ଯେତେବେଳେ ସ୍ତ୍ରୀ କରିବାକୁ ଲାଗେ ଏହି 5 ଟି ଭୁଲ, ତ ଜାଣିଯିବେ ଆରମ୍ଭ ହେଇଗଲା ସ୍ବାମୀର ବର୍ବାଦି, ଧୀରେ ଧୀରେ କାଙ୍ଗାଳ ହେଇଯାଏ ସ୍ଵାମୀ

ଜାଣନ୍ତୁ ଯେତେବେଳେ ପତ୍ନୀ ଏମିତି କିଛି ଭୁଲ କରନ୍ତି ସେତେବେଳେ ସ୍ୱାମୀ ମାନଙ୍କର ବର୍ବାଦି ନିଶ୍ଚିତ ହୋଇଥାଏ । ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ପତ୍ନୀ ମାନଙ୍କ ହାତରେ ହିଁ ଥାଏ ସ୍ୱାମୀ ମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବା । ଆଉ ଯେତେବେଳେ ପତି ଓ ପତ୍ନୀ ଙ୍କ ମଧ୍ୟ ରେ ଭୁଲ ବୁଝାମଣା ହୁଏ ସେତେବେଳେ ମଧ୍ୟ ପତ୍ନୀ ଙ୍କ ହାତରେ ହିଁ ସବୁକିଛି ଥାଏ । ସିଏ ଚାହିଁଲେ ସବୁ କିଛି ବର୍ବାଦ କରିଦେବେ ଏବଂ ସିଏ ଚାହିଁଲେ ସବୁ କିଛି ଠିକ କରିଦେଇପାରିବେ । ତେଣୁ କରି ସ୍ତ୍ରୀ ମାନେ ଏମିତି କିଛି କରନ୍ତୁନାହିଁ ଯାହା ଫଳରେ ସ୍ୱାମୀ ହେବେ ଭିକାରି ଏବଂ ଘରକୁ ଆସିବ ଦରିଦ୍ରତା ।

ବନ୍ଧୁଗଣ, ନାରୀ ଙ୍କୁ ଘର ର ଲକ୍ଷ୍ମୀ ବୋଲି ମନାଯାଏ । ସିଏ ଚାହିଁଲେ ଘରକୁ ସ୍ୱର୍ଗ କରିଦେଇପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ କରିଦେଇପାରିବ । କୁହାଯାଏ କି ଗୋଟେ ସଫଳ ପୁରୁଷ ପଛରେ ସବୁବେଳେ ଜଣେ ସ୍ତ୍ରୀ ର ହାତ ଥାଏ ।

ନାରୀ ଦ୍ବାରା ହିଁ ଘର ସୁଖ ସମୃଦ୍ଧି ଆଦି ସବୁ ଆସିଥାଏ । ଯେଉଁ ଘରେ ନାରୀ ନାହିଁ ସେ ଘର ଘର ନୁହେଁ । କିନ୍ତୁ ଜଣା ଅଜଣା ରେ ଘର ର ସ୍ତ୍ରୀ ମାନେ କିଛି ଭୁଲ କରିଦେଇଥାନ୍ତି । ଯାହା କରିବା ଉଚିତ ନୁହେଁ ।

ପ୍ରଥମେ ଘର ର ସ୍ତ୍ରୀ ମାନେ ଘରେ ଥିବା ଝାଡୁ କୁ ଗୋଇଠା ମାରିବା ଉଚିତ ନୁହେଁ । ଯାହାଫଳରେ ମା ଲକ୍ଷ୍ମୀ କେବେ ବି ଘରକୁ ଆସନ୍ତି ନାହିଁ ଏବଂ ଘରେ ସବୁବେଳେ ଦାରିଦ୍ର୍ୟତା ଏବଂ ଅଶାନ୍ତି ଦେଖାଯାଇଥାଏ ।

ଦ୍ଵିତୀୟ କଥା ଘରେ କେବେବି ଅଇଁଠା ବାସନ ପକାଇବା ଉଚିତ ନୁହେଁ ଏହା କରିବା ଦ୍ବାରା ଘରେ ସବୁବେଳେ ଗରିବ ଏବଂ ଦୁଃଖ ର ବାତାବରଣ ଦେଖାଯାଇଥାଏ । ତେଣୁ କେବେବି ଅଇଁଠା ବାସନ ରାତିରେ ପକାନ୍ତୁ ନାହିଁ । ତାକୁ ସବୁବେଳେ ଧୋଇକି ରଖନ୍ତୁ । ଏହା ନ କରିଲେ ଘରକୁ ଲକ୍ଷ୍ମୀ ଆସନ୍ତି ନାହିଁ ଏବଂ ଘରେ ସବୁବେଳେ ଦୁଃଖ ଦାରିଦ୍ର୍ୟତା ଦେଖାଯାଏ ।

ତୃତୀୟ ହେଲା ସିନ୍ଦୂର । ସିନ୍ଦୂର ସବୁ ନାରୀ ର ସୁହାଗ ର ଚିହ୍ନ ହୋଇଥାଏ । ମନେରଖନ୍ତୁ ସ୍ତ୍ରୀ ମାନେ କେବେବି ନିଜର ସିନ୍ଦୁର କାହାକୁ ଦେବା ଉଚିତ ନୁହେଁ ଏହା କରିବା ଦ୍ବାରା ଦାରିଦ୍ର୍ୟତା ଆସିଥାଏ ଏବଂ ନିଜର ସୁହାଗ ପ୍ରତି ବିପଦ ଆସିଥାଏ । ତେଣୁ କେବେବି ଭୁଲ ରେ ନିଜର ସିନ୍ଦୂର କାହାକୁ ଦେବା ଉଚିତ ନୁହେଁ ।

ବହୁତ ସ୍ତ୍ରୀ ଙ୍କର ଅଭ୍ୟାସ ଥାଏ କି ଏପଟ କଥା କୁ ସେପଟେ କହିବା ଏବଂ ଏପଟ କଥା କୁ ସେପଟେ କହିବା । ଏହା କରିବା ଦ୍ୱାରା ଆପଣଙ୍କର ଖୁବ ଅମଙ୍ଗଳ ହୋଇଥାଏ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅସୁବିଧା ଦେଖାଯାଇଥାଏ । ବିବାହ ପରେ ସ୍ୱାମୀର ଭାଗ୍ୟ ସ୍ତ୍ରୀ ସହ ଏବଂ ସ୍ତ୍ରୀ ଭାଗ୍ୟ ସ୍ୱାମୀ ସହ ଯୋଡି ହେଇଯାଇଥାଏ । ତେଣୁ ଜଣେ ଭୁଲ କଲେ ଉଭୟ ଙ୍କୁ ଭୋଗିବା କୁ ପଡ଼ିଥାଏ ।

ଯେଉଁ ସ୍ତ୍ରୀ ମାନେ ସକାଳୁ ଡେରି ରେ ଉଠନ୍ତି ସେମାନଙ୍କ ପାଖରେ ମା ଲକ୍ଷ୍ମୀ କେବେବି ରୁହନ୍ତି ନାହିଁ । ଆଉ ସବୁବେଳେ ସ୍ତ୍ରୀ ମାନଙ୍କୁ ଶାନ୍ତ ସ୍ଵଭାଵ ର ହେବା ଉଚିତ । ସ୍ତ୍ରୀ ମାନେ କେବେ ବି ବହୁତ ସମୟ ଯାଏ ଭୋଜନ ଖାଇବା ଉଚିତ ନୁହେଁ । ସ୍ତ୍ରୀ ମାନଙ୍କୁ ଅଳ୍ପାହାରି ବୋଲି କୁହାଯାଏ । ଯେଉଁ ସ୍ତ୍ରୀ ମାନେ ବେସି ସମୟ ଯାଏ ଭୋଜନ କରନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତିନାହିଁ । ବିନା କାରଣ ରେ ମଧ୍ୟ ସ୍ତ୍ରୀ ମାନଙ୍କୁ ପର ପୁରୁଷ ସହ କଥା ହେବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।