ବହୁତ ଜଲ୍ଦି ଇମ୍ୟୁନିଟି କୁ କରିଦେବ ଷ୍ଟ୍ରଙ୍ଗ, ଜର କାମଜୋରି, ଭୋକ ନ ଲାଗିବା, ପାଟିର ସ୍ଵାଦ ଖରାପ ହେଇଯିବା ମାତ୍ର ଗୋଟିଏ ଥରରେ ଭଲ ହେଇଯିବ- Health Tips

ବର୍ତ୍ତମାନ କରୋନା ମହାମାରୀ ଯେମିତି ବ୍ୟାପୁଛି ସେଥି ପାଇଁ ଅନେକ ଲୋକ ସମସ୍ୟାର ସମୁଖୀନ ହେଉଛନ୍ତି । କରୋନା ପାଇଁ ଅନେକ ଲୋକ ମାନେ ଖାଦ୍ଯର କୌଣସି ଟେଷ୍ଟ ବା ସ୍ଵାଦ ଜାଣିପାରୁ ନାହାନ୍ତି ।

ଏଥି ପାଇ ଅନେକ ଲୋକ ମାନେ ଚିନ୍ତାରେ ମଧ୍ୟ ଅଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘରୋଇ ଚିକିତ୍ସା ନେଇ ଆସିଛୁ ଯାହା କରିବା ଦ୍ଵାରା ଆପଣଙ୍କର ଯେଉଁ ସବୁ ସମସ୍ୟା ରହିଛି ସେ ସବୁର ନିବାରଣ ହେବ । ଏଭଳି ଏକ ନୁସଖା ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଯାହାକୁ ସେବନ କରିଲେ ଆପଣଙ୍କର ଇମ୍ୟୁନିଟି ପାୱାର ମଧ୍ୟ ବଢିଥାଏ ।

ଯଦି ଆପଣଙ୍କୁ ଭୋକ ଲାଗୁ ନ ଥାଏ ବା କୌଣସି ଖାଦ୍ଯର ସ୍ଵାଦ ଜାଣିପାରୁ ନାହାନ୍ତି ତେବେ ଏହାର ସମାଧାନ ପାଇଁ କିଛି ନ୍ଯାଚୁରାଲ ପ୍ରଣାଳୀ ରହିଛି । ଏଥି ପାଇଁ ୭ରୁ ୮ଟି ମୁନାକା ବା କିସମିସ ଭଳି ଦେଖିବାକୁ କିନ୍ତୁ କିସମିସ ନୁହେ । ମୁନାକାରେ ମଞ୍ଜି ରହିଥାଏ କିନ୍ତୁ କିସମିସରେ ମଞ୍ଜି ନ ଥାଏ । ମୁନାକା ଖାଇବା ଦ୍ଵାରା ଥଣ୍ଡା ଓ କାଶ ସମସ୍ଯା ଦୂର ହୋଇଥାଏ ।

ଏହା ବ୍ଯତୀତ ପେଟ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏହା ପରେ ମୁନାକାକୁ କୌଣସି ଏକ ପାତ୍ରରେ ବିନା ତେଲେ ବା ଘିଅରେ ୧ ମିନିଟ ପର୍ଯ୍ଯନ୍ତ ଫ୍ରାଏ କରନ୍ତୁ । ଏହା ପରେ ମୁନକାକୁ ଅନ୍ୟ ଏକ ପାତ୍ରରେ ବାହାର କରି ଦିଅନ୍ତୁ । ଏଥିରେ ଥିବା ମଞ୍ଜିକୁ ଭଲ ଭାବେ ବାହାର କରି ଦିଅନ୍ତୁ । ମଞ୍ଜି ବାହାର କରି ସାରିବା ପରେ ଏଥିରେ ଅଳ୍ପ ମାତ୍ରାରେ କଳା ଲୁଣ ମିଶାନ୍ତୁ ।

ଏହା ପରେ ଏଥିରେ ଅଳ୍ପ ମାତ୍ରାରେ ସେନ୍ଧା ନମକ ବା ସାଧା ଲୁଣ ମିଶାନ୍ତୁ । ଏହା ପରେ ମୁନାକାରେ ଯେପରି ଭଲ ଭାବେ ଲୁଣର ମିଶ୍ରଣ ହେବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଏହି ମୁନାକାକୁ ପ୍ରତି ଦିନ ସକାଳେ ଖାଲି ପେଟରେ ସେବନ କରିବା ଉଚିତ । ଏହାକୁ ଖାଇବାର ଅଧ ଘଣ୍ଟା ଯାଏଁ କୌଣସି ଖାଦ୍ଯ ସେବନ କରନ୍ତୁ ନାହି ।

ଏହାକୁ ପ୍ରତି ଦିନ ସେବନ କରିଲେ ଯଦି ଆପଣଙ୍କୁ ଭୋକ ଲାଗୁ ଣ ଥାଏ ବା ଖାଦିର କୌଣସି ସ୍ଵାଦ ଜାଣିପାରୁ ନାହାନ୍ତି ତେବେ ଏହାକୁ ଖାଇବା ପରେ ଆପଣଙ୍କର ଟେଷ୍ଟ ଭଲ ରହିବ । ଏହାକୁ ସେବନ କରିଲେ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥାଏ । ଏହାକୁ ସେବନ କରିବା ଫଳରେ ଆପଣଙ୍କର ପେଟ ସମସ୍ଯା ଯେମିତି ଗ୍ଯାସ ସମସ୍ଯା ଦୂର ହୋଇଥାଏ । ଏହା ବ୍ଯତୀତ ଏହିଭଳି ଭାବେ ମୁନାକାକୁ ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ