ଯେତେବେଳେ 20 ବର୍ଷ ସାନ ଟ୍ୟୁସନ ଟୀଚର ଙ୍କ ସହ ବିବାହ କରିନେଲା ପିତା ତ ପୁଅ କଲା କିଛି ଏମିତି କାମ, ଶୁଣିଲେ ଛାତି ଥରି ଉଠିବ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଯେବେ ପ୍ରେମ ହୁଏ ସେତେବେଳେ ଜାତି, ଧର୍ମ, ବୟସ ଦେଖା ଯାଏ ନାହି । ପ୍ରେମରେ ମଣିଷ ଏତେ ପାଗଳ ହୋଇଯାଏ ଯେ ନିଜର ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଥାଏ ।

ପ୍ରେମ ମଣିଷକୁ ଅନ୍ଧ କରିଦିଏ ଯାହା ଫଳ ମଣିଷ ନିଜର ଅନେକ ମୂଲ୍ୟବାନ ବସ୍ତୁ ହରାଇଥାଏ । ସେହି ଭଳି ଏକ ଉଦାହରଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ମଧ୍ୟ ପ୍ରଦେଶର ଇନ୍ଦୋରରେ ଏମିତି ଏକ ଘ-ଟ-ଣା ଘ–ଟି-ଛି ଯାହା ବିଷୟରେ ଆମେ ଆଜି ଆପଣ ମାନଙ୍କ ସହ ଆଲୋଚନା କରିବାକୁ ଯାଉଛୁ । ଇନ୍ଦୋରରେ ଜଣେ ଡାକ୍ତରଙ୍କୁ ନିଜ ପୁଅର ଟିଉସନ ଶିକ୍ଷକ ଯିଏ କି ୨୦ ବର୍ଷ ବୟସରେ ଛୋଟ ତାଙ୍କ ସହ ପ୍ରେମ ହୋଇଥିଲା ।

ଏହା ପରେ ଦୁହେଁ ଲୁଚି କରି ପରସ୍ପରକୁ ଦେଖା କରିବାରେ ଲାଗିଲେ । କିଛି ଦିନ ପରେ ଡାକ୍ତର ଓ ଶିକ୍ଷୟତ୍ରୀ ଜଣକ ପରସ୍ପରକୁ ବିବାହ କରିବା ପାଇଁ ସ୍ଥିର କରିଥିଲେ । ସେହି ଡାକ୍ତର ଜଣକ ନିଜ ଘର ଲୋକଙ୍କ ତହରୁ ଲୁ-ଚି-କ-ରି ମ୍ୟାରେଜ କରିବାକୁ ଚାହୁଁଥିଲେ । କିନ୍ତୁ ଏପରି ହୋଇପାରି ନ ଥିଲା । କାରଣ ତାଙ୍କ ଘର ଲୋକ ମାନେ ଡାକ୍ତରଙ୍କ ଏଭଳି ବିଚାରରେ ବି-ରୋ-ଧ କରିଥିଲେ । ଏହି ଘ-ଟ-ଣା-କୁ ନେଇ ଡାକ୍ତରଙ୍କ ପୁଅ ଆ-ତ୍ମ-ହ-ତ୍ୟା କରିଥିଲେ ।

ସୂଚନା ମୁତାବକ ଇନ୍ଦୋରର ବ୍ୟୋବଚ ଗାର୍ଡେନରେ ୫୦ ବରଷର ଡାକତର ଜିତେନ୍ଦ୍ର ଟାଙ୍ଗୀ ବାହାଘରର ଆୟୋଜନ କରିଥିଲେ । ଏହି ଖବର ଶୁଣିବା ପରେ ଡାକ୍ତରଙ୍କ ପରିଜନ ମାନେ ଆସି ସେଠାରେ ହ-ଙ୍ଗା-ମା ଆରମ୍ଭ କରିଥିଲେ ।

ଏହା ପରେ ଡାକ୍ତରଙ୍କ ପରିଜନ ମାନେ ଶିକ୍ଷୟତ୍ରୀଙ୍କୁ ମା-ଡ ମା-ରି-ଥି-ଲେ ଓ ତାଙ୍କ ସହ ଖ-ରା-ପ ଆ-ଚ-ର-ଣ କରିଥିଲେ । ଏହା ପରେ ଏହି ଘ-ଟ-ଣା ଇନ୍ଦୋରର ପୋ-ଲି-ସ ଷ୍ଟେ-ସ-ନ-ରେ ପହଞ୍ଚିଥିବାରୁ ମହିଳା ଜଣକ ଡାକ୍ତରଙ୍କ ପୁଅ ନାଁରେ ଅ-ଭି-ଯୋ-ଗ କରିଥିଲେ । ଏହା ପରେ ଡାକ୍ତରଙ୍କ ପୁଅକୁ ଆ-ରେ-ଷ୍ଟ- କରାଯାଇ ଥିଲା । ଏହା ପରେ ଡାକ୍ତରଙ୍କ ପୁଅ ଥା-ନ-ରୁ ଆସିବା ପରେ ଘରେ ନିଜକୁ ପି-ସ୍ତ–ଲ-ରେ ସୁ-ଟ କରି ଆ-ତ୍ମ-ହ-ତ୍ୟା କରିଥିଲା ।

ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ପ୍ରେମ ପା-ଗ-ଳ ୫୦ ବର୍ଷର ଏହି ଡାକ୍ତର ନିଜର ଭୁଲ ଯୋଗୁ ପୁଅକୁ ହରାଇଛନ୍ତି । ଡାକ୍ତର ଯାହାକୁ ଏତେ ଭଲ ପାଇଥିଲେ ସେହି ଶିକ୍ଷୟତ୍ରି ଜଣକ ତାଙ୍କୁ ଶେଷ ମୁହୂର୍ତ୍ତରେ ଧୋ-କା ଦେଇଥିଲେ । ତେଣୁ ପ୍ରତେକ ବ୍ୟକ୍ତିକୁ କୌଣସି ନିଷ୍ପତି ନେବା ପୂର୍ବରୁ ବୁଝି ବିଚାରୀ ନେବା ଉଚିତ ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ