ପୁଣି ଚର୍ଚ୍ଚାରେ Varsha-Anubhav ବିବାଦ, ବର୍ଷାଙ୍କ ବିରୁଦ୍ଧରେ କିଛି ଏମିତି ଅଭିଯୋଗ ଆଣିଲେ ସ୍ଵାମୀ Anubhav Mohanty, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ ଭଲରେ ଜାଣିଥିବେ । ରିୟଲ ଲାଇଫରେ ମଧ୍ୟ ଏହି ଦୁଇ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କିନ୍ତୁ ଗତ ୬ ମାସ ହେବ ବର୍ଷା ଓ ଅନୁଭବଙ୍କ ମଧ୍ୟରେ କିଛି ମନାନ୍ତର ହେବା ଯୋଗୁ ଦୁହେଁ ଅଲଗା ହେବାକୁ ଚାହୁଛନ୍ତି । ଏହା ପରେ କୋ-ର୍ଟ-ରେ ମା-ମ-ଲା ଚାଲିବା ପରେ ବର୍ଷା କେବେ ବି କୋ-ର୍ଟ ଆସି ଏହାର ଉତ୍ତର ଦେଇ ନାହାନ୍ତି । ବର୍ଷା କେବେ ବି ସମୟ ଅନୁସାରେ କୋର୍ଟରେ ହାଜର ହୋଇ ନାହାନ୍ତି । ଅନୁଭବ କେବେ ବି ନିଜ ଘର କଥା ବାହାରକୁ କହିବାକୁ ଚାହାନ୍ତି ନାହି ବୋଲି ମତରେ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ ଦିଲ୍ଲୀରେ ପ୍ରଥମେ ସେ ଅଲଗା ହେବା ପାଇଁ କେ-ସ ରୁଜୁ କରିଥିଲେ । ଏହା ପରେ ବର୍ଷା ପ୍ରଥମେ ଅନୁଭବଙ୍କ ସହ ରହିବା ପାଇଁ କହିଥିଲେ ଓ ଏହା ପରେ ତାଙ୍କ ପ୍ରତି ଅ-ତ୍ୟା-ଚା-ର ହୋଇଛି ବୋଲି ବର୍ଷା ମା-ମ-ଲା ରୁ-ଜୁ କରିଥିଲେ ।

ବର୍ଷା ନିଜ ପି-ଟି-ସ-ନ-ରେ ଆହୁରି ଅନେକ କଥା ଆଡ କରିଥିଲେ ମଧ୍ୟ ଅନୁଭବ ପ୍ରତେକ ଥର ତାର ଉତ୍ତର ଦେଉଛନ୍ତି । ଏହା ପରେ ମଧ୍ୟ ବର୍ଷା ନିଜ ତରଫରୁ କୌଣସି ଉତ୍ତର ଦେଉ ନାହାନ୍ତି । ବରଂ ଏ କେ-ସ-କୁ ଅଧିକ ଦିନ ଯାଏଁ ଗଡାଉଛନ୍ତି । ଅନୁଭବଙ୍କ କହିବା ଅନୁସାରେ ଏହି ସମସ୍ୟାର ଯଥା ସମ୍ଭବ ସମାଧାନ ହେବା ଉଚିତ । ଯଦି ବର୍ଷା ତାଙ୍କ ଠାରୁ ଅଲଗା ହେବାକୁ ଚାହୁଛନ୍ତି ତେବେ ସମୟ ଅନୁସାରେ କୋ-ର୍ଟ ଆସି ଉତ୍ତର ଦିଅନ୍ତୁ ବୋଲି ଅନୁଭବ କହିଛନ୍ତି ।

ଏହା ବ୍ଯତୀତ ଅନୁଭବ ନିଜ ରାଏରେ କହିଛନ୍ତି ଯଦି ବର୍ଷାଙ୍କୁ ସୋସିଆଲ ମିଡିଆରେ କୌଣସି ଫୋଟୋ ବା କାମକୁ ନେଇ ପୋଷ୍ଟ କରିବାକୁ ସମୟ ହେଉଛି ବା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବାକୁ ବର୍ଷାଙ୍କୁ ସମୟ ମିଳିଛି ତେବେ କୋ-ର୍ଟ ଆସି ୫ ମିନିଟ ପାଇଁ ଉତ୍ତର ଦେବାକୁ କଣ ସମୟ ନାହି । ଯେ ହେତୁ ଏହି କେ-ସ ବର୍ଷାଙ୍କ ତେଣୁ ସେ ସବୁ ଡେଟରେ କଣ ପାଇଁ ଆସୁ ନାହାନ୍ତି ।

ଏହା ବ୍ଯତୀତ ବର୍ଷା ଖୁସିରେ ରୁହନ୍ତି ନିଜ ଜୀବନରେ ଆଗକୁ ବଢନ୍ତୁ ବୋଲି ଅନୁଭବ କହିଛନ୍ତି । ଏହା ଛଡା ସେ ବର୍ଷାଙ୍କୁ ବହୁତ ସମାନ କରନ୍ତି ତାଙ୍କୁ ଯେଉଁ ମର୍ଜ୍ଯଦ୍ୟା ଅନୁଭବ ଦେଇଛନ୍ତି ତାହାର ପାଳନ କରି ଅନୁଭବ ବିଶେଷ କିଛି ଘର କଥା କହିବାକୁ ଚାହୁଁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଅନୁଭବଙ୍କ କହିବା ଅନୁଯାୟୀ ଗତ ଜୁନ ମାସରେ ସେ ୪ଥର ଲିଖିତ ଆକାରରେ ମିଡିସନ ବନ୍ଦ କରିବାକୁ ଦେଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁ ନାହି ।

ଯଦି ସୁ-ପ୍ରି-ମ କୋ-ର୍ଟ-ରେ ଏହାର କୌଣସି ଫଳାଫଳ ବାହାରି ନାହି ତେବେ ହାଇ କୋର୍ଟରେ କଣ ଏହାର ଫଳାଫଳ ବାହାରିବ ବୋଲି ଅନୁଭବ କହିଛନ୍ତି । ଯେତେ ଜଲ୍ଦି ଏହି କେ-ସ-ର ସମାଧାନ ହେଉ ବୋଲି ଅନୁଭବ ନିଜ ରାଏରେ କହିଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ