ଛୋଟ ପରଦାର ବଡ଼ କଳାକାର ଶ୍ୱେତା ତିୱାରୀ ଭୋଜପୁରୀ ସମେତ ବଲିଉଡ୍ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଛନ୍ତି । ନିଜ ଅଭିନୟ ଦ୍ଵାରା ଦେଶର ଲକ୍ଷ ଲକ୍ଷ ଘରେ ନିଜ ପରିଚୟ ସୃଷ୍ଟି କରି ସାରିଥିବା ଶ୍ୱେତା ତିୱାରୀ ମଧ୍ୟ ଘ-ରୋ-ଇ ହିଂ-ସା-ର ଶି-କା-ର ହୋଇ ସାରିଛନ୍ତି ।
ନିକଟ ଅତୀତରେ ହିଁ ଏକ ସ୍ବତନ୍ତ୍ର ସାକ୍ଷାତକାର ସମୟରେ ନିଜ ଭଙ୍ଗା ବିବାହ ଓ ଘ-ରୋ-ଇ ହିଂ-ସା ଉପରେ ଶ୍ୱେତା ତିୱାରୀ ନିଜ ଦୁଃଖ ବ୍ୟକ୍ତ କରିଥିଲେ । ଶ୍ୱେତାଙ୍କ କହିବା ଅନୁଯାୟୀ ଭୁଲ୍ ବ୍ୟକ୍ତିଙ୍କ ସହ ବିବାହ କରିବା ହେତୁ କେବଳ ତାଙ୍କ ଜୀବନ ନୁହେଁ, ମାତ୍ର ତାଙ୍କ ପିଲାମାନଙ୍କ ଜୀବନ ମଧ୍ୟ ଅନେକ ମାତ୍ରାରେ ବରବାଦ ହୋଇଛି ।
ସେ ନିଜ ଦୁଃଖ ବ୍ୟକ୍ତ କରିବା ସମୟରେ କହିଥିଲେ କି ତାଙ୍କ ଝିଅ ପଲକ୍ ତାଙ୍କୁ ମା-ଡ଼ ଖାଉଥିବା ଅବସ୍ଥାରେ ଦେଖିଛି ଓ ସେହି ସମୟରେ ସେ ମାତ୍ର ୬ ବର୍ଷ ବୟସର ଥିଲା । ଏହି ସବୁ ପରେ ଶ୍ୱେତା ନିଜ ଜୀବନରେ ବଡ଼ ପଦକ୍ଷେପ ନେବାକୁ ନିର୍ଣ୍ଣୟ ନେଇଥିଲେ । କିପରି ଘରକୁ ପୋ-ଲି-ସ ଆସୁଛି, ତାଙ୍କ ମାଆ ପୋ-ଲି-ସ ଷ୍ଟେ-ସ-ନ ଯାଉଛି, ଏହି ସବୁ ଡ୍ରାମା ତାଙ୍କ ଝିଅ ପଲକ୍ ଦେଖିଛନ୍ତି ବୋଲି ଶ୍ୱେତା କହିଥିଲେ ।
ଶ୍ୱେତାଙ୍କ କହିବା ଅନୁଯାୟୀ ତାଙ୍କ ୪ ବର୍ଷର ପୁଅ ରେୟାଂଶକୁ ମଧ୍ୟ ଏହି ବିଷୟରେ ସବୁ କିଛି ଜଣା ଅଛି । ତାଙ୍କର ଏତେ ଛୋଟ ପିଲା ପୋ-ଲି-ସ, ଜ-ଜ୍ ସମସ୍ତଙ୍କ ବିଷୟରେ ସବୁ କିଛି ଜାଣିଛି । ଏହା କେବଳ ତାଙ୍କ ଯୋଗୁଁ ନୁହେଁ ବରଂ ତାଙ୍କ ଭୁଲ୍ ବ୍ୟକ୍ତି ସହ ବିବାହ ଯୋଗୁଁ ହୋଇଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ସେ କେବେ ମଧ୍ୟ ବୁଝି ପାରୁ ନ ଥିଲେ ଏପରି ଅ-ପ୍ରୀ-ତିକର ପରିସ୍ଥିତିରୁ ସେ ତାଙ୍କ ପିଲାମାନଙ୍କୁ କିପରି ବଞ୍ଚାଇ ରଖିବେ ।
ଜଣାଇ ରଖୁଛୁ ଯେ ଶ୍ୱେତା ତିୱାରୀଙ୍କ ଦୁଇଟି ସନ୍ତାନ ଅଛନ୍ତି । ବଡ଼ ଝିଅ ପଲକ୍ ର ଜନ୍ମ ତାଙ୍କର ପ୍ରଥମ ପତି ରାଜା ଚୌଧୁରୀଙ୍କ ସହ ବିବାହ ପରେ ହୋଇଥିଲା । ରାଜାଙ୍କ ଉପରେ ଶ୍ୱେତା ଆ-ରୋ-ପ ଲଗାଇଥିଲେ କି ସେ ତାଙ୍କ ସହ ମା-ର-ପି-ଟ୍ କରୁଛନ୍ତି । ପରେ ସେ ତାଙ୍କ ଠୁ ଅଲଗା ମଧ୍ୟ ହୋଇ ଯାଇଥିଲେ । ୨୦୧୩ ମସିହାରେ ଶ୍ୱେତା ଅଭିନବ କୋହଲିଙ୍କୁ ଦ୍ଵିତୀୟ ବିବାହ କରିଥିଲେ ଓ ୨୦୧୬ ମସିହାରେ ପୁଅ ରେୟାଂଶକୁ ଜନ୍ମ ଦେଇଥିଲେ ।
୨୦୧୯ ରେ ଶ୍ୱେତା ଅଭିନବ କୋହଲିଙ୍କ ଉପରେ ମଧ୍ୟ ଘ-ରୋ-ଇ ହିଂ-ସାର ଆ-ରୋ-ପ ଲଗାଇଥିଲେ ଓ ତାଙ୍କ ଠୁ ମଧ୍ୟ ଅଲଗା ହୋଇ ଯାଇଥିଲେ । ସେ କହିଛନ୍ତି ସେ ଭୁଲ ଲୋକଙ୍କ ସହ ବିବାହ କରିଥିଲେ ବୋଲି ବର୍ତ୍ତମାନ ତାଙ୍କ ପିଲା ମାନଙ୍କୁ ଖରାପ ସମୟ ଦେଇ ଯାଉଥିବାର ଦେଖୁଛନ୍ତି । ପିଲାମାନଙ୍କ ଭୁଲ୍ ନ ଥାଇ ମଧ୍ୟ ସେମାନଙ୍କୁ ହସି ହସି ଏତେ ସବୁ ସହିବାକୁ ପଡୁଛି । ଦୁଇ ଦୁଇଟି ବିବାହ ଠୁ ଅଲଗା ହୋଇ ଶ୍ୱେତା ତିୱାରୀ ନିଜେ ଏକା ହିଁ ତାଙ୍କ ପିଲାମାନଙ୍କୁ ପାଳୁଛନ୍ତି । ସେ ଏବେ ପୂର୍ବ ଠାରୁ ଅଧିକ ବୋଲ୍ଡ ଓ ଆକର୍ଷଣୀୟ ଲୁକ୍ ରେ ନଜର ଆସୁଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।