ବାଛନ୍ତୁ ନିଜ ପସନ୍ଦର ଗୋଟିଏ ନମ୍ବର ଓ ଜାଣନ୍ତୁ କିପରି ହେବ ଆପଣଙ୍କର ବିବାହ ? Love Quiz Game

ଏମିତି ତ ବହୁତ ବାହାଘର ହୋଇଥାଏ କାହା ପ୍ରେମ କରି ସାରିଲା ପରେ ବିବାହ ହୋଇଥାଏ ଓ କାହାର ବାହା ଘର ସାରିଲା ପରେ ତାଙ୍କ ସ୍ତ୍ରୀଙ୍କ ସହିତ ପ୍ରେମ ହୋଇଥାଏ । ପ୍ରେମ କରି ବିବାହ ହୁଅନ୍ତୁ ହେଲେ କାହା ମନରେ ଯେପରି କଷ୍ଟ ନ ଆସିବା ଦରକାର । କାରଣ ଏହା କରିବା ଦ୍ଵାରା ତାଙ୍କର ଅଭିଶାପ ଆପଣଙ୍କ ଉପରେ ପଡି ପାରେ ।

 

ଆପଣ ବିବାହ ତ କରି ଚାଲିଯିବେ ହେଲେ ଆପଣଙ୍କୁ କେହି ଜଣେ ବି ଯଦି କିଛି ଅଭିଶାପ ଦେଇଥାଏ । ତେବେ ଏହା ଆପଣଙ୍କୁ ସବୁ ଦିନ ପାଇଁ ଭୋଗ କରିବାକୁ ପଡେ । ତେଣୁ କରି ଆପଣ ନିଜ ଘର ଲୋକଙ୍କ ସହ କଥା ହୋଇ । ବିବାହ କଲେ ସବୁ ନିଜର ଭଲ ହେବ । ଆପଣ ମାନେ ଜାଣିଥିବେ କି ବିବାହ ହେଉଥିବା ସ୍ଥାନ ମାନଙ୍କରେ ବହୁତ କିଛି ମଜା ହୋଇଥାଏ ।

ସେହିପରି ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର ପ୍ରଶ୍ନ ଓ ଉତ୍ତର ରହିଥିବା ଖେଳ ନେଇ ଆସିଛୁ । ଏହି ଖେଳର ନିୟମ ଅନୁସାରେ ଏହି ୧୦ ନାମ ମଧ୍ୟରୁ ଆପଣଙ୍କୁ ଗୋଟିଏ ନମ୍ବର ବାଛି ବାର ଅଛି ଓ ଆପଣ ଜାଣି ପାରିବେ ଆପଣଙ୍କ ବିବାହ କିପରି ହେବ । ଏହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଆପଣ ଜାଣିବେ ଆପଣଙ୍କର କିପରି ବିବାହ ଘର ହେବ ।

# ଯଦି ଆପଣ ନମ୍ବର ୧ – ଆପଣ ବହୁତ ମଜା ମଜଲିସ କରି ବିବାହ ହେବେ ।

# ଯଦି ଆପଣ ନମ୍ବର ୨ – ଆପଣ ବହୁତ ରୋମାଣ୍ଟିକ ଢଙ୍ଗରେ ଓ ରୋମାଣ୍ଟିକ ଷ୍ଟାଇଲରେ ବିବାହ ହେବେ ।

# ଯଦି ଆପଣ ନମ୍ବର ୩ – ଆପଣ ପ୍ରେମ ବିବାହ କରିବେନି ଘରେ ବିବାହ ଠିକ କରିଥିବା ସ୍ଥାନରେ ହିଁ ବିବାହ କରିବେ ।

# ଯଦି ଆପଣ ନମ୍ବର ୪ – ଆପଣ ନରମାଲ ବା ସାଧାରଣ ଢଙ୍ଗରେ ବିବାହ କରିବେ ।

# ଯଦି ଆପଣ ନମ୍ବର ୫ – ଯେଉଁ ଦିନ ବର୍ଷା ହେବ ସେହି ଦିନ ଆପଣ ବିବାହ କରିବେ ।

# ଯଦି ଆପଣ ନମ୍ବର ୬ – ଆପଣ ପ୍ରେମ ବିବାହ କରିବେ ।

# ଯଦି ଆପଣ ନମ୍ବର ୭ – ଆପଣ ବହୁତ ଧୁମ ଧାମରେ ବିବାହ କରିବେ ।

# ଯଦି ଆପଣ ନମ୍ବର ୮ – ଆପଣ ଏକା ଭଳି ବିବାହ କରି ପାରିବେ ଅର୍ଥାତ ପ୍ରେମ ଓ ତାପରେ ଘର ଲୋକ ମିଶି ଆପଣଙ୍କର ପ୍ରେମିକଙ୍କ ସହ ବିବାହ କରିବେ ।

# ଯଦି ଆପଣ ନମ୍ବର ୧୦ – ଆପଣ ପୁରା  ଚଳଚିତ୍ର ହେଉଥିବା ଭଳି ଢଙ୍ଗରେ ହିଁ ବିବାହ କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ