଦ ୬ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ତାଙ୍କୁ ଆଉ ଏହି ଟଙ୍କା ଫେରସ୍ତ କରି ନଥିଲେ ।

ଏହାପରେ ଯୁବକ ଏନେଇ ସହିଦ ନଗର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ମହିଳାଙ୍କୁ ଆ-ରେ-ଷ୍ଟ କରି ପୋଲିସ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଯୁବକ ତାଙ୍କ ପ୍ରତି ଆକର୍ଷିତ ହେବାର ସବୁଠୁ ମୁଖ୍ୟ କାରଣ ହେଉଛି ଯୁବତୀ ଜଣକ ନିଜ ଫେ-ସ-ବୁ-କ ଆ-କା-ଉ-ଣ୍ଟରେ ଅନ୍ୟ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଉଥିଲେ । ସେ ନିଜ ତରଫରୁ ଯୁବକଙ୍କୁ ମେସେଜ କରୁଥିଲେ ଓ ଉତ୍ତର ଆସିବା ପରେ ନିଜ ଅସୁବିଧା କହି ଏବଂ ନିଜକୁ ଡାକ୍ତର ଏବଂ ଇଞ୍ଜିନିୟର କହି ଯୁବକଙ୍କୁ ଫ-ସା-ଉ-ଥିଲେ ।

ତେବେ ଏହି ମାମଲାରେ ସହିଦ ନଗର ପୋଲିସକୁ ନିହାତି ଏକ ବଡ ସଫଳତା ମିଳିଛି । ତେବେ ତାଙ୍କୁ ସଠିକ ଭାବେ ଜେରା କଲେ ଜଣାପଡିବ ଯେବେ ସେ ଆହୁରି କେତେ ଯୁବକଙ୍କୁ ଏହିପରି ଠ-କି-ଛ-ନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଅଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।