ସ୍ତ୍ରୀ ପାଖରେ ମନ ଭରିଲାନି…. ଝିଅକୁ ଦୁ-ଷ୍କ-ର୍ମ କରିଲା ବାପା, ସହଯୋଗ କରୁଥିଲା ମାଆ’।… ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଆମ ଦେଶରେ ଗ-ଣ ଦୁ-ଷ୍କ-ର୍ମ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଅନେକ ବିବାଦ ଲାଗି ରହିଛି । ତେବେ ସୋସିଆଲ ମିଡିଆରେ ପ୍ରତି ଦିନ କିଛି ନା କିଛି ଏଭଳି ଘଟଣା ସାମନା କୁ ଆସୁଛି । ତେବେ ଜଣେ ବାପା ଆଉ ଝିଅର ସମ୍ପର୍କ କେତେ ଯେ ଗଭୀର ହୋଇଥାଏ ତାହା ଆପଣ ମାନେ ଜାଣିଥିବେ ।

କିନ୍ତୁ ଯେବେ ବାପା ସ-ଇ-ତା-ନ ସାଜେ ସେତେବେଳେ ସ୍ଥିତି କଣ ହୋଇପାରେ ତାହା ଆପଣ ମାନେ କେବେ ଭାବି ଛନ୍ତି । ଆଜ୍ଞା ହଁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଲଜ୍ୟାଜନକ ଘଟଣା ସମାନ କୁ ଆସିଛି । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚଳିତ ହେବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ।

ସ-ଇ-ତା-ନ ସାଜିଲା ବାପା ସ୍ତ୍ରୀ ପାଖରେ ମନ ଭରିଲା ନାହି । ଶେଷରେ ଝିଅ କୁ କରିଲା ବାପା ଦୁ-ଷ୍କ-ର୍ମ । ଏପରି ବାରମ୍ବାର କରି ଚାଲିଲା କୁ-କ-ର୍ମ । ଆଉ ଏଥିରେ ସହଯୋଗ କରୁଥିଲେ ଜନ୍ମ କରିଲା ମା । ଏଭଳି ଏକ ସଂବେଦନଶୀଳ ଘଟଣା ଉଦଳା ଥାନା ଅଞ୍ଚଳରେ ଘଟିଛି । ଯୌ-ନ ପି-ପା-ସୁ ସାବତ ବାପା ସଜାଇଛି ପି-ଶା-ଚ । ସାବତ ଝିଅ କୁ ବାରମ୍ବାର ବାପା ଦୁ-ଷ୍କ-ର୍ମ କରିଛି ।

ଆଉ ମା ର ମମତା ଭୁଲି ଯାଇ ତାକୁ ସହଯୋଗ କରିଛି ଜନ୍ମ କଲା ମା । ଶେଷରେ ନିଜର ଜୀବନ ବଞ୍ଚାଇବା ପାଇଁ ପୋଲିସର ଦ୍ଵାରସ୍ଥ ହୋଇଛି ଝିଅ । ଯେହେତୁ ଏହା ଏକ ସଂବେଦନଶୀଳ ପ୍ରସଙ୍ଗ ସେଥିପାଇଁ ଏହାର ଭିଜୁଆଲ ଗଣମାଧ୍ୟମରେ ପ୍ରକାଶ ହୋଇପାରି ନାହି । ଉଦଳା ଥାନା ରେ ସାବତ ଝିଅ ଏ ନେଇ ଲିଖିତ ଅ-ଭି-ଯୋ-ଗ କରିଛି ନିଜ ବାପା ମା ବିରୁଦ୍ଧରେ ।

ସା-ବ-ତ ବାପା ସତ୍ୟବାନ ନାୟକ ବାରମ୍ବାର ଘରକୁ ଆସି ଝିଅ କୁ ଗ-ଣ ଦୁ-ଷ୍କ-ର୍ମ କରୁଥିଲା । ଏଭଳି ଘଟଣାରେ ମା ଚୁମକି ନାୟକ ବାରମ୍ବାର ସହଯୋଗ ବି କରି ଆସୁଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ନାବାଳିକା ଜଣକ ଘରୁ ଲୁଚି ଆସି ପୋଲିସ ଷ୍ଟେସନ ରେ ପହଞ୍ଚି ଉଦଳ ଥାନା ରେ ଲିଖିତ ଅ-ଭି-ଯୋ-ଗ କରିଛି ।

ଅ-ଭି-ଯୋ-ଗ ପରେ ପୋଲିସ ଅ-ଭି-ଯୁ-କ୍ତ ସବାତ ବାପା ସତ୍ୟବାନ ନାୟକ ଓ ମା ଚୁମକି ନାୟକ କୁ ଆ-ରେ-ଷ୍ଟ କରି କୋର୍ଟ ଚାଲାଣ କରିଛି । ତେବେ ସାବତ ବାପର ଏଭଳି କୁ-କ-ର୍ମ ଦୀର୍ଘ ଏକ ବର୍ଷ ହେବ କରି ଆସୁଛି ବୋଲି ସା-ବ-ତ ଝିଅ ଅ-ଭି-ଯୋ-ଗ କରିଛନ୍ତି । ଖାଲି ଏତିକି ନୁହେଁ ଘଟଣା ବାବଦରେ କାହାକୁ ଜଣାଇଲେ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମ-କ ଦେଇ ଆସୁଥିଲା ବାପା ସତ୍ୟବାନ ନାୟକ । ପୋଲିସ ନାବାଳିକା ଝିଅ କୁ ଉଧାର କରି ଉଧାର ଗୃହ କୁ ପଠାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।