ରାମାୟଣର ଏହି ସୁପଣେଖା ବାସ୍ତବ ଜୀବନରେ ଅଟନ୍ତି ଖୁବ ସୁନ୍ଦର, ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ରାମାୟଣ ହିନ୍ଦୁ ପୌରାଣିକ ଗ୍ରନ୍ଥ ଅଟେ । ପ୍ରଥମ ଥର ପାଇଁ ଏହା ଉପରେ ଟିଭି ସିରିଏଲ ନିର୍ମାଣ କରାଯାଇଥିଲା । ଆପଣ ନିଶ୍ଚିତ ଭାବରେ ଲୋକପ୍ରିୟ ଟିଭି ସିରିଏଲ୍ ରାମାୟଣର ନାମ ଶୁଣିଥିବେ ଏବଂ ଦେଖିଥିବେ । ଆଜିକାଲି ରାମାୟଣକୁ ପୁଣିଥରେ ଦ୍ୱାରଦେଶରେ ପ୍ରସାରଣ କରାଯାଉଛି । ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ଏହି ରାମାୟଣକୁ ଲୋକମାନେ ପସନ୍ଦ କରନ୍ତି ।

୮୦ ଦଶକ ରେ ଆସୁଥିବା ସିରିଏଲ ରାମାୟଣ କୁ ତ ଆପଣ ନିଶ୍ଚିତ ଦେଖିଥିବେ । ଅନେକ ଲୋକ ଏହା ବିଷୟରେ ନିଶ୍ଚିତ ଜାଣିଥିବେ । ରାମାୟଣ ୧୯୮୮ ମସିହାରେ ଦୂରଦର୍ଶନ ରେ ପ୍ରସାରିତ ହେଉଥିଲା । ଏହା ସେ ସମୟର ବହୁତ ଲୋକ ପ୍ରିୟ ଧାରା ବାହିକ ଥିଲା । ଗାଁ ଗହଳି ରେ ଏହି ସିରିଏଲ ଦେଖିବା ପାଇଁ ଗହଳି ଲାଗୁଥିଲା ।

ଏହି ସିରିଏଲ ଦ୍ୱାରା ରାମ ( ଅରୁଣ ଗୋଭିଲ) ସୀତା (ଦୀପିକା ଚିଖିଲିଆ ) ବହୁତ ଫେମସ ହୋଇଥିଲେ । ଏହା ଛଡ଼ା ଅନେକ କଳାକାର ଏମିତି ମଧ୍ୟ ଥିଲେ ଯେଉଁ ମାନଙ୍କ ଅଭିନୟ ଲୋକ ଙ୍କ ମନକୁ ଛୁଇଁ ଥିଲା କିନ୍ତୁ, ସେହି ବ୍ୟକ୍ତି ଙ୍କୁ କେହି ମଧ୍ୟ ଜାଣନ୍ତି ନାହିଁ । ରାମାୟଣ ର ଅନେକ କଳାକାର ଇହଧାମ ତ୍ୟାଗ କରି ସାରିଲେଣି । କିଛି ଏପରି କଳାକାର ମାନେ ଅଛନ୍ତି ଯେଉଁମାନେ ଆକ୍ଟିଙ୍ଗ ରେ ଆଉ ସକ୍ରିୟ ନାହାଁନ୍ତି ।

ବାସ୍ତବରେ ଆଜି ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହୁଛୁ ଯିଏ ରାମାୟଣ ସିରିଏଲରେ ଶୁରପାନଖା ଭୂମିକାରେ ଅଭିନୟ କରନ୍ତି । ତାଙ୍କ ନାମ ରେନୁ ଖାନୋଲକର । ବାସ୍ତବ ଜୀବନରେ ରେନୁ ବହୁତ ସୁନ୍ଦର । ରେନୁ ଖାନୋଲକର ମଧ୍ୟ ତାଙ୍କ ଚରିତ୍ର ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିଲେ । ସିରିଏଲ ରାମାୟଣରେ ଶର୍ପାନଖା ବର୍ତ୍ତମାନ ସଂପୂର୍ଣ୍ଣ ବଦଳି ଯାଇଛି । ଆପଣ ଚିତ୍ରଗୁଡ଼ିକରେ ସେମାନଙ୍କର ନୂତନ ଲୁକ୍ ଦେଖିପାରିବେ । ତାଙ୍କର ବୟସ ବର୍ତ୍ତମାନ ଚାଲିଗଲାଣି ଏବଂ ସେ ମଧ୍ୟ ବୃଦ୍ଧ ହୋଇଯାଇଛନ୍ତି ।

Image courtesy: Indianexpress

ଏହାଛଡା ତାଙ୍କର ଜଣେ ଖୁବ ସୁନ୍ଦର ଝିଅ ମଧ୍ୟ ଅଛନ୍ତି । ସେ ଦେଖିବାକୁ ଖୁବ ହଟ ଏବଂ ସୁନ୍ଦର ଅଟନ୍ତି । ସେ ଅଭିନୟ ପ୍ରତି ରୁଚି ରଖିଛନ୍ତି । କିନ୍ତୁ କୌଣସି ସିନେମା କିମ୍ବା ଟେଲି ପରଦା ରେ ତାଙ୍କୁ ମୌକା ମିଳୁନାହିଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।