ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଫୁଲ ଓ ଜାଣନ୍ତୁ ଆପଣଙ୍କୁ ପ୍ରେମ ହେଇଛି ନା କେବଳ ଆଟ୍ରାକ୍ସନ- Love Quiz Game

ଭଲ ପାଇବା ଉଭୟ ପକ୍ଷରୁ ହୋଇ ପାରେ କିମ୍ବା କେବଳ ଗୋଟେ ତରଫ ରୁ ହୋଇ ପାରେ । ମାତ୍ର ଭଲ ପାଇବା ପରେ ସମ୍ପର୍କ କୁ ବଜାୟ ରଖିବା କଷ୍ଟ କର ହୋଇ ପଡେ କିଛି ଲୋକଙ୍କ ପାଇଁ ।

ତେବେ ଏହା ଭଲ ପାଇବା କିମ୍ବା ପ୍ରେମ ହୋଇ ନଥାଏ । ହୋଇଥାଏ କିଛି ସମୟର ଆକର୍ଷଣ ଯାହା କୁ ଆମେ ଭଲ ପାଇବା ବୋଲି ଭାବି ନେଇଥାଉ। ତେବେ ଆପଣଙ୍କ ସମ୍ପର୍କ ରେ କଣ ଅଛି ଭଲ ପାଇବା କି କେବଳ ଆକର୍ଷଣ ଅଟେ ଆମେ ଆପଣଙ୍କୁ ଏକ ଛୋଟ ବିବରଣୀ ଦେଇ ପାରିବୁ କେବଳ ଏହି ଫୁଲ ମାନଙ୍କର ଚୟନ ଦ୍ଵାରା । ତେବେ ବାଛନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ ଏହା କଣ ଅଟେ ଭଲ ପାଇବା କି ଆକର୍ଷଣ ।

ନମ୍ବର ୧ – ଯଦି ଆପଣ ପ୍ରଥମ ଫୁଲ ବାଛିଛନ୍ତି ତେବେ ଆପଣ କେବଳ ତାଙ୍କୁ ହିଁ ପସନ୍ଦ କରନ୍ତି । ଆପଣ ତାଙ୍କୁ ବହୁତ ଭଲ ପାନ୍ତି । ଆପଣ ତାଙ୍କୁ ହିଁ ବିବାହ କରିବାକୁ ଚହାଁନ୍ତି । ଏହି ସେହି ବ୍ୟକ୍ତି କିମ୍ବା ମହିଳା ଯିଏ ଆପଣଙ୍କ ପାଇଁ ସବୁଠାରୁ ଭଲ ଅଟେ । ଏହି ସମ୍ପର୍କ ରେ ୧୦୦ % ଭଲ ପାଇବା ଅଛି

ନମ୍ବର ୨ – ଯଦି ଆପଣ ଦ୍ଵିତୀୟ ଫୁଲ ବାଛିଛନ୍ତି ତେବେ ଆପଣ ତାଙ୍କୁ ପ୍ରକୃତରେ ଭଲ ପାନ୍ତି । ମାତ୍ର ଆପଣ ତାଙ୍କୁ ଏହି କଥା କହିବା ପାଈଁ ସମୟ ନେଉଛନ୍ତି। ଆପଣ ତାଙ୍କ ସହ ରହିଲେ ନିଜକୁ ବହୁତ ଭଲ ଓ ସ୍ପେଶାଲ ଅନୁଭବ କରନ୍ତି । ଏହା ହିଁ ଆପଣଙ୍କର ପ୍ରକୃତ ଭଲ ପାଇବା ।

ନମ୍ବର ୩ -ଆପଣ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି । ଦୂହିଁଙ୍କ ଭିତରେ ଭଲ ବୁଝାମଣା ଅଛି । ସେ ଆପଣଙ୍କୁ ବୁଝି ପାରନ୍ତି ଓ ଆପଣଙ୍କ ମନର କଥା ବୁଝି ପାରନ୍ତି।ସେ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ମଧ୍ୟ । ଭଲ ପାଇବା ତ ଅଛି ଆକର୍ଷଣ ମଧ୍ୟ ଅଛି ।

ନମ୍ବର ୪ – ଆପଣ ଯାହାକୁ ଭଲ ପାନ୍ତି ସେ ମଧ୍ୟ ଆପଣଙ୍କୁ ଭଲ ପାନ୍ତି । ସେ ଆପଣଙ୍କ ମନର କଥାକୁ ବୁଝିବା ପାଇଁ ଚାହୁଁ ନାହାନ୍ତି । ସେ ଆପଣଙ୍କୁ ଭଲ ପାନ୍ତି କିନ୍ତୁ ଆପଣଙ୍କ ବ୍ୟକ୍ତିତ୍ବକୁ ଭଲ ପାନ୍ତି । ସେ ହିଁ ପ୍ରକୃତ ଜୀବନ ସାଥି ଯିଏ ମନ କଥା ବୁଝି ପାରେ । ସେ ଆପଣଙ୍କ ପାଇଁ ସମୟ ଦେଉ ନାହାଁନ୍ତି ମାନେ ହୁଏ ତ ଆପଣ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ  କେବଳ ଏକ ଆକର୍ଷଣ ଅଟନ୍ତି ଆପଣ ।

ନମ୍ବର ୫ – ଆପଣ ପୁରୁଣା ଝଗଡା କିମ୍ବା ମନ ମାଲିନ ଭୁଲି ପୁଣି ତାଙ୍କ ସହ ବନ୍ଧୁ ହୁଅନ୍ତୁ । ସେ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ଆପଣଙ୍କ ଭାବନା କୁ ବୁଝନ୍ତି ତେଣୁ ଆପଣ ତାଙ୍କ ପାଇଁ ସବୁ କିଛି ଭୁଲି ପୁଣି ଥରେ ଆଗଭଳି ଭଲ ପାଇବା ଦେଇକି ଦେଖନ୍ତୁ । ଆପଣ ଦୁଇ ଜଣ ଙ୍କ ଭିତରେ ଭଲ ପାଇବା ଅଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ