ଆଜିର ରାଶିଫଳ, 14 ଫେବୃଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଧାର୍ମିକ ସ୍ଥଳରେ ଆଜି ଖୁବ ମନ ଲାଗିବ ଓ ପୁରା ଦିନ ମନ୍ଦିରରେ କଟିବ ଯେଉଁ କାମରେ ଆଜି ହାତ ଦେବେ ସେହି କାର୍ଯ୍ୟ ପୂର୍ଣ ହେବ । ପୂର୍ବରୁ ଦେଇଥିବା ପରୀକ୍ଷା ସେଥିରେ ଏବେ ଉତ୍ତିର୍ଣ ହେବେ । ଆଜି ଆପଣ ଯେଉଁ ନିସ୍ପତି ନେବେ ସେଥିରେ ସମସ୍ତଙ୍କର ଭଲ ହେବ ଓ ଆଗକୁ ଲାଭବାନ ମଧ୍ୟ କରାଇ ପାରେ । ଯାନ ବାହାନ ଧୀରେ ଚଲାନ୍ତୁ । ନଚେତ କିଛି ଅସୁବିଧା ଦେଖା ଦେବା । ଦାମ୍ପଦ୍ୟ ଜୀବନ ଭଲରେ କଟିବ ଓ ତାଙ୍କ ସହ ମିଶି ବାହାରକୁ ଯାଇ ନୂଆ ନୂଆ ଜିନିଷ ଖାଇବା ଖାଇପାରନ୍ତି । କୌଣସି କାମରେ ଦାଇତ୍ୟ ବଢିପାରେ ।

ବୃଷ

ପିତା ମାତାଙ୍କ ସାହାର୍ଯ୍ୟ ମିଳିବ ପରିବାରରେ ସମସ୍ତଙ୍କର ସହୋଯୋଗ ମିଳିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଓ ଅଶୁଭ ସମାଚାର ଆସିବା ଫଳରେ ବହୁତ ଦୁଖୀ ରହିବେ । ଯାତ୍ରା ଆପଣଙ୍କର ଶୁଭମୟ ହେବ । ଘରେ ସମସ୍ତେ ବହୁତ ଖୁସିରେ ରହିବେ । ଆର୍ଥିକ ସମସ୍ୟା ଦୂରେଇ ଯିବ। ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ ।

ମିଥୁନ

ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ । ପିଲାନଙ୍କୁ ଆଜି ଟିକେ ସତର୍କତା କରାଇ ରଖନ୍ତୁ ନଚେତ ତାଙ୍କ ଉପରେ କିଛି ବିପଦ ପଡିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ ।

କର୍କଟ

ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଯଦି ଆପଣ କୌଣସି ଏକ ବଡ ହୋଟେଲ ବା ପର୍ଯ୍ୟଟନ ଭଳି କିଛି ବ୍ୟବସାୟ ଥାଏ ତେବେ ସେଥିରେ ଆପଣ ଖୁବ ଲାଭ ବାନ ହେବେ । ଆଜି କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇଯିବାର ଅଧିକ ସମ୍ଭାବନା ଅଛି ।

ସିଂହ

ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ । ଆର୍ଥିକ ସମସ୍ୟା  ମଜବୁତ ରହିବ । ବ୍ୟବସାୟରେ ଭଲ ଲାଭ ହେବ ଓ ଯେକୌଣସି କାମ ଆଜି କରିବେ ଲୋକଙ୍କର ସହଯୋଗ ଫଳରେ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହୋଇବ । ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାନକ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ। କୌଣସି ଏକ ନୂଆ ଜାଗାକୁ ଯିବାକୁ ଚାହୁଥିଲେ ଆଜି ସେହି ଜାଗାକୁ ଯାଇପାରିବେ ।

ବିଚ୍ଛା

ମାତା ଓ ପିତାଙ୍କ ସାଙ୍ଗରେ ଭଲରେ ଦିନ କଟିବ । ଏଥିପାଇଁ ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ । ଆଜି କିଛି ଏପରି କାମ କରିବେ ଯାହାଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଆଜି ଯିଏ ଯେତେବୀ ଚାହିଁଲେ କିଛି କ୍ଷତି କରିପାରିବେ ନାହିଁ ।

ତୁଳା

ପରିବାରକୁ କେହି ଜଣେ ନୂଆ ବ୍ୟକ୍ତି ଆସିବା ଫଳରେ ବହୁତ ଶାନ୍ତି ଓ ଖୁସି ଅନୁଭୂତ ହେବ । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି କାହା ଉପରେ ରାଗନ୍ତୁ ନାହିଁ ନଚେତ ଯେଉଁ କାର୍ଯ୍ୟ ହେବାକୁ ଥିବ ସେହି କାର୍ଯ୍ୟରେ ବାଧା ସୃଷ୍ଟି ହେବ ଯାହାଫଳରେ ନିରାଶ ହେବେ ତେଣୁ କରି ନିଜ ବାଣୀ ଉପରେ ନିୟତ୍ରଣ ରଖନ୍ତୁ । ଅଚାନକ ଧନ ପ୍ରାପ୍ତି ହେବା ଫଳରେ ବହୁତ ଖୁସି ରହିବେ । ଯାହାକି କହିବା ଦ୍ଵାରା ଆପଣ ଯାହାକୁ କହିଥିବେ ସେହି ଲୋକ ହିଁ ଆପଣଙ୍କର କ୍ଷତି କରିବେ ।

କନ୍ୟା

ମାତା ଓ ପିତା ଯେଉଁ କଥା କହୁଛନ୍ତି ତାକୁ ମାନିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ ।ତର ତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି । ଆଜିର ଦିନକୁ ଭଲରେ କାଟିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ସକରାତ୍ମକ ଶକ୍ତି ବଳ ଅଧିକା ରହିବା ଫଳରେ କାମ କାର୍ଯ୍ୟରେ ସଫଳତା ମିଳିବ ।

 ଧନୁ

ଆଜି ଆପଣଙ୍କୁ କୌଣସି ଏକ ବଡ ଲୋକଙ୍କର ନୂଆ ସମାଧାନ ମିଳିପାରେ ଯାହା ଫଳରେ ଆପଣ ସେହି ଅନୁଯାଇ କାମ କରିବା ଦ୍ଵାରା ସେହି କାର୍ଯ୍ୟରେ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଟଙ୍କା ଦେବା ନେବା ଠାରୁ ଦୂରେଇ ରୁହନ୍ତୁ ନଚେତ ଟଙ୍କା ଫେରି ପାଇବାକୁ ବହୁତ କଷ୍ଟ ହେବ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ । ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ବ୍ୟବସାୟରେ କିଛି ଯଦି ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ବହୁତ ବହଳ ଭଲ ଦିନ ଅଟେ ।

ମକର

ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରଥାନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି  ନାହିଁ । ଚାକିରି କରିଥିବା ବ୍ୟକ୍ତି ଏବେ ତାଙ୍କର ପଦ ଊର୍ଣ୍ଣତି ହେବା ସହିତ ସେମାନେ ବହୁତ ଭଲରେ ଜୀବନ କାଟିବେ । ଆଜି ଆପଣଙ୍କର ପ୍ରଭୁ ଗଣେଶଙ୍କ କୃପାରୁ ବ୍ୟବସାୟରେ ବହୁତ ଲାଭ କରିବେ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇ ପାରନ୍ତି । ଯଦି ଆପଣ କୌଣସି କଳାକାର ହୋଇଥାନ୍ତି ତେବେ ଆପଣଙ୍କୁ ଏବେ ବହୁତ ଭଲ ସୁଯୋଗ ମିଳିବା ସହିତ ସେଥିରେ ଭଲ ପ୍ରଦଶନ ମଧ୍ୟ କରିବେ ।

କୁମ୍ଭ

ଆଜି କୌଣସି ନିସ୍ପତି ନେବା ପୂର୍ବରୁ ଟିକେ ଭାବିକରି ନେବା ପାଇଁ ଚେଷ୍ଟା କରନ୍ତୁ ଅଥବା ବଡ ଲୋକଙ୍କର ପରାମର୍ଶ କ୍ରମେ କାମ ଆରମ୍ଭ କରନ୍ତୁ । ବ୍ୟବସାୟରେ ଭଲ ଲାଭ ହେବ । ଆଜି କୌଣସି ନିସ୍ପତି ନେଲେ ସେଇଟା ଭୁଲ ପ୍ରମାଣିତ ହୋଇଯିବ । କାମ ପୁରା କରିବା ପାଇଁ ହୁଅତ ଆଜି ବହୁତ ସମୟ ଲାଗିପାରେ । ଆଜି କାହା ସହିତ ତର୍କ କରନ୍ତୁ ନାହିଁ ନଚେତ ସେଥିରେ ଅଧିକା ପାଟି ତୁଣ୍ଡ ହୋଇପାରେ ।ଆଜି କୌଣସି ଦିଗରୁ କିଛି ନିରାଶ ପୂର୍ଣ୍ଣ ଉତ୍ତର ଆସିବ ଯାହା ଫଳରେ ବହୁତ ଦୁଖୀ ରହିବେ ।

 ମୀନ

ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ କୌଣସି ଏକ ବଡ ବିପଦରେ ପଡ଼ିପାରନ୍ତି ଯାହାକି କେହି ଉଧାର କରିବା ପାଇଁ ହୁଏତ ନଥିବେ ସେଥିପାଇଁ ସତର୍କ ହୋଇ ଚାଲିବାକୁ ଚେଷ୍ଟା କରନ୍ତୁ । ପରିବାରରୁ କିଛି ଖୁସି ଖବର ମିଳିପାରେ ଯାହା ଦ୍ଵାରା କି ଆପଣଙ୍କ ମନ ବହୁତ ପ୍ରଫୁଲିତ ରହିବ । କାହା ଉପରେ ରାଗନ୍ତୁ ନାହିଁ କାରଣ ସବୁବେଳେ ରାଗିବା ଭଲ ହୋଇନଥାଏ ହୁଏତ ଆଜି ସେହି ପିଲା କିଛି ଆପଣଙ୍କୁ କିଛି କହି ଦେଇପାରେ ଯାହା ଫଳରେ ମାନ ହାନି ହୋଇପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।